ଫୁରସତ

ଉଡ଼ି ଉଡ଼ି ପିଜ୍ଜା ଡେଲିଭରି

ଲଣ୍ଡନ: ଯୁଗ ଆଧୁନିକ ହେବା ସହ ଲୋକେ ମଧ୍ୟ ଆଧୁନିକ ପ୍ରଣାଳୀକୁ ଆପଣେଇଲେଣି। ଲୋକେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରୁଛନ୍ତି। ତେବେ ଖାଦ୍ୟ ପଦାର୍ଥ ମଧ୍ୟରେ ଲୋକେ ପିଜ୍ଜାକୁ ବେଶି ପସନ୍ଦ କରିଥାନ୍ତି। ଏବେ ଡୋମିନସ୍‌ ପିଜ୍ଜା ତାଙ୍କ…

ଅବାରେକାଇ ମେଳା

ବେଙ୍ଗାଲୁରୁ: ଯେତେବେଳେ ବି ଆମେ ଜଲେବି ବିଷୟରେ ଚିନ୍ତାକରୁ ସେତେବେଳେ ଆମ ମନରେ ଗୋଲ ଏବଂ ହଳଦିଆ ରଙ୍ଗର ଜଲେବି ନଜରକୁ ଆସିଥାଏ। ହେଲେ ନିକଟରେ ସବୁଜ ରଙ୍ଗର ଜଲେବି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାଉଣ୍ଟ…

ମ୍ୟାଡାମ ନୁହେଁ କି ମିସେସ ନୁହେଁ ନୀତାଙ୍କୁ ବଡ ଆଦରରେ ସମ୍ବୋଧନ କରନ୍ତି ତାଙ୍କ କର୍ମଚାରୀ

ମୁମ୍ବାଇ: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ତଥା ବିଜନେସ ଓମେନ ନୀତା ଅମ୍ବାନୀଙ୍କ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ବିଶେଷ କରି ନୀତାଙ୍କ ସମ୍ପର୍କରେ ଜାଣିବାକୁ ଅନେକେ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି।…

ବଦଳିଲା ସମୁଦ୍ରର ୫୬ ପ୍ରତିଶତ ପାଣିର ରଙ୍ଗ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫୬ ପ୍ରତିଶତରୁ ଅଧିକ ମହାସାଗର ରଙ୍ଗ ବଦଳିଯାଇଛି। ଯାହା ପୃଥିବୀର ସମୁଦାୟ ଭୂମି କ୍ଷେତ୍ରଠାରୁ ବଡ଼ ଅଟେ। ମାନବ-ଜଳବାୟୁ ପରିବର୍ତ୍ତନ ଏହା ପଛର କାରଣ ବୋଲି କୁହାଯାଉଛି।…

ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ

ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।…

ଟମାଟୋ ଫସଲ ଜମିରେ କଡ଼ା ପହରା, ଚୋରଙ୍କୁ ଭୟ !…

ଶ୍ରୀନଗର,୧୩।୭ : ଟମାଟୋ ବର୍ତ୍ତମାନ ମୂଲ୍ୟବାନ ହୋଇଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ ହାତ ପାଆନ୍ତ ବାହାରକୁ ଚାଲିଯାଇଛି। ଦୁଇ ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ଟମାଟୋ ଏବେ ୨୦୦ଟଙ୍କା ଅତିକ୍ରମ କରିଛି।…

ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…

ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ ସେମାନେ ଯେ କୌଣସି ସମୟରେ ପରସ୍ପର ସହ ଯୋଗାଯୋଗ କରିବାକୁ ଦ୍ୱିଧା କରନ୍ତି। ଧନୀ…

ଏଠାରେ ମଦ ପିଇଲେ ମିଳିବ ଫାଶୀ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ମଦ୍ୟପାନ କରିବା ନିଷେଧ। ଅନେକ ଦେଶରେ ଏହା ଉପରେ କଡା ପ୍ରତିବନ୍ଧକ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଦ୍ୟପାନ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା…

ଦୁନିଆର ସବୁଠୁ ଛୋଟ ଗାଈ, ଉଚ୍ଚତା ଜାଣିଲେ…

ଗିନିଜ ବୁକ୍‌ରେ ଏପରି ଅନେକ ରେକର୍ଡ ଅଛି, ଯାହାକୁ ବର୍ଷ ବର୍ଷ ଧରି କେହି ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରି ନ ଥାନ୍ତି। ସେ ମଣିଷ ହୁଅନ୍ତୁ କି ପ୍ରାଣୀ। ଗିନିଜ୍‌ ବୁକ୍‌ରେ କିଏ ସବୁଠୁ ବଡ଼ ଭାବେ ରେକର୍ଡ କରିଛନ୍ତି…

ଲୋକାଳ ଟ୍ରେନ୍‌ରେ ମୁଥ ମରାମରି ହେଲେ ମହିଳା ଯାତ୍ରୀ: ଭିଡ଼ିଓ ଭାଇରାଲ…

କୋଲକାତା,୧୩।୭ : ସମ୍ପ୍ରତି ସୋସିଆଲ ମିଡିଆରେ ଝଗଡା ଭିଡିଓ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ବିମାନରେ ଲଢ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବାବେଳେ ବର୍ତ୍ତମାନ ଟ୍ରେନରେ ଝଗଡା କରିବାର ଘଟଣା ସାମ୍ନାକୁ ଆସିଛି। କୋଲକାତାର ଏକ ଲୋକାଲ ଟ୍ରେନରେ ମହିଳାମାନେ…

ଉଚ୍ଚ ଶିକ୍ଷିତା ଯୁବତୀ ବିବାହ କରିବାକୁ ଅମଙ୍ଗ, ଚିନ୍ତାରେ ଜାପାନ ସରକାର…

ଟୋକିଓ,୧୩।୭ : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ପାଠ୍ୟକ୍ରମ ସହିତ ଜଡ଼ିତ ଥିବା ଜାପାନର ଉଚ୍ଚଶିକ୍ଷିତାରେ ବିବାହ ଯୋଗ୍ୟା ଯୁବତୀମାନଙ୍କର ବହୁତ ଅଭାବ ରହିଛି। ଏହାର କାରଣ ହେଉଛି ଭୁଲ ଧାରଣା ଷ୍ଟେମ କରୁଥିବା ସ୍ମାର୍ଟ ଯୁବତୀମାନେ ବିବାହ…

ଇଣ୍ଟରନେଟ୍‌ ପାଇଁ ବିନାଶ ଆଣିବ ସୌରଝଡ଼

ଓ୍ବାଶିଂଟନ୍‌,୧୩ା୭(ପି.ଟି.): ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?