କଳା ହେଇଯାଏ ଧଳା ଅଣ୍ଡା
ସମସ୍ତେ ଜାଣନ୍ତି ଅଣ୍ଡାର ରଙ୍ଗ ଧଳା। କିଛି ଅଣ୍ଡା ବାଦାମୀ ରଙ୍ଗର ବି ଥାଏ। ହେଲେ କେବେ କଳା ରଙ୍ଗର ଅଣ୍ଡା ଦେଖିଛନ୍ତି? ଭାବୁଥିବେ ଅଣ୍ଡା ରଙ୍ଗ କ’ଣ କେବେ କଳା ହୋଇପାରେ। ହେଲେ ଜାପାନରେ କିନ୍ତୁ କଳା ଅଣ୍ଡା ଦେଖିବାକୁ…
ସବୁଜ ପୃଥିବୀ ଲାଗି ପ୍ରୟାସ
ଦିନକୁ ଦିନ ପୃଥିବୀରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ପରିବେଶଜନିତ ନାନା ସମସ୍ୟା ଲାଗି ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏମିତି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ…
ନିଜ ଅଞ୍ଚଳ ପାଇଁ ପାଠାଗାର
ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ…
ସ୍ଥାପତ୍ୟ କହେ କଥା
କାରିଗରର ହାତର ସ୍ପର୍ଶରେ ଗଢି ଉଠେ କେତେ ଯେ ସ୍ଥାପତ୍ୟ। ସେଇ ସ୍ଥାପତ୍ୟ କେବେ ମଣିଷର ଭାବକୁ ଦର୍ଶାଏ ତ କେବେ କହେ କାହାର କାହାଣୀ। ଠିକ ଯେମିତି ଏଇ ସବୁ ସ୍ଥାପତ୍ୟ, ଯାହା ଦେଖିବାକୁ ଅଜବ ହେଲେ ବି କହେ…
ଅଳିଆରୁ ରୋଜଗାର
ୱାଶିଂଟନ୍ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…
ସ୍ବଦେଶୀ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଆହ୍ବାନ
ଆଜି ହେଉଛି ବିଶ୍ୱ ପୁସ୍ତକ ଏବଂ କପିରାଇଟ ଦିବସ। ଏହି ବିଶେଷ ଉତ୍ସବ ଅବସରରେ ପୁସ୍ତକ ଦ୍ୱାରା ଆମକୁ ପ୍ରଦତ୍ତ ଚିରସ୍ଥାୟୀ ମୂଲ୍ୟକୁ ସ୍ମରଣ କରାଇଥାଏ। ପ୍ରତିବର୍ଷ ଏପ୍ରିଲ ୨୩ ରେ ପାଳନ ହୋଇ ଆସୁଥିବା ଏହି ଦିବସ ଆମର ଅତୀତ…
ଏମିତି ଏକ ଭୟଙ୍କର ଦୁର୍ଘଟଣା, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…
ସଡ଼କ ଦୁର୍ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ରାସ୍ତାରେ ଅନେକ ଥର ଦୁର୍ଘଟଣା ଏତେ ଭୟଙ୍କର ଯେ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ଥର ଦୁର୍ଘଟଣାର ଶିକାର ହୋଇଥିବା ଗାଡିଗୁଡ଼ିକର ଅବସ୍ଥା ଦେଖି ଲାଗେ ଏମିତି ଦୁର୍ଘଟଣା ହେଲା କେମିତି? ଏବେ ସୋସିଆଲ…
ଚନ୍ଦ୍ରରେ ଗଡ଼ିବ ହୁଣ୍ଡାଇ ରୋଭର
ଓ୍ବାଶିଂଟନ୍ କୋରିଆର ହୁଣ୍ଡାଇ ମୋଟର ଗ୍ରୁପ ଚନ୍ଦ୍ରରେ ନିଜ ଛାପ ଛାଡ଼ିବା ନେଇ ଯୋଜନା ପ୍ରସ୍ତୁତ କରୁଛି। ଏ ନେଇ କମ୍ପାନୀ ପକ୍ଷରୁ ଲୁନାର ଏକ୍ସପ୍ଲୋରେଶନ ମୋବିଲିଟି ରୋଭରର ତିଆରି କରାଯାଇଛି, ଯାହା ଆସନ୍ତା ୨୦୨୭ ବେଳକୁ ଚନ୍ଦ୍ରକୁ ପ୍ରେରଣ କରାଯିବ।…
ହନି ସିଂ ଅପହରଣ ଅଭିଯୁକ୍ତ
ମୁମ୍ବାଇ: ରାପର ହନି ସିଂଙ୍କ ବିରୋଧରେ ତାଙ୍କ ଇଭେଣ୍ଟ ଏଜେନ୍ସିର ମାଲିକ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଭେଣ୍ଟ କମ୍ପାନୀର ମାଲିକ ବିବେକ ରମଣ ହନିଙ୍କ ବିରୋଧରେ ଅପହରଣ, ବନ୍ଦୀ କରି ରଖିବା ଏବଂ ଆକ୍ରମଣ ଅଭିଯୋଗ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ,…
ବର୍ଷରେ ୫ ମାସ ଖୋଲା ରହେ ଏହି ବ୍ୟାଙ୍କ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଚାଇନା ସୀମାକୁ ଲାଗି ଗୁଞ୍ଜିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଶାଖା ରହିଛି। ପାଣିପାଗ କାରଣରୁ ବର୍ଷରେ ଏହି ଶାଖା କେବଳ ୪ରୁ ୫ମାସ ପର୍ଯ୍ୟନ୍ତ ଖୋଲିଥାଏ। ବର୍ତ୍ତମାନ ସମୟ ସହିତ ଗୁଞ୍ଜିରେ ମଧ୍ୟ ଅନେକ ପରିବର୍ତ୍ତନ…
କଲ୍ୟାଣକାରୀ ନୀତି ଓ ପ୍ରଶାସନିକ ଅଧିକାରୀ
ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥା’ନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସାଧାରଣ ନାଗରିକଙ୍କ ପାଇଁ ସୁନିଶ୍ଚିତ କରିଥା’ନ୍ତି। ତେଣୁ…
ସବୁଠୁ ଖୁସି ଦେଶ, କରୋନା ମହାମାରୀ ବି ଛଡ଼ାଇ ନେଇ ପାରି ନ ଥିଲା ସୁଖ, କାରଣ ଜାଣିଲେ…
ଖୁସି ହେବା ଏବଂ ଆଖପାଖକୁ ଖୁସି ରଖିବା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଯେତେବେଳେ ବି ଜଣେ ବ୍ୟକ୍ତି ଖୁସି ହୁଏ, ତାଙ୍କ ମୁହଁରେ ହସ ଆସେ। ସୁଖ ବହୁତ ମୂଲ୍ୟବାନ। ଯେତେବେଳେ ଏକାକୀ ବ୍ୟକ୍ତି ଖୁସି ତାଙ୍କ ସମ୍ପର୍କୀୟଙ୍କ…

