ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ
ରୋମ୍: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ ଇଟାଲୀର ଏକ ଭୂତ ସହରରେ ରହିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି। ଯିଏ ସେଠାକୁ…
ମଣିଷ ଟିସୁର ପ୍ରିଣ୍ଟ ବାହାର କରିବ ‘ମିଟୋ ପ୍ଲସ୍’
ନୂଆଦିଲ୍ଲୀ: ଏଣିକି ମଣିଷ ଟିସୁର ପ୍ରିଣ୍ଟ୍ ଆଉଟ୍ ବାହାରିବ। ବାୟୋଇଙ୍କ୍ ବ୍ୟବହାର କରି ଏହି ପ୍ରିଣ୍ଟ ବାହାର କରାଯିବ। ତେବେ ଏ ନେଇ ଭାରତର ଷ୍ଟାର୍ଟଅପ୍ କମ୍ପାନୀ ମିଟୋ ପ୍ଲାସ ନାମରେ ଏକ ପ୍ରିଣ୍ଟର ମେଶିନ୍ ତିଆରି କରିଛି। ବର୍ତ୍ତମାନ ମିଟୋ…
‘ଲଭ୍ ଇନ୍ ଲଣ୍ଡନ୍’ରେ ସ୍ବପ୍ନା
ଢେଙ୍କାନାଳ ଅଫିସ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଡେଲିଂ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ରୁପେଲି ପରଦାରେ ଦେଖିବାକୁ ମିଳିବ। ଅପ୍କମିଂ ଓଡ଼ିଆ ସିନେମା ‘ଲଭ୍ ଇନ୍ ଲଣ୍ଡନ’ରେ ସେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ…
ହ୍ରଦ ସୁରକ୍ଷାଦାତା ଅରୁଣ
ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ…
ଏମିତି ଦେଶ, ଯେଉଁଠି ନାହାନ୍ତି ଜଣେ ହେଲେ ଭାରତୀୟ
ଭାରତୀୟମାନେ ପୃଥିବୀର ପ୍ରାୟ କୋଣ ଅନୁକୋଣରେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ହେଉ କିମ୍ବା କ୍ରିକେଟ ମ୍ୟାଚ୍ ହେଉ … ଆମେ ପ୍ରତ୍ୟେକ ବଡ଼ ଇଭେଣ୍ଟରେ ଭାରତର ଲୋକଙ୍କୁ ଦେଖିବାକୁ ପାଇଥାଉ। ଭାରତରୁ ବହୁ ସଂଖ୍ୟକ ଲୋକ…
୪୦୦ କୋଠରୀ ବିଶିଷ୍ଟ ଭବ୍ୟ ମହଲରେ ରହୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ…
ଗ୍ବାଲିୟର,୨୧।୧୧ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜଣେ ଭଲ ନେତା ଭାବେ ଗଣାଯାଏ। ସେ ଗ୍ବାଲିୟରର ରାଜକୀୟ ପରିବାରର ବଂଶଧର ଭାବରେ ମଧ୍ୟ ଜଣାଶୁଣା। ରୟାଲ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟଙ୍କର ପ୍ରାସାଦ ଅତି ସୁନ୍ଦର ଏବଂ ଭବ୍ୟ। ସେ ରହୁଥିବା ଏହି ପ୍ରାସାଦ…
ସ୍ବାମୀ ୧ କୋଟି ଟଙ୍କା ଜିତିଲେ ଲଟେରୀ, ସ୍ତ୍ରୀ ପ୍ରେମିକ ସହ ଟଙ୍କା ଧରି ଫେରାର
ଦକ୍ଷିଣ ଏସୀୟ ଦେଶ ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇ ପ୍ରେମିକଙ୍କ ଚମ୍ପଟ ମାରିଛନ୍ତି। ବ୍ୟକ୍ତି ଜଣଙ୍କ ଲଟେରୀରେ ଏହି ଟଙ୍କା ଜିତିଥିଲେ। ଏହି ଘଟଣା ପରେ ସେ…
ଯେଉଁ ଦେଶରେ ନାହିଁ ନିଜସ୍ବ ମୁଦ୍ରା
ପ୍ରତ୍ୟେକ ଦେଶର ଏକ ନିଜସ୍ବ ମୁଦ୍ରା ରହିଥାଏ। ଯେପରି ଭାରତର ଟଙ୍କା ବା ରୁପି, ଆମେରିକାର ଡଲାର, ଇଂଲଣ୍ଡର ୟୁରୋ ଇତ୍ୟାଦି। ହେଲେ ଆପଣ ଜାଣନ୍ତିକି, ପୃଥିବୀରେ ଏମିତି କେତେକ ଦେଶ ରହିଛି, ଯାହାର ନିଜସ୍ବ ମୁଦ୍ରା ନାହିଁ। ଜାଣିବା ସେଭଳି…
୨ କି.ମି. ଲମ୍ବା ଟ୍ରେନ୍
ସ୍ବିଜରଲାଣ୍ଡର ଟ୍ରେନ୍ ଯାତ୍ରା ବେଶ୍ ମନୋରମ। ନିକଟରେ ଏହି ରେଳସେବା ୧୭୫ ବର୍ଷ ପୂରଣ କରିଛି। ଆଉ ଏହି ଅବସରରେ ଏଠାକାର ରେଳ କମ୍ପାନୀ ତିଆରି କରିଛି ପୃଥିବୀର ସବୁଠାରୁ ଲମ୍ବା ଟ୍ରେନ୍। ସ୍ବିସ୍ ଟ୍ରାନ୍ସପୋର୍ଟ କମ୍ପାନୀ ରେହଟିଶିୟନ ରେଲଓ୍ବେ ଓ…
ସ୍କର୍ଟ ପିନ୍ଧି ଅଫିସ୍ ଯାଆନ୍ତି ରୋବୋଟିକ ଇଞ୍ଜିନିୟର
ଜର୍ମାନୀର ୬୩ ବର୍ଷୀୟ ମାର୍କ ବ୍ରାୟନ୍। ପେସାରେ ଜଣେ ରୋବୋଟିକ୍ ଇଞ୍ଜିନିୟର। ବଳିଷ୍ଠ ଶରୀର। ଦେଖିବାକୁ ବେଶ୍ ହ୍ୟାଣ୍ଡସମ୍ ଓ ସ୍ମାର୍ଟ। ହେଲେ ଅଫିସ୍କୁ ଗଲାବେଳେ ତାଙ୍କ ବ୍ୟକ୍ତିତ୍ୱ ବଦଳିଯାଏ। କାରଣ ଅଫିସ୍ ଲାଗି ରେଡି ହେବାବେଳେ ସେ ଆଲମାରୀରୁ ବାହାର…
ଅଜବ କାରିଗରି
ଏଇ କଫି କପ୍କୁ ଦେଖି ଇଚ୍ଛା ହେଉଥିବ ପିଇବାକୁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଇ କପ୍ କି ତା’ ଭିତରେ ଥିବା କଫି ଅସଲି ନୁହେଁ। ବରଂ ଏହା ଜଣେ କାରିଗରଙ୍କ କଳାକୃତି। ସତସତିକା କଫି ପରି ଲାଗୁଥିବା ଏହି…
ପିଲାଙ୍କ ଦାୟିତ୍ୱ କାହାର…
ଯୋଉ ଜାଗାରେ ଦେଶୀ ଦୁହାଁଳିଆ ଗାଈ କି ପାଞ୍ଚ ହଜାରେ ଟଙ୍କାରେ ବିକି, ପନ୍ଦର ହଜାର ଦେଇ ବିଦେଶୀ କୁକୁର କିଣି ପାଳିଲେଣି, ନିଃସନ୍ଦେହରେ କହିବା ସେଇଠି ଢେରେ ଉନ୍ନତି ହେଲାଣି l ତା’ ଛଡ଼ା ଯେଉଁ ଗାଁ ଗହଳିରେ ଅଛପର…
Archives


