କଲ୍ୟାଣକାରୀ ନୀତି ଓ ପ୍ରଶାସନିକ ଅଧିକାରୀ
ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥା’ନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସାଧାରଣ ନାଗରିକଙ୍କ ପାଇଁ ସୁନିଶ୍ଚିତ କରିଥା’ନ୍ତି। ତେଣୁ…
ସବୁଠୁ ଖୁସି ଦେଶ, କରୋନା ମହାମାରୀ ବି ଛଡ଼ାଇ ନେଇ ପାରି ନ ଥିଲା ସୁଖ, କାରଣ ଜାଣିଲେ…
ଖୁସି ହେବା ଏବଂ ଆଖପାଖକୁ ଖୁସି ରଖିବା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଯେତେବେଳେ ବି ଜଣେ ବ୍ୟକ୍ତି ଖୁସି ହୁଏ, ତାଙ୍କ ମୁହଁରେ ହସ ଆସେ। ସୁଖ ବହୁତ ମୂଲ୍ୟବାନ। ଯେତେବେଳେ ଏକାକୀ ବ୍ୟକ୍ତି ଖୁସି ତାଙ୍କ ସମ୍ପର୍କୀୟଙ୍କ…
ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଛନ୍ତି ୬୦ ବର୍ଷ ବୟସ୍କ ଚାଷୀ…
ପାଟନା,୧୯।୪ : ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ କାଗଜରେ ସେ ଜୀବିତ ଥିବା ସତ୍ତ୍ୱେ ନିଜକୁ ଜୀବନ୍ତ ପ୍ରମାଣ କରିବା ଲାଗି ଉଦ୍ୟମ କରୁଥିଲେ। ଠିକ ସେହିଭଳି ଏକ ଫିଲ୍ମ ଷ୍ଟାଇଲର ଘଟଣା ବିହାରର ବାଗାହା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରେ…
ମାତାପିତା, ପିଲାମାନଙ୍କର ରହିଛି ସମାନ ନାମ, କାରଣ ଜାଣିଲେ…
ଓ୍ବିଲିୟମ ସେକ୍ସପିୟର କହିଛନ୍ତି, ନାଁରେ କଣ ଅଛି! କିନ୍ତୁ ଜଣେ ବ୍ୟକ୍ତିର ନାଁ ହେଉଛି ତା’ର ପରିଚୟ ଏବଂ ସେ ସେହି ପରିଚୟ ଦ୍ୱାରା ଜୀବନସାରା ପରିଚିତ ହୋଇଥାନ୍ତି। ଏପରି ପରିସ୍ଥିତିରେ, ବ୍ୟକ୍ତିଙ୍କ ଉପରେ ନାମର ପ୍ରଭାବ ବହୁତ। ମାତାପିତା ନିଜ…
ପିଶାଚ ଭଳି ଦେଖାଯିବାକୁ ସୁନାର ମୁନିଆ ଦାନ୍ତ
ସାକ୍ରାମେଣ୍ଟୋ: ଇଂଲିଶ ଫିଲ୍ମରେ ଦେଖିବାକୁ ମିଳୁଥିବା ପିଶାଚର କନ୍ସେପ୍ଟ ବହୁ ପୁରୁଣା। ଯେଉଁଥିରେ କି ପିଶାଚ ବହୁ ବର୍ଷ ବଞ୍ଚିବାକୁ ଅନ୍ୟଙ୍କୁ ମାରି ତାଙ୍କ ରକ୍ତ ପିଇଥାନ୍ତି। ଏହା କାଳ୍ପନିକ ଚରିତ୍ର ହୋଇଥିଲେ ମଧ୍ୟ ବହୁ ଲୋକ ଏହାକୁ ଅଧିକ ପସନ୍ଦ…
ଗାଁରେ ‘ଭୂତ ପୂଜା’
କୋଲକାତା: ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ପଶ୍ଚିମବଙ୍ଗରେ ଏପରି ଏକ ପରମ୍ପରା ପାଳନ କରାଯାଏ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ। ସେଠାରେ ଲୋକେ ‘ଭୂତ ପୂଜା’ କରିଥାନ୍ତି। ଏହି ପୂଜା ଦେଖିବାକୁ ଆଖପାଖ ଗ୍ରାମରୁ…
ବିନା କପଡ଼ାରେ ଦମ୍ପତିଙ୍କ ଦେଶ ଭ୍ରମଣ
ଲଣ୍ଡନ: ନିଜ ଲଜ୍ଜା ଲୁଚାଇବା ପାଇଁ ଆମେ ଶରୀରରେ ପୋଷାକ ପରିଧାନ କରିଥାଉ। ନିକଟରେ ଏକ ଦମ୍ପତି ଶରୀରରୁ ସମ୍ପୂର୍ଣ୍ଣ ପୋଷାକ କାଢି ଭ୍ରମଣ କରୁଥିବା ସେମାନେ କହିଛନ୍ତି। ବ୍ରିଟେନର ଏହି ଦମ୍ପତି ମାଇକେଲ ଏବଂ ଫିଓନାଙ୍କୁ ଏବେ ପାଖାପାଖି ୫୦…
୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କଲେ ନିର୍ଦ୍ଦଳୀୟ ପ୍ରାର୍ଥୀ: ଲୋକଙ୍କଠାରୁ ମାଗି ସଂଗ୍ରହ କରିଥିଲେ…
ବେଙ୍ଗାଲୁରୁ,୧୯।୪ : ମେ ୧୦ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ସମୟରେ, ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କର୍ନାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର…
ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଗୁରୁବାର, ୧୦ ବର୍ଷ ପରେ ହାଇବ୍ରିଡ୍ ପରାଗ, ଭାରତରେ ପାଳନ ହେବନି ସୂତକ…
ନୂଆଦିଲ୍ଲୀ,୧୯।୪ : ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ବୈଶାଖ ମାସର ଅମାବାସ୍ୟା ଦିନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗର ବିଶେଷ ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,୨୦୨୩ବର୍ଷର…
ସତର୍କତାକୁ ପ୍ରାଥମିକତା
ତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ଭାବରେ ଏହାକୁ ବିବେଚନା କରାଯାଏ। ତେଣୁ ଏହା କିପରି ସୁସ୍ଥ ରହିବ ସେ ନେଇ ସମସ୍ତେ ସତର୍କ ରହିବା ନିହାତି ଜରୁରୀ।…
ଶିକ୍ଷା ପ୍ରଣାଳୀରେ ତ୍ରୁଟି ଯୋଗୁ ବଢୁଛି ବେରୋଜଗାରୀ: ରିପୋର୍ଟ…
ନୂଆଦିଲ୍ଲୀ,୧୮।୪ : ଭାରତରେ ଶିକ୍ଷା ପ୍ରଣାଳୀରେ ରହିଥିବା ତ୍ରୁଟି ଯୋଗୁ ବେରୋଜଗାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିନା କୌଶଳ ଡିଗ୍ରୀ ହାସଲ କରିବା ପରେ ଯୁବବର୍ଗ ବେକାର ରହୁଛନ୍ତି। ଫଳରେ ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଭାରତର ୧୧୭…
ମେଟ୍ରୋ ଟ୍ରେନ୍ରେ ସୋଫାରେ ଯାତ୍ରା
ବେଜିଂ: ବହୁ ଲୋକ ବସ୍ ଅପେକ୍ଷା ଟ୍ରେନ୍ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି। ହେଲେ ଅନେକ ସମୟରେ ଟ୍ରେନ୍ ଯାତ୍ରାରେ ଅଧିକାଂଶ ଲୋକ ବସିବାକୁ ସିଟ୍ ନ ପାଇ ଠିଆହୋଇ ଯାଇଥା’ନ୍ତି। ଏପରି ଅସୁବିଧା ପାଇଁ ଜଣେ ଯୁବକ ଏକ…
Archives


