ଫୁଲ ପାଖୁଡାରେ ଡ୍ରେସ୍
ଜାପାନର ୨୦ ବର୍ଷୀୟା କଳାକାର ମୋମୋତ୍ସୁକି। ସେ ଯେମିତି କଳ୍ପନାବିଳାସୀ ସେମିତି ବୃକ୍ଷପ୍ରେମୀ। ଆଉ ସେ ବେଶ୍ ନିଖୁଣତାର ସହ ଏହି ଦୁଇଟିର ମିଶ୍ରଣ କରି ଏକ ସୁନ୍ଦର ସୃଷ୍ଟି କରିଛନ୍ତି। ପିଲାଦିନୁ ସେ ଗଛଲତାକୁ ଭଲ ପାଉଥିବାରୁ ବଗିଚା...
ମେସେଜ୍ ବୃତ୍ତାନ୍ତ….
ସାମାଜିକ ଗଣମାଧ୍ୟମର ସବୁଠୁ ବଡ଼ ସାମାଜିକ କାର୍ଯ୍ୟଟି ହେଲା ଗୁଡ୍ ମର୍ନିଂ ଓ ଗୁଡ୍ ନାଇଟ୍ ବାର୍ତ୍ତା । ଲୋକଙ୍କ ଆଉ କିଛି ଆସୁ କି ନ ଆସୁ କିନ୍ତୁ ଗୁଡ୍ ମର୍ନିଂ ଶୁଭେଚ୍ଛା ବାର୍ତ୍ତା ନିଶ୍ଚେ ଆସିବ ।...
ଲିପ୍ଷ୍ଟିକ୍: କିଛି କଥା
ଓଠର ସୌନ୍ଦର୍ଯ୍ୟ ବଢାଏ ଲିପଷ୍ଟିକ୍। ତେବେ ଆମେ ଯେଉଁ ଲିପଷ୍ଟିକ ଏବେ ଦେଖୁଛୁ, ସେହି ଅବସ୍ଥାକୁ ଆସିବା ଲାଗି ଲିପ୍ଷ୍ଟିକ୍କୁ ୫୦୦୦ବର୍ଷ ଲାଗିଛି। ମହର୍ଷି ବାତ୍ସାୟନଙ୍କ ଦ୍ୱାରା ରଚିତ କାମସୁତ୍ରରେ ଓଠକୁ ରଙ୍ଗେଇବା ଲାଗି ନାଲି ରଙ୍ଗର ଲାଖ, ମହମ...
ଏଠି ବର୍ଷସାରା ପର୍ଯ୍ୟଟନ ଋତୁ
ଭାରତରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ ତନ୍ମଧ୍ୟରୁ ବି ଏମିତି କିଛି ସ୍ଥାନ ରହିଛି; ଯେଉଁଠାରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ଲାଗି ରହୁଥିବା ପରିଲକ୍ଷିତ ହୋଇଥାଏ। ଏଠାରେ ପର୍ଯ୍ୟଟକ ନୂଆ ନୂଆ ସ୍ଥାନ ବୁଲି ଦେଖିବା ସହ...
ଅଜବ ବ୍ୟାକପ୍ୟାକ
ସ୍କୁଲ, କଲେଜ ଯିବା ପାଇଁ ହେଉ କି ଅଫିସ ଅବା ଆଉଟିଂ, ବ୍ୟାକପ୍ୟାକର ଆବଶ୍ୟକତା ସବୁୁଠି ପଡେ। ତେବେ ଯଦି ଏହି ବ୍ୟାକପ୍ୟାକ ଅନ୍ୟଠାରୁ କିଛି ଭିନ୍ନ ଓ ଅଜବ ହୁଏ ତେବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣର କେନ୍ଦ୍ର ହେବ ସେଥିରେ...
ପ୍ରଥମ ରୋଜଗାର ଟଙ୍କାରେ ମୋ ପାଇଁ ବହି କିଣିଥିଲି: ଲେଖିକା ତଥା ୟୁ ଟ୍ୟୁବର୍ ସୁପ୍ତି କର
ମଣିଷର ସ୍ବପ୍ନ ଅସୁମାରୀ ଓ ଆଶା ଅସୁମାରୀ। ହେଲେ ଜୀବନ ଚାଲୁଥାଏ ତା’ ବାଟରେ। ସ୍ବପ୍ନ କେବେ ସାକାର ହୁଏ ତ କେବେ ନାହିଁ। ବାପା, ମା’, ଭାଇ ତା’ ସହିତ ପାଞ୍ଚ କକେଇ, ଜେଜେମା’, ଜେଜେବାପା, ପିଉସୀ ଏମାନଙ୍କୁ...
କାରିଗରୀ ଓ ଚେତନାର ଦୀପ୍ତ ପୁରୁଷ ଶିଳ୍ପୀ କେଶୁ ଦାସ
ଭାରତୀୟ କଳା ଜଗତର ଏକ ଅନନ୍ୟ ନାଁ ସେ। ଦିଶନ୍ତି ସନ୍ୟାସୀପ୍ରତିମ। ବର୍ଜ୍ୟ ବସ୍ତୁରୁ କରୋନା ଯୋଦ୍ଧାଙ୍କ ନିମନ୍ତେ ଶହୀଦ ସ୍ମୃତି ସ୍ତମ୍ଭ ସ୍ଥାପନା କରିଥିବା ସେହି ମଣିଷ ସର୍ବସାଧାରଣ ସ୍ଥାନକୁ ପରିଚ୍ଛନ୍ନତା ଯୋଗାଇଦେବାରେ ନିରନ୍ତର ଚେଷ୍ଟିତ। ଜଣେ ଶିଳ୍ପୀ,...
ଦିନେ ଥିଲେ ଚର୍ଚ୍ଚାରେ…ଏବେ କେଉଁଠି
ଦିନ ଥିଲା ଶିଶୁଧାବକ ତଥା ବିସ୍ମୟବାଳକ ବୁଦ୍ଧିଆ ସିଂଙ୍କୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କେବଳ ବୁଦ୍ଧିଆ ନୁହନ୍ତି ତାଙ୍କ ପରି ଆହୁରି ଅନେକ ଶିଶୁଧାବକ ବି ସେମିତି ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଆଜି ବୁଦ୍ଧିଆଙ୍କ...
ଦାମୀ ଖଟ
ବଲ୍ଡାଚିନୋ ସୁପ୍ରିମ୍ ବେଡ୍ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍ ନାମକ ଜଣେ ଲୋକପ୍ରିୟ ଡିଜାଇନର୍ ଡିଜାଇନ୍ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ କାଳ ଭିତରେ ଅନେକ ଦାମୀ ଜିନିଷ ଯେମିତିକି ୟାଚ୍, କାର୍ ଇତ୍ୟାଦି ଡିଜାଇନ୍...
ଆଗ ଚକ ନ ଥାଇ ଚାଲୁଛି ଟ୍ରକ୍
ଲକ୍ଷ୍ନୌ: ଚକବିହୀନ ଟ୍ରକ୍କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ପ୍ରସାରିତ ହେବାରେ ଲାଗିଛି। ଆଗ ଚକ ନ ଥିବା ଏକ ଟ୍ରକ୍ ଜଣେ ଡ୍ରାଇଭର ଖୁବ୍ ଜୋର୍ରେ ହାଇଓ୍ବେରେ ଗଲାଉଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ...
ବିଶ୍ୱର ପ୍ରଥମ ଉଡ଼ନ୍ତା କାର୍
ଓ୍ବାଶିଂଟନ୍: ଖାଲି ଉଡ଼ାଜାହାଜ କି ହେଲିକପ୍ଟର ନୁହେଁ, ଏଣିକି କାର୍ରେ ବସି ମଧ୍ୟ ଆକାଶମାର୍ଗରେ ଯାତ୍ରା କରିହେବ। ଆମେରିକୀୟ କମ୍ପାନୀ ଅସ୍କା (ଏଏସ୍କେଏ) ‘ଅସ୍କା ଏ୫’ ନାମରେ ଉଡ଼ନ୍ତା କାର୍ ନିର୍ମାଣ କରିଛି। ଚଳିତବର୍ଷ କଞ୍ଜୁମର ଇଲେକ୍ଟ୍ରୋନିକ୍ ଶୋ’ (ସିଇଏସ୍)ରେ...
ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ। ଆଉ କିଛି ବେଶ୍ ମଜାଳିଆ ହୋଇଥାଏ। ଏବେ ସେମିତି ଏକ ଡ୍ୟାନ୍ସ ଭିଡିଓ...
Archives


