Posted inଫୁରସତ

ଖେଳରେ ଖେଳରେ ୨.୪୭ ଲକ୍ଷ ଟଙ୍କାର ଖେଳନା ଅର୍ଡର

ୱାଶିଂଟନ୍‌: ବର୍ତ୍ତମାନ ଅନ୍‌ଲାଇନର ଯୁଗ। କୌଣସି ଜିନିଷ କିଣିବାକୁ ହେଲେ ବାହାରକୁ ନ ଯାଇ ସହଜରେ ଘରେ ବସି ଡର କରିଦେଲେ ତାହା ଘରେ ଆସି ପହଞ୍ଚିଯାଉଛି। ହେଲେ ଏହା ବେଳେବେଳେ ଘାତକ ସାବ୍ୟସ୍ତ ହେଉଛି। ନିକଟରେ ଆମେରିକାରେ ଜଣେ ୫ ବର୍ଷୀୟା ଝିଅ ଅନ୍‌ଲାଇନରୁ ଖେଳନା ଏବଂ ବୁଟ୍‌ ଅର୍ଡର କରିଦେଇଛନ୍ତି। ଯାହାର ମୂଲ୍ୟ ୨.୪୭ ଲକ୍ଷ ଟଙ୍କା ହେବ। ରିପୋର୍ଟ ମୁତାବକ, ମା’ ଜେସିକା ନୁନେସ୍‌ କାର୍‌ ଡ୍ରାଇଭିଂ କରି ଘରକୁ ଆସୁଥିଲେ। ସେହି ସମରେ ଝିଅ ଲିଲା ବାରିସ୍କୋ ଜେସିକାଙ୍କ ଫୋନ୍‌ରେ ଖେଳୁଥିଲେ। ପରେ ଜେସିକା ଦେଖିବା ବେଳକୁ ଆମାଜନ୍‌ରୁ ୧୦ ଛୁଆଙ୍କ ଖେଳନା ବାଇକ୍‌, ଏକ ଜିପ୍‌, ୧୦ ବୁଟ୍‌ର ଅର୍ଡର ହୋଇଥିଲା। ସେ ତୁରନ୍ତ ବାଇକ୍‌ର ଅଧା ଅର୍ଡର ରଦ୍ଧ କରିଦେଇଥିଲେ। ହେଲେ ବାକି ଜିନିଷକୁ ରଦ୍ଧ କରିପାରି ନ ଥିଲେ। ଆଉ ସେ ସବୁ ଜିନିଷ ଫେରାଇବାର ମଧ୍ୟ ସୂଚନା ନ ଥିଲା। ତେବେ ଜିପ୍‌ ଏବଂ ବାଇକ୍‌ର ମୂଲ୍ୟ ୨ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ବୁଟ୍‌ର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ଥିଲା। ସେ ତାଙ୍କ ଝିଅକୁ ପଚାରିବାରେ, ସେ ଏକ ବାଏ ନାଓରେ ମାରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ...

୩ ହଜାର ଡଲାରର ଭଡ଼ାଘର ପରି ଜେଲ୍‌: ଫଟୋ ଭାଇରାଲ୍‌

ଜେଲ୍‌ ବିଷୟରେ ଶୁଣିଲେ ଲୋକଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ ହୁଏ। ଲୋକେ ଏହାକୁ ଏକ କାଳ କୋଠରି ଭାବି ନିଅନ୍ତି। ତେବେ ସୋସିଆଲ ମିଡିଆରେ...

ପ୍ରଥମ ଚେକ୍‌ ବାପାଙ୍କୁ ଦେଇଥିଲି: ରେଡ଼ିଓ ଉପସ୍ଥାପିକା ଜୟଶ୍ରୀ ମୁଦ୍ରା

ହାଇସ୍କୁଲ୍‌ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍‌ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ...

କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର...

ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ...

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା...

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି।...

ଗଦା ହୋଇଛି ଟନ୍‌ଟନ୍‌ ପୋଷାକ, ଏଥିରୁ ନିଜ ପାଇଁ ବାଛୁଛନ୍ତି ଲୋକେ

ସାଣ୍ଟିଆଗୋ,୧୩ା୧୧: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏହାର ସୁନ୍ଦର ପାହାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଦେଶରେ ୨୦ ହଜାର ଫୁଟରୁ ଅଧିକ ଉଚ୍ଚର...

Advertisement
Archives

Model This Week