ବିକାଶରେ ବାଧକ ଦାରିଦ୍ର୍ୟ
ପୃଥିବୀର ପ୍ରତି ଦେଶର ବିକାଶ ପଥରେ ଦାରିଦ୍ର୍ୟ ବାଧକ ସାଜିଥାଏ। ଏହାକୁ ଦୂର କଲେ ବିକାଶର ଧାରା ସଫଳ ହୋଇପାରିଥାଏ। ତେଣୁ ଦାରିଦ୍ର୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପଯୁକ୍ତ ସମାଧାନ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୭ରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ…
ଚର୍ଚ୍ଚିତ ଅଜିମଙ୍କୁ ମିଳିଗଲା ଜୀବନ ସାଥୀ
ଶାମଲି,୧୬।୧୦: ଉତ୍ତର ପ୍ରଦେଶରେ ଶାମଲି ଜିଲାର ଅଢ଼େଇ ଫୁଟ୍ର ଲୋକପ୍ରିୟ ବ୍ୟକ୍ତି ଅଜିମ ମାନସୁରୀଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଜିମଙ୍କୁ ତାଙ୍କ ଜୀବନ ସାଥୀ ମିଳିଛି। ବର୍ତ୍ତମାନ ୭ ନଭେମ୍ବରରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଅଜିମ ତାଙ୍କ…
ଅନୁସନ୍ଧାନୀ ମୂଷା
ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ଫଶି ଯାଇଥିବା ବ୍ୟକ୍ତି ହୁଅନ୍ତୁ ଅବା ବୋମାର ସନ୍ଧାନ, ଏସବୁରେ ଅନୁସନ୍ଧାନୀ କୁକୁରର ଥାଏ ବେଶ୍ ଗୁରତ୍ୱପୂର୍ଣ୍ଣ ଭୂମିକା। ତେବେ ‘ଅପୋପୋ’ ନାମକ ସଂସ୍ଥାର ବୈଜ୍ଞାନିକମାନେ ଏବେ ଏହି ଜୀବନରକ୍ଷକ ଅନୁସନ୍ଧାନୀ କାମ ପାଇଁ ମୂଷାମାନଙ୍କୁ ତାଲିମ…
ଉଡନ୍ତା ବାଇକ
ଟ୍ରାଫିକ୍ ଜାମ୍ ପାଇଁ ବେଳେବେଳେ ଏତେ ବିରକ୍ତ ଲାଗେ ଯେ, ଇଛା ହୁଏ ଏମିତି ଗାଡି ଥାଆନ୍ତା କି ଉଡି ଉଡି ଯାଇ ହୁଅନ୍ତା। ତେବେ ଏଇ ଭାବନା ଏବେ ସତ ହେବାକୁ ଯାଉଛି। କାରଣ ଜାପାନର ଏକ ଷ୍ଟାର୍ଟଅପ୍ କମ୍ପାନୀ…
ଜନ୍ମର ୧୦୦୦ ଦିନ ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଶିଶୁ
ଶିକାଗୋ,୧୬।୧୦: ଆମେରିକାର ଶିକାଗୋରେ ଜଣେ ଶିଶୁକୁ ୩ ବର୍ଷ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜନ୍ମରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫ୍ରେଞ୍ଚସ୍କୋ ବ୍ରୁନୋ ନାମକ ଏହି ପିଲା ପ୍ରଥମ ଥର ପାଇଁ ତାଙ୍କ ଘର ଦେଖିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ…
ଗୋଟେ ହାତ ଓ ଅଧା ଗୋଡରେ ପୃଥିବୀ ଭ୍ରମଣ
କିଛି ଲୋକ ନିଜର ସ୍ଥିତି ପାଇଁ ସବୁବେଳେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି। ହେଲେ ଆଉ କେତେଜଣ ବିଶ୍ୱାସ କରନ୍ତି ନିଜର ଉପରେ। ଭାଗ୍ୟକୁ ଦୋଷାରୋପ ନ କରି ନିଜକୁ ସେମାନେ ସମର୍ଥ କରି ଗଢନ୍ତି। ଠିକ୍ ଯେମିତିକି ଏଇ…
କଳିରେ କଳିରେ କୋଳାକୋଳି
ଆଃ! କାହିଁ ପଲ୍ଲୀ, କାହିଁ ପୁରୀ! ଭାଗ୍ୟରେ ଥିଲେ ଏଇଠିକି ମଣିଷ ଆସନ୍ତି l ଏକଥା ଖାଲି ମୁଁ କହୁନି , ସମସ୍ତେ କହନ୍ତି l ସଜନୀ ମାଉସୀ ସଙ୍ଗେ ଚମ୍ପା ମାଉସୀ ଏମିତି କଥା ହେଉଛନ୍ତି l ଦିହେଁ ପାଖାପାଖି…
ଉଟୋର୍ଡା ବିଚ୍
ଦକ୍ଷିଣ ଗୋଆର ଏକ ସୁନ୍ଦର ବେଳାଭୂମି ହେଉଛି ଉଟୋର୍ଡା ବିଚ୍। କୋଳାହଳମୟ ପରିବେଶରୁ ଦୂରରେ ଥିବା ଏହି ସ୍ଥାନରେ ଟିକେ ଶାନ୍ତିରେ ସମୟ ବିତାଇବା ପାଇଁ ପର୍ଯ୍ୟଟକଙ୍କର ବହୁ ଇଚ୍ଛା ଥାଏ। ସେଥିପାଇଁ ଅକ୍ଟୋବରରୁ ଫେବୃୟାରୀ ମାସ ଭିତରେ ଏଠାକୁ ବିଭିନ୍ନ…
ଦାମୀ କିନ୍ତୁ ଅଦରକାରୀ
ବେଳେବେଳେ ଚର୍ଚ୍ଚାର ପରିସରଭୁକ୍ତ ହେବା ଅବା ରେକର୍ଡ କରିବା ଲାଗି ମଣିଷ ଏମିତି କିଛି ଜିନିଷ ତିଆରି କରିଥାଏ, ଯାହାର ମୂଲ୍ୟ ଆକାଶ ଛୁଆଁ ହୋଇଥାଏ। ହେଲେ ଏତେ ଦାମ୍ ସତ୍ତ୍ୱେ ବି ସେ ଜିନିଷଗୁଡିକ କୌଣସି କାମରେ ଲାଗି ପାରି…
ପ୍ରଥମ ରୋଜଗାରରେ ୩୦୦ ଟଙ୍କା ପାଇଥିଲି: ଶିକ୍ଷୟିତ୍ରୀ ମନୀଷା ପଣ୍ଡା
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ମୋ ଜନ୍ମ। କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲି। ମୁଁ ମୋର ପିଲାବେଳରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଖୁବ୍ ପ୍ରିୟ ଥିଲି। ପିଲାଦିନରୁ ମୋ ସ୍ପଷ୍ଟବାଦିତା, ନିର୍ଭୀକ, ସମୟାନୁବର୍ତ୍ତିତା, ପରିଚ୍ଛନ୍ନତା…
ଜୀବନର ପ୍ରତି ଘଟଣା ମୋ ପାଇଁ ନାଟକ : ଦିଲୀପ ବଳବନ୍ତରାୟ
ଏକାଧାରାରେ ସେ ଜଣେ କବି, କଥାକାର, ନାଟ୍ୟକାର ଓ ନିର୍ଦ୍ଦେଶକ। ଏକାଧିକ ମଞ୍ଚନାଟକ ଓ ଦୂରଦର୍ଶନ ଧାରାବାହିକ କାହାଣୀରେ ସେ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏପରି କି ଅଭିନୟ କ୍ଷେତ୍ରରେ ବି ତାଙ୍କର ରହିଛି ଭିନ୍ନ ପରିଚୟ। ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି…
ମାର୍ଗଦର୍ଶକ…
କଥାରେ ଅଛି- ‘ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବେଭାର। ଦୁର୍ଜନ ସଙ୍ଗେ କଲେ ବାସ, ଘଟିବ ଜାଣ ସର୍ବନାଶ।’ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସବମାଜରେ ପ୍ରଚଳିତ । କୁହାଯାଏ ପରିବେଶ ପରିସ୍ଥିତି…
Archives


