୨୫ ବର୍ଷ ତଳର ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରତନ ଟାଟା
ଅତୀତର ସ୍ମୃତି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ପ୍ରସିଦ୍ଧ ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ମଧ୍ୟ ଏହିପରି ଏକ ମନୋରମ ସ୍ମୃତି ଲୋକଙ୍କ ସହ ଶେୟାର କରିଛନ୍ତି। ଟାଟା ଇଣ୍ଡିକା ଲଞ୍ଚ ହେବାର...
ମିସ୍ ୟୁନିଭର୍ସ ଆର୍’ ବୋନି ଗାବ୍ରିଏଲ
ଓ୍ବାଶିଂଟନ୍: ୨୦୨୨ ମିସ୍ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍’ ବୋନି ଗାବ୍ରିଏଲ। ୟୁଏସ୍ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍ ୟୁନିଭର୍ସ ହରନାଜ ସନ୍ଧୁ ଗାବ୍ରିଏଲଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଗାବ୍ରିଏଲ...
କଖାରୁ ଡଙ୍ଗା
କଖାରୁକୁ ରନ୍ଧାଯିବା ସହ ସେଥିରେ ବିଭିନ୍ନ କଳାକୃତୀ କରାଯାଉଥିବା କଥା ଜାଣିଥିବେ। ହେଲେ ଏଇ କଖାରୁରେ ଯେ ଡଙ୍ଗା କରିହେବ, ତାହା ଅନେକେ ଜାଣି ନ ଥିବେ। କଖାରୁ ଡଙ୍ଗାରେ ବସି, ଚପୁ ଚଲାଇ ପାଣିରେ ବହୁ ଦୂର ଯାଇ...
ଦେଶୀ କ୍ରିକେଟ୍
ଆମ ଦେଶରେ କ୍ରିକେଟ୍ ପ୍ରେମୀ ପ୍ରାୟ ସବୁ ଘରେ ଅଛନ୍ତି। ପଡିଆକୁ ଖେଳାଳୀ ନିଜର ଜର୍ସି ପିନ୍ଧି, ହାତରେ ବ୍ୟାଟ୍ ଧରି ପହଞ୍ଚତ୍ଲେ କ୍ରିକେଟ୍ ପ୍ରେମୀଙ୍କ ହୃଦସ୍ପନ୍ଦନ ବଢିଯାଏ। ବ୍ୟାଟିଂ, ବଲିଂ, ଫିଲ୍ଡିଂ ଚାଲେ। ତା’ସହ ଚାଲେ ଇଂରାଜୀ, ହିନ୍ଦୀରେ...
ବିଲୁଆ ହେବା ପାଇଁ ୧୮ ଲକ୍ଷ ଖର୍ଚ୍ଚ
ଜାପାନର ଜଣେ ଯୁବକଙ୍କୁ ପିଲାଦିନୁ ଜୀବଜନ୍ତୁ ବହୁତ ଭଲ ଲାଗୁଥିଲେ। ଟିଭିରେ ସେ ପ୍ରାଣୀଙ୍କୁ ନେଇ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଥିଲେ। ପ୍ରାଣୀଙ୍କ ନକଲ ବି କରୁଥିଲେ। ଆଉ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ, ଦିନେ ସେ ଯେମିତି...
ବିଶିଷ୍ଟ ସମାଜ ସେବକ
ଯେମିତି କେହି ତାଙ୍କର ସ୍ବତନ୍ତ୍ର ଧରଣର ପରିଚୟ ଦେବାକୁ ଯାଇ ନଁା ପୂର୍ବରୁ ଡକ୍ଟର, ଅଧ୍ୟାପକ, ଇଞ୍ଜିନିୟର ଇତ୍ୟାଦି ଆପଣା ଯୋଗ୍ୟତା ବିଚାରରେ ଲେଖିଥାନ୍ତି, ସେମିତି ନିଆରା କବି ବୋଲି ଗୌରବ ବଢ଼ାଇବାକୁ ନାମ ପୂର୍ବରୁ ବିପ୍ଲବୀକବି, ବ୍ୟାଙ୍ଗକବି, ବିରହୀକବି,...
ଏତେ ବଡ ଇରେଜର୍!
ପେନ୍ସିଲର ବନ୍ଧୁ ହେଉଛି ଇରେଜର୍। ସବୁ ସ୍କୁଲ ପିଲାଙ୍କ ପେନ୍ସିଲ ବକ୍ସରେ ଏହା ଥାଏ। ପେନ୍ସିଲ୍ରେ ଲେଖିବାବେଳେ ଯଦି କିଛି ଭୁଲ ହୋଇଯାଏ ଛୋଟିଆ ଇରେଜର୍କୁ ହାତରେ ଧରି ତାକୁ ଲିଭେଇ ଦିଆଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି...
ପଶ୍ମିନା ଶାଲ୍
ପଶ୍ମିନା ଶାଲ୍ କେବଳ ଭାରତରେ କାହିଁକି ବିଦେଶରେ ବି ବେଶ୍ ଲୋକପ୍ରିୟ। ଏବେ ତ ଏହା ଷ୍ଟାଟସ୍ର ପ୍ରତିକ ପାଲଟିଗଲାଣି। ବଡ଼ ବଡ଼ ସେଲିବ୍ରିଟିଙ୍କର ଏହା ପ୍ରଥମ ପସନ୍ଦ। ହେଲେ ଜାଣନ୍ତି କି ଏହା କେବେଠୁ ଆରମ୍ଭ ଓ କେମିତି...
ପର୍ଯ୍ୟଟନସ୍ଥଳୀ ଅରିତାର: ଯେଉଁଠି ମିଳେ ମନକୁ ଶାନ୍ତି
ସିକ୍କିମ୍ସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅରିତାର। ଏଠାକାର ଶାନ୍ତ ତଥା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ବିଶେଷକରି ସକାଳ ସମୟରେ ଏହି ସ୍ଥାନର ଅପୂର୍ବ ଶୋଭା କାହାକୁ ବି ଆକର୍ଷିତ କରିପାରେ। ତେଣୁ ପ୍ରାୟତଃ ଦେଖାଯାଏ,...
ଜ୍ଞାନଙ୍କ ଚିତ୍ର ଦୁନିଆ
ଶିଳ୍ପୀ କେବଳ ବିଭିନ୍ନ କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ ଏହା ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି ୨୨ ବର୍ଷ ହେବ ବିଭିନ୍ନ ଦେବଦେବୀ ତଥା ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣିକୁ ନେଇ...
ଭାରତୀୟ ଅଲମ୍ପିକ୍ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍
ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି ତାଙ୍କର ଅବଦାନକୁ ମନେ ପକାଇଛି। ଗୁଗଲ ସମୟ ସମୟରେ ବଡ ବ୍ୟକ୍ତିତ୍ୱଙ୍କୁ ମନେ...
କବିତା ମୋ ପାଇଁ ପଥ ନୁହେଁ ପାଥେୟ: ବନଜ ଦେବୀ
ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ ହେଲେ ବନଜ ଦେବୀ। ପଚାଶ ଦଶକରେ କବିତା କ’ଣ ବୁଝିବା ପୂର୍ବରୁ ସେ କବିତା ଲେଖା ଆରମ୍ଭ କରିଥିଲେ। ତାହା ମିନାବଜାରରେ ପ୍ରକାଶିତ ହୋଇଥିଲା। ଲେଖା...
Archives


