Advertisement
Posted inଫୁରସତ

ସ୍ବାମୀ ୧ କୋଟି ଟଙ୍କା ଜିତିଲେ ଲଟେରୀ, ସ୍ତ୍ରୀ ପ୍ରେମିକ ସହ ଟଙ୍କା ଧରି ଫେରାର

ଦକ୍ଷିଣ ଏସୀୟ ଦେଶ ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇ ପ୍ରେମିକଙ୍କ ଚମ୍ପଟ ମାରିଛନ୍ତି। ବ୍ୟକ୍ତି ଜଣଙ୍କ ଲଟେରୀରେ ଏହି ଟଙ୍କା ଜିତିଥିଲେ। ଏହି ଘଟଣା ପରେ ସେ ପୋଲିସ ଷ୍ଟେଶନରେ ପହଞ୍ଚି ନ୍ୟାୟ ମାଗିଥିଲେ।
ଥାଇଲାଣ୍ଡର ଇସାନ ପ୍ରଦେଶରେ ମାନିତ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଅଙ୍ଗକାନାରତଙ୍କ ସହ ରୁହନ୍ତି। ନଭେମ୍ବରର ପ୍ରଥମ ସପ୍ତାହରେ ସେ ପ୍ରାୟ ୧ କୋଟି ୩୬ ଲକ୍ଷ ଟଙ୍କା ଜିତିଥିଲେ। ଏହି ଟଙ୍କା ଜିତିବା ପରେ ଅଙ୍ଗକାନାରତ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କଠାରୁ ୧ କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ମାନିତ ୨୬ ବର୍ଷ ପୂର୍ବେ ଅଙ୍ଗକାନାରତଙ୍କୁ ବିବାହ କରିଥିଲେ। ଉଭୟଙ୍କର ୩ ସନ୍ତାନ ଅଛନ୍ତି। ମାନିତଙ୍କର କୌଣସି ଧାରଣା ନ ଥିଲା ଯେ ତାଙ୍କ ସ୍ତ୍ରୀ କାହା ସହିତ ମିଶି ତାଙ୍କୁ ଧୋକା ଦେବେ। ଏବେ ପୋଲିସ ଅଙ୍ଗକାନାରତ ଏବଂ ତାଙ୍କ ପ୍ରେମିକଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ଇଣ୍ଡିଆ ୟୁଏସ୍‌ଏ ‘ଆର଼୍ୟା ଓ୍ବାଲ୍‌ଭେକର’

ଓ୍ବାଶିଂଟନ: ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଆର଼୍ୟା ଓ୍ବାଲ୍‌ଭେକର ଚଳିତ ବର୍ଷ ମିସ୍‌ ଇଣ୍ଡିଆ ୟୁଏସ୍‌ଏର ମୁକୁଟ ହାତେଇଛନ୍ତି। ୪୦ତମ ମିସ୍‌ ଇଣ୍ଡିଆ ୟୁଏସ୍‌ଏ ପ୍ରତିଯୋଗିତା ଆମେରିକାର ନ୍ୟୁ...

ଦଶମରେ ମାତ୍ର ୪୪%, ୧୩ ଥର ହୋଇଥିଲେ ଫେଲ; ହାର୍‌ ନମାନି ହେଲେ ଆଇଏଏସ୍‌ ଅଫିସର

କଥାରେ ଅଛି ପରାଜିତ ହେବା ପରେ ବିଜେତା ହେବାରେ ମଜା ଥାଏ। ଏଣୁ ସଫଳ ହେବାର ମୂଳ ମନ୍ତ୍ର ହେଉଛି ‘ଶେଷ ଯାଏ ଲଢ଼ିବା’। ସେଭଳି...

ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…

କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍‌ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ...

୧୬ ଗର୍ଲଫ୍ରେଣ୍ଡ୍‌ଙ୍କ ଇଚ୍ଛା ପୂରଣ ପାଇଁ ଯୁବକ କଲେ ଏମିତି କିଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହରିୟାଣାରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ଏମିତି ଚୋରକୁ ଧରିଛି ଯେ କି ନିଜ ୧୬ ଜଣ ଗର୍ଲଫ୍ରେଣ୍ଡଙ୍କ ପାଇଁ ମହଙ୍ଗା ଗାଡି...

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ।...

ଯେଉଁଠି ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡେ

ଶୀର୍ଷକ ପଢ଼ି ଚିନ୍ତାରେ ପଡ଼ିଯିବେଣି।କାହିଁ କେଉଁ କାଳରୁ ପୁରୁଷ ପ୍ରଧାନ ସମାଜକୁ ସମସ୍ତେ ମାନିଆସିଛନ୍ତି। ଏବେ ବି ଅଧିକାଂଶ ସ୍ଥାନରେ ପୁରୁଷଙ୍କ ଦବଦବା ରହିଆସିଛି। ମହିଳା...

ଝିଅମାନେ ପ୍ରେମରେ ପଡିଲେ କେମିତି ଜାଣିବେ

ଟିନ୍‌ଏଜ୍‌ ବା ଯୁବ ବୟସରେ ସାଧାରଣତଃ ପୁଅ ଝିଅମାନେ ପ୍ରେମ କରି ବସିଥାଆନ୍ତି। ହେଲେ ପ୍ରେମ ମାମଲାରେ ପୁଅଟି ପ୍ରଥମେ କେମିତି ଝିଅଟିକୁ ପ୍ରପୋଜ୍‌ କରିବେ...

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

Advertisement
Archives

Model This Week