ଫୁରସତ

ସୃଜନଶୀଳତାର ପରିପ୍ରକାଶରେ ବ୍ରେଲିର ଭୂମିକା

ମଣିଷର କ୍ରମବିକାଶ ହେବା ସହ ଭାବର ଆଦାନପ୍ରଦାନ ପାଇଁ ବିଭିନ୍ନ ମାଧ୍ୟମ ସେ ଆପଣା ଛାଏଁ ବାହାର କରିଥିଲା। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଭାଷାର ସ୍ଥାନ ନେଇଥିଲା। ଏହା ମାଧ୍ୟମରେ ମଣିଷ ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ କରୁଥିଲା।…

ଆଖିରେ ଟାଟୁ କରି ମହିଳା ଅନ୍ଧ

ୱାର୍‌ସ: ଅନେକ ଲୋକ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିଥାନ୍ତି। କେହି କେହି ତ ସମ୍ପୂର୍ଣ୍ଣ ଶରୀର ଟାଟୁରେ ଭରି ଦେଇଥାନ୍ତି। କିନ୍ତୁ ଶରୀରର କେତେକ ସୂକ୍ଷ୍ମ ଅଂଶ ରହିଛି, ଯେଉଁଠାରେ ଟାଟୁ କରିବା ବିପଜ୍ଜନକ ହୋଇଥାଏ। ଏଥିପାଇଁ ସେମାନଙ୍କୁ ବିଭିନ୍ନ…

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ପାକିସ୍ତାନ ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ। କ୍ୱେଟାର ରହୁଥିବା ଜନ୍‌ ମହମ୍ମଦ ଘରର ଏକମାତ୍ର ମୁଖିଆ।…

ଫେବୃୟାରୀରେ ’ଶକୁନ୍ତଲମ୍‌’

ହାଇଦ୍ରାବାଦ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶକୁନ୍ତଲମ୍‌’ର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଜଣେ ରାଜକୁମାରୀ ଭୂମିକାରେ ନଜରକୁ ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର। ସୋମବାର…

ଚର୍ଚ୍ଚାରେ ଗୁଟ୍‌ଖା ଡାନ୍ସ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ଯୁଗରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ତାହା ଚାରିଆଡ଼େ ପ୍ରଘଟ ହୋଇଯାଉଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚା ପାଲଟିଛି ଗୁଟ୍‌ଖା ଡାନ୍ସ। ଏହି…

୮ ମାସରେ ୪୬ କେଜି କମିଲେ ଡିସିପି

ନୂଆଦିଲ୍ଳୀ: ଦିଲ୍ଲୀ ମେଟ୍ରୋ ଡେପୁଟି କମିଶନର ଅଫ୍‌ ପୋଲିସ (ଡିସିପି) ଜିତେନ୍ଦ୍ର ମଣି ତ୍ରିପାଠୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପଛର କାରଣ ହେଉଛି ତାଙ୍କ ଟ୍ରାନ୍ସଫରମେଶନ୍‌। ମାନେ ମାତ୍ର ୮ ମାସରେ ଡିସିପି ଜିତେନ୍ଦ୍ର…

୯ ବର୍ଷ ପରେ ପୁନର୍ମିଳନ

ବେଙ୍ଗାଲୁରୁ: ନୂଆବର୍ଷରେ ହରିୟାଣାର କେହାର ସିଂଙ୍କୁ ମିଳିଛି ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ୯ ବର୍ଷ ପୂର୍ବେ ହଜିଯାଇଥିବା ଜୀବନସାଥୀ ଦର୍ଶିନୀଙ୍କୁ ପାଇ କେହାରଙ୍କ ଖୁସି କହିଲେ ନ ସରେ। ତାଙ୍କ ପାଇଁ ଏତେବଡ଼ ଖୁସି ଆଣିବାରେ କର୍ନାଟକର କୋଡାଗୁରେ…

ଘୋଡ଼ାରେ ବସିବା ବରଙ୍କୁ ପଡ଼ିଲା ମହଙ୍ଗା, ମଣ୍ଡପ ବଦଳରେ ପହଞ୍ଚିଲେ ମେଡିକାଲ ବେଡ୍‌ରେ, ଭିଡିଓ ଦେଖିଲେ…

ଏକ ବିବାହର ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବରଙ୍କୁ ଘୋଡ଼ା ଉପରେ ବସିବା ମହଙ୍ଗା ପଡ଼ିଛି। ଫଳରେ ସେ ମଣ୍ଡପରେ ପହଞ୍ଚିବା ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଇ ଡାକ୍ତରଖାନା ବେଡ୍‌ରେ ପହଞ୍ଚୁଛନ୍ତି। ଭିଡିଓରେ ଶେରଓ୍ବାନି ପିନ୍ଧିଥିବା ବର ଏକ…

ଶପିଂ କରୁ କରୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍‌, ଦେବଦୂତ ସାଜି ଜୀବନ ରକ୍ଷା କଲେ…

ବେଙ୍ଗାଲୁରୁରେ ଇକିଆ (IKEA) ଷ୍ଟୋର୍‌ରେ ଶପିଂ କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍‌ ତଳେ ପଡ଼ିଯାଇ ବେହୋସ ହୋଇଗଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର ହୋସ୍‌ ଫେରି ପାଇ ନ ଥିଲେ। ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏହା ପରେ…

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…

ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ କାର କାହିଁକି ସ୍ବତନ୍ତ୍ର ଏବଂ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ସୂଚନା ମଧ୍ୟ ସାମ୍ନାକୁ…

ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…

ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ ଆରମ୍ଭ ହୋଇଛି। ନୂତନ ବର୍ଷ ଅବସରରେ ରାଷ୍ଟ୍ରପତି ପୁଟିନ ଅନେକ ବଡ ଦେଶର ନେତାଙ୍କୁ…

ବିପଦରେ ୧ ନିୟୁତ ପ୍ରାଣୀ

ବ୍ରସିଲିଆ,୨ା୧: ବାୟୁମଣ୍ଡଳ ପ୍ରଦୂଷଣ ଜୀବଜଗତକୁ ପ୍ରଭାବିତ କରିଛି। ପୃଥିବୀରେ ପଶୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। କହିବାକୁ ଗଲେ ବହୁ ଦୁର୍ଲଭ ଜୀବଙ୍କ ବିଲୋପ ଘଟିସାରିଥିବାବେଳେ ଅନେକେ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି। ମନୁଷ୍ୟକୃତ କାରଣ ପାଇଁ ପରିବେଶ ପ୍ରଦୂଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri