ଫୁରସତ

ହଠାତ୍‌ ହିଂସ୍ର ହୋଇଉଠିଲା ପୋଷା ବିଲେଇ, ମାଲିକଙ୍କୁ ସିଂହ ପରି କଲା ଆକ୍ରମଣ, ଭିଡିଓ ଦେଖିଲେ…

ପୋଷା ପଶୁପକ୍ଷୀ ମଣିଷଙ୍କ ପାଇଁ ଏକାନ୍ତ ନିଜର। ମାଲିକମାନେ ସେମାନଙ୍କର ପୋଷା କୁରୁର ହେଉ କି ବିଲେଇ ଏମାନଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି। କିନ୍ତୁ ବେଳେବେଳେ ଏହି ପୋଷା ପ୍ରାଣୀମାନେ ଜାଣନ୍ତି ନାହିଁ ଯେ ସେମାନେ କିପରି ହିଂସ୍ର ହୁଅନ୍ତି।…

ପବ୍‌ଜି ନିଶା: ନିଦରେ ଫାୟାର-ଫାୟାର ଚିତ୍କାର କରୁଛନ୍ତି ବାଳକ…

ଜୟପୁର,୧୨।୭ : ଫାୟାର-ଫାୟାର ଜଣେ ୧୪ ବର୍ଷର ବାଳକ ରାତିରେ ନିଦରେ ଶୋଇ ମଧ୍ୟ ଏହିପରି ଚିତ୍କାର କରୁଛନ୍ତି। ଶୋଇବା ସମୟରେ ମଧ୍ୟ ତାଙ୍କ ହାତ ହଲଚଲ ହେବା ସହ ଏପଟ ସେପଟ ହେଉଛି। ସେ ଖାଇବା ପିଇବା ମଧ୍ୟ ବନ୍ଦ…

ବ୍ୟାଙ୍କ୍‌ ଡିପୋଜିଟ୍‌ ଫର୍ମରେ ଏମିତି ଲେଖିଦେଲେ ବ୍ୟକ୍ତି, ଦେଖିଲେ ହସି ହସି ଗଡିବେ

ସୋସିଆଲ ମିଡିଆରେ ଲୋକଙ୍କ ସହ ଯୋଡି ହେବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବେଳେବେଳେ ଫଟୋ ହେଉ କି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ସେମିତି ଏକ ପୋଷ୍ଟ ଭାଇରାଲ ହୋଇଛି। ଭାଇରାଲ…

ଏହି ଅଫିସ୍‌ରେ ଅଫିସ୍‌ ଟାଇମ୍‌ରେ ଶୁଅନ୍ତି କର୍ମଚାରୀ, ତକିଆ ସହ ବେଡସିଟ୍‌ ବି ଦିଅନ୍ତି ବସ୍‌

ଅଫିସରେ ୮ଘଣ୍ଟା କାମ କରି ଆପଣ ଥକି ପଡୁଥିବେ। ଏହି ସମୟରେ ଟିକେ ଆରାମ ନେବାକୁ ମଧ୍ୟ ଫୁରସତ୍‌ ନ ଥାଏ। ବିଶ୍ରାମ ପାଇଁ କୌଣସି ରୁମ୍‌ କିମ୍ବା କୌଣସି ବ୍ୟବସ୍ଥା ମଧ୍ୟ ନ ଥାଏ। କିଛି ସମୟ ପାଇଁ କ୍ଲାନ୍ତ…

କାଚ ବୋତଲ ଉପରେ ଚାଲି ରେକର୍ଡ

ବେଜିଂ: ଲୋକଙ୍କ ପାଖରେ ଅନେତ ଅନ୍ତର୍ନିହିତ ଗୁଣ ଭରି ରହିଥାଏ। କିଛି ଜଣ ତାଙ୍କର ଏହି ଗୁଣକୁ ପରଖି ସମସ୍ତଙ୍କ ସମ୍ମୁଖରେ ରଖିଥାନ୍ତି। ତାଙ୍ଗ ୟୁହି ନାମକ ଜଣେ ଯୁବତୀ ନିକଟରେ ଖୁବ୍‌ କମ୍‌ ସମୟ ମଧ୍ୟରେ କାଚ ବୋତଲ ଉପରେ…

ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

ପ୍ରତିବର୍ଷ ଜୁଲାଇ ୧୨ରେ, ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ମାଲାଲା ୟୁସୁଫଜାଇଙ୍କ ସମ୍ମାନାର୍ଥେ ବିଶ୍ୱ ମାଲାଲା ଦିବସ ପାଳନ କରାଯାଇଥାଏ। ଏହି ତାରିଖ ମଧ୍ୟ ତାଙ୍କର ଜନ୍ମଦିନରେ ପଡେ। ତାଙ୍କ ଭଳି ଜଣେ ଅସାଧାରଣ ଝିଅଙ୍କୁ ସମ୍ମାନ ଦେବା ପାଇଁ ଏହି ଦିବସ…

ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର ଜରୁରୀ

ଆମେ ବ୍ୟବହାର କରୁଥିବା ଏଭଳି କିଛି ସାମଗ୍ରୀ ଯାହା ଆମ ପରିବେଶ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ତାହା ହେଉଛି ପ୍ଲାଷ୍ଟିକ। ଏହା ବ୍ୟବହାର ଦ୍ବାରା ଆମ ପରିବେଶ ପ୍ରଭାବିତ ହୋଇଥାଏ। ତେଣୁ ପରିବେଶକୁ ସୁରକ୍ଷା ଦେବା ପାଇଁ ପ୍ଲାଷ୍ଟିକ ବ୍ୟବହାରକୁ…

୧୦ ବର୍ଷ ପରେ ପ୍ରକୃତି ଦୋହରାଇଲା ସମାନ ଘଟଣା: ଜଳ ପ୍ରଳୟ ମଧ୍ୟରେ ମହାଦେବ ସୁରକ୍ଷିତ…

ଡେରାଡୁନ,୧୧।୭ : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି। ୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ ନଦୀ…

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ,…

କୁକୁରଙ୍କୁ ମିଳିବ ଭରଣପୋଷଣ: କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୧୧।୭ : ଏକ ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ,…

ଅମ୍ବାନୀ ଘରର ବଡ଼ ବୋହୂ ଶ୍ଲୋକାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅମ୍ବାନୀ ପରିବାରର ବଡ ବୋହୂ ଭାବରେ ଜଣାଶୁଣା ଶ୍ଲୋକା ମେହେଟ୍ଟା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୧୧, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ଲୋକା। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ସମ୍ପର୍କ ଥିବାବେଳେ ଶ୍ଲୋକାଙ୍କ…

କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ୍‌ ବନ୍ଦ

ଡଚ୍‌: ବର୍ତ୍ତମାନ ଯୁଗରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ, ସ୍ମାର୍ଟ ଘଣ୍ଟା ଭଳି ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି; ଯାହା ଫଳରେ ପିଲାମାନେ ବେଶି ଏଥିପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଡଚ୍‌ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?