ବରଙ୍କ ଅଜବ ସର୍ତ୍ତ, ରାତି ୯ଟା ଯାଏ ସାଙ୍ଗମାନଙ୍କ ସହ ବାହାରେ ବୁଲିବି
ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ନୂଆ ଦାୟିତ୍ୱ, ନୂଆ କାର୍ଯ୍ୟ, ନୂଆ ଇଚ୍ଛା। କିନ୍ତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ। ଅନେକ କୁହନ୍ତି,ବିବାହ ପରେ ପ୍ରତିବନ୍ଧକ ଆରମ୍ଭ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ବନ୍ଧନକୁ ବଜାୟ ରଖିବା କଷ୍ଟକର…
ମଣିଷକୁ ସଫା କରିବ ଓ୍ବାଶିଂ ମେଶିନ
ମଇଳା କପଡ଼ା ସଫା କରିବା ପାଇଁ ଓ୍ବାଶିଂ ମେଶିନ୍ର ବ୍ୟବହାର କରାଯାଏ। ହେଲେ ଏବେ ମଣିଷକୁ ସଫା କରିବା ପାଇଁ ବି ଏକ ମେଶିନ ଖୁବ୍ଶୀଘ୍ର ଆସୁଛି। ଆଉ ଏହି ମେଶିନ ଅଳସୁଆ ହୋଇ ଗାଧୋଉ ନ ଥିବା ତଥା ଶୀତଦିନେ…
ଅସୁନ୍ଦର ଚେହେରା ପ୍ରତିଯୋଗିତା
ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ କିଏ ଘରୋଇ ଉପଚାର କରନ୍ତି ତ ଆଉ କିଏ ପ୍ଲାଷ୍ଟିକ ସର୍ଜରିର ବି ସାହାଯ୍ୟ ନିଅନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ପ୍ରତିଯୋଗିତା ଅଛି ଯେଉଁଠି ଯିଏ ଯେତେ ଅସୁନ୍ଦର…
ଦୃଷ୍ଟିକୋଣ
ଗଲା ଗ୍ରହଣ ପରର କଥା। କେତୁବାଦୀ- ହେତୁବାଦୀଙ୍କ କି ବିବାଦ ଆରମ୍ଭ ହେଲା ଯେ ଥମିବାର ନାଁ ଧରୁନି । ବିଚରା ଆମ ଭଳି ସାଧାରଣ ଲୋକଙ୍କ ଏ ହାଣ୍ଡି ଛାଡ଼ ହାଣ୍ଡି ଧରମାନଙ୍କ ଝଗଡା ଦେଖି ମୁଣ୍ଡ ଟିଣା। ଟିଭିରେ…
ଐତିହାସିକ ସହର ଓର୍ଚ୍ଛା
ମଧ୍ୟ ପ୍ରଦେଶର ଏକ ଐତିହାସିକ ସହର ଭାବେ ଓର୍ଚ୍ଛା ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୩୧ ମସିହା ବେଳକୁ ରାଜପୁତ୍୍…
ଡାଟା ରଖନ୍ତୁ ସୁରକ୍ଷିତ
ବର୍ତ୍ତମାନ ସଭିଏଁ ମୋବାଇଲ୍, ଲାପ୍ଟପ୍ ଆଦିରେ ଅନେକ ଜରୁରୀ ଡାଟା ସେଭ୍ କରି ରଖୁଛନ୍ତି। ହେଲେ କେବେକେବେ ଏଭଳି ଗ୍ୟାଜେଟ୍ର ମେମୋରି କାର୍ଡ କରପ୍ଟ ହେବା, ହଜିଯିବା, କମ୍ପ୍ୟୁଟରର ହାର୍ଡ ଡ୍ରାଇଭ୍ କ୍ରାଶ୍ ହେବା କିମ୍ବା ଭୁଲ୍ବଶତଃ କୌଣସି ଫୋଲ୍ଡର ଡିଲିଟ୍…
ନନାଙ୍କୁ ଦେଇଥିଲି ପ୍ରଥମ ଦରମା ଟଙ୍କା: ଶିବ ସୁନ୍ଦର ପାଣିଗ୍ରାହୀ
ଦୁଇ ହଜାର ତିନି ଅକ୍ଟୋବର ମାସର କଥା। ତାରିଖ ଅବଶ୍ୟ ଠିକ୍ସେ ମନେପଡୁନି କିନ୍ତୁ ସେଦିନ ସୋମବାର ଥିବା ଯୋଗୁ ସାଙ୍ଗମାନଙ୍କ ସହ ମୁଁ ଶିବ ମନ୍ଦିରକୁ ଯାଇଥାଏ। କୃତିତ୍ୱର ସହ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ପରେ ଅନେକ ପ୍ରତିଯୋଗିତାମୂଳକ…
ତିନି ନାୟିକାଙ୍କ ‘ନାୟିକା’
ସେମାନେ ତିନିଜଣ, ତିନି ହେଁ ନାଟ୍ୟ ନିର୍ଦ୍ଦେଶିକା, ଲେଖିକା ଓ ଅଭିନେତ୍ରୀ। ନାଟକର ପ୍ରଚାର ପ୍ରସାର ସହ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ସେମାନେ ତିନୋଟି ଜାଗାରେ ଗଢିଛନ୍ତି ନାଟ୍ୟ ଅନୁଷ୍ଠାନ ‘ନାୟିକା’। ଏହି ତିନିଜଣ ହେଲେ ସୁସ୍ମିତା ରଣା, ସୁଜାତା…
ଗରିବଙ୍କ ତାଜମହଲର ରୂପରେ ହେବ ପରିବର୍ତ୍ତନ: ପ୍ରତ୍ନତତ୍ତ୍ୱ ବିଭାଗର ନିଷ୍ପତ୍ତି…
ଔରଙ୍ଗାବାଦ,୧୩।୧୧ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ)ର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରଔରଙ୍ଗାବାଦ ସହରରେ ଥିବା ୧୭ ଶତାବ୍ଦୀର ସ୍ମାରକୀ ବିବି କା ମକବରାର ନବୀକରଣ କାର୍ଯ୍ୟ ଶେଷ ହେବ। ଏହି ସ୍ମାରକୀ ଦେଖିବାକୁ…
ଛୋଟ ସିନା କାମ ବଡ଼
କୁହାଯାଏ, ଆଜିର ଶିଶୁ କାଲିର ଭବିଷ୍ୟତ! ସତକଥା ବି କାହିଁକି ନା ଅଧିକାଂଶ ଶିଶୁ ଅଳି କରନ୍ତି ପକେଟ୍ ମନି ପାଇଁ। ଯାହାକୁ ନେଇ ସେ ଖେଳନା କି ସୁସ୍ବାଦୁ ଖାଦ୍ୟ କିଣି ଖାଇବ। କିନ୍ତୁ ଏମିତିବି କିଛି ପିଲା ଅଛନ୍ତି…
ଶୀତ ମହୌଷଧି ମହୁ
ଶୀତଦିନେ ନିଜ ଶରୀରର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ। କୁହାଯାଏ, ଥଣ୍ଡା ସମୟରେ ମହୁର ସେବନ ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଭରି ରହିଛି ଆଇରନ୍, ପୋଟାସିୟମ୍, କାବ୍ରୋହାଇଡ୍ରେଟ୍ ପରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ଫଳରେ…
ପାଣି ବିକୁଥିବା ଯୁବକ ଚଳାଇଛନ୍ତି କନଷ୍ଟେବଳ ପରୀକ୍ଷା ଲାଗି ପ୍ରସ୍ତୁତି
କଥାରେ ଅଛି ‘ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି’। ଅନେକ ବିଫଳ ହେବା ଭୟରେ ଚେଷ୍ଟା କରି ନ ଥାନ୍ତି। ହେଲେ ବହୁତ କମ୍ ଲୋକ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ସେଭଳି ଏକ ସୁନ୍ଦର ଚିତ୍ର…
Archives


