ଫୁରସତ

ବିମାନରେ ହାଇ ହିଲ୍‌ ପିନ୍ଧିବା ମନା, ରାଜ୍‌ କହିଲେ କର୍ମଚାରୀ

ଆରାମଦାୟକ ଯାତ୍ରା ପାଇଁ ଆମେ ଟ୍ରେନ୍‌ କିମ୍ବା ବିମାନରେ ଯାତ୍ରା କରିଥାଉ। ଏହି ସମୟରେ ଚପଲ ପିନ୍ଧିଥାଉ। ଅନେକ ମହିଳା ମଧ୍ୟ ହାଇ ହିଲ୍‌ ପିନ୍ଧି ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଜଣେ ବିମାନ କର୍ମଚାରୀ କହିଛନ୍ତି, ଲୋକମାନେ ଏହା…

ସୂର୍ଯ୍ୟରୁ ନିର୍ଗତ ହେଲା ବିପଜ୍ଜନକ ପ୍ଲାଜମା: ସୃଷ୍ଟି ହେଲା ୬୦ ହଜାର ମାଇଲ ଲମ୍ବ ପ୍ରାଚୀର, ରହିଯିବ ୮ ପୃଥିବୀ…

ଓ୍ବାଶିଂଟନ,୧୭।୪ : କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ…

ସମ୍ମାନ ଦ୍ୱାରା ବରିଷ୍ଠ ନାଗରିକଙ୍କ ମାନସିକସ୍ତର ବିକଶିତ ହୁଏ: ଗବେଷଣା ରିପୋର୍ଟ…

ଓ୍ବାଶିଂଟନ,୧୭।୪ : ଆମ ଚାରିପାଖରେ ଏପରି ଅନେକ ବରିଷ୍ଠ ନାଗରିକଙ୍କୁ ଆମେ ଦେଖିଥାଉ। ବୟସ ବଢ଼ିବା ସହିତ ସେମାନେ ସ୍ମୃତି ଶକ୍ତି ଦୁର୍ବଳ ହେବା ସମସ୍ୟାର ଶିକାର ହୋଇଥାନ୍ତି। ବିଶେଷକରି ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ।…

ପାଣି ଭିତରେ ଫୁଲରେ ତିଆରି ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଛବି, ଭିଡିଓ ଦେଖିଲେ…

ସମଗ୍ର ବିଶ୍ୱରେ କୁଶଳୀ ପ୍ରତିଭାଙ୍କର ଅଭାବ ନାହିଁ। ଅନେକ ଥର ଏହିପରି ପ୍ରତିଭା ଆଖି ସାମ୍ନାକୁ ଆସିଥାଏ, ଯାହା ବିଶ୍ୱାସ କରିବା ଆମ ପକ୍ଷେ କଷ୍ଟକର ହୋଇଥାଏ। ଅନେକ କଳାକାର ଅଛନ୍ତି,ଯେଉଁମାନେ ସେମାନଙ୍କର କଳାକୁ ନେଇ ବେଶ୍‌ ବିସ୍ମିତ। ସୋସିଆଲ ମିଡିଆରେ…

ଭୂତାଣୁ ଦ୍ୱାରା ହେବ କକର୍ଟର ଚିକିତ୍ସା…

ନୂଆଦିଲ୍ଲୀ,୧୬।୪ : ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁକୁ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଖୋଜାଯାଉଛି। ଯାହା ମଣିଷକୁ କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ। ନେଚର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲକ୍ଷ ଲକ୍ଷ…

ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…

ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଆନ୍ତି ନାହିଁ, ସେମାନେ ବିକଳରେ ଚିତ୍କାର କରିଥାନ୍ତି। ଯାହା ମଣିଷମାନଙ୍କ ପାଇଁ ଶୁଣିବା…

ଏମିତି ନିମନ୍ତ୍ରଣ କାର୍ଡ ଦେଖି ଅତିଥି ଆଶ୍ଚର୍ଯ୍ୟ, ଯିବେ କି ନାହିଁ ପଡ଼ିଲେ ଦ୍ୱନ୍ଦ୍ୱରେ

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ମାସମାସ ଧରି ପରିଶ୍ରମ କରାଯାଇଥାଏ। ବରକନ୍ୟାଙ୍କ ଡ୍ରେସ କିଣିବାଠାରୁ ଆରମ୍ଭ କରି ସବୁକିଛି ସ୍ବତନ୍ତ୍ର ଭାବରେ ବଛା ଯାଇଥାଏ। ଯଦି ଏଥିରେ…

ସବୁଠୁ ଛୋଟ ସାଇକେଲ

ସାଇକେଲ ତ ଜୀବନରେ ସମସ୍ତେ ଚଲାଇଥିବେ। ଏହାକୁ ଚଳାଇବା ଶରୀର ପାଇଁ ଯେମିତି ଉପକାରୀ ପରିବେଶ ପାଇଁ ମଧ୍ୟ ଏହା ସେତିକି ଉପକାରୀ। ସେଥିପାଇଁ ତ ସାଇକେଲ ଚଳାଇବାକୁ ଆଜିକାଲି ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଉଛି। ଏହାକୁ ନଜରରେ ରଖି ସାଇକେଲ…

ଆଖିରେ ପଟି ବାନ୍ଧି ଫୁଟବଲ୍‌ ଖେଳ

ସାରା ପୃଥିବୀରେ ଫୁଟବଲ୍‌ ଏକ ଲୋକପ୍ରିୟ ଖେଳ। ଏହାର ଫ୍ୟାନ୍‌ ସବୁଠି ଅଛନ୍ତି। ଏମିତିକି ଏହି ଖେଳପ୍ରତି ଭଲ ପାଇବା ଦିନକୁ ଦିନ ବଢିବାରେ ବି ଲାଗିଛି। ତେଣୁ ଦୃଷ୍ଟିହୀନମାନେ ବି ଏହି ଖେଳ ଖେଳିବାକୁ ଆଗେଇ ଆସିଛନ୍ତି। ଫଳରେ ବ୍ଲାଇଣ୍ଡ…

ସୁଟ୍‌ ବୁଟ୍‌ ପିନ୍ଧି ପାହାଡ ଚଢା

ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା ପାହାଡ ଚଢିବା ବିପଜ୍ଜନକ ହୋଇପାରେ। ତେବେ ଜାପାନର ନୋବୁତାକା ସାଦା ନାମକ ଜଣେ ବ୍ୟକ୍ତିଙ୍କୁ…

ଦ କ୍ୟାନ୍ସର ହବ୍‌

ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ ଛେପ ପକାଇ ପରିବେଶକୁ ବି ଦୂଷିତ କରନ୍ତି। ଗୁଟ୍‌ଖା ବିକ୍ରି କରୁଥିବା ଲୋକଙ୍କର ବି…

ବୃହତ୍‌ ପ୍ରାଣୀ

ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ଦେଖୁ। ସେମାନଙ୍କ ଆକାର ଏବଂ ପ୍ରକାରକୁ ନେଇ ମନ ଭିତରେ ଏକ ନିର୍ଦ୍ଦିଷ୍ଟ ଛବି ମଧ୍ୟ ରହିଯାଇଥାଏ। ହେଲେ ପୃଥିବୀରେ ସେଭଳି ପ୍ରାଣୀମାନଙ୍କର ସର୍ବବୃହତ୍‌ ପ୍ରଜାତି ରହିଛି, ଯାହା ବିଷୟରେ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?