ଫୁରସତ

ପିଲାଙ୍କୁ ଶପିଂ ମଲ୍‌ ମନା, ଏହି ଦିନରୁ ଲାଗୁ ହେବ ନିୟମ, କାରଣ ଜାଣିଲେ…

ଶପିଂ ସେଣ୍ଟରଗୁଡ଼ିକ କେବଳ ଶିଶୁ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହା ଆଦୌ ଭୁଲ୍‌ ନୁହେଁ। କାରଣ ସେମାନେ ଶପିଂ କରିବାକୁ ଭଲ ପାଆନ୍ତି। ସେଠାରେ ପିଲାମାନଙ୍କର ଚାହିଦା ମଧ୍ୟ ପୂରଣ ହୋଇଥାଏ। କିନ୍ତୁ ଏମିତି ଏକ ଅଜବ ମଲ୍‌ ରହିଛି,…

ବିଶ୍ୱର ସବୁଠୁ ମହଙ୍ଗା ଦେଶ

ବିଶ୍ୱ ପରିସଂଖ୍ୟାନର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଶ୍ୱର ସବୁଠୁ ଦାମୀ ଦେଶ ବିଷୟରେ କୁହାଯାଇଛି। ଅନେକ ଲୋକ ଭାବିଥିବେ ଯେ, ଦୁନିଆର ସବୁଠୁ ଦାମୀ ଦେଶ ଆମେରିକା କିମ୍ବା ବ୍ରିଟେନ ଥିବ। କିନ୍ତୁ ଏହା ନୁହେଁ। ବରମୁଡା…

ବାୟୁ ପ୍ରଦୂଷଣ ପ୍ରଭାବ: ସହର ଅପେକ୍ଷା ଗାଁରେ ଅଧିକ ପୀଡ଼ିତ: ଆୟୁ କମୁଛି ପ୍ରାୟ ୯ ମାସ…

ନୂଆଦିଲ୍ଲୀ,୧୭।୭ : ବୈଜ୍ଞାନିକମାନେ ବିଶ୍ଳେଷଣ ପରେ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଗ୍ରାମ ଏବଂ ସହରକୁ ପ୍ରାୟ ସମାନ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ପାଣ୍ଠି କେବଳ ସହରାଞ୍ଚଳ ପାଇଁ ରହିଛି। ସହରବାସୀଙ୍କ ତୁଳନାରେ, ବାୟୁ ପ୍ରଦୂଷଣର ସଂସ୍ପର୍ଶରେ…

ସମସ୍ତଙ୍କ ପାଇଁ ନ୍ୟାୟ ଅପରିହାର୍ଯ୍ୟ

ପୃଥିବୀରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। ସୀମାଠୁ ଆରମ୍ଭ କରି ଶରଣାର୍ଥୀ, ଆତଙ୍କବାଦ ସହିତ ସାମ୍ପ୍ରଦାୟିକ ହିଂସା ଆଦି ସମସ୍ୟାର ସଫଳ ସମାଧାନ ଆବଶ୍ୟକ। ପୃଥିବୀର ପ୍ରତିଟି ମଣିଷକୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ପ୍ରାସଙ୍ଗିକ ମଧ୍ୟ।…

କେମିକାଲ କକ୍‌ଟେଲ୍‌ ଦେବ ନବଯୌବନ

ଓ୍ବାଶିଂଟନ୍‌,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍‌ ବୟସ୍କ ଦେଖାଯିବା ପାଇଁ ଆଜିକାଲି ନାନା ପ୍ରକାର ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବା…

ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…

ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍‌ ସେମିତି ଭାବେ ଚଳାଇଥାନ୍ତି। କିନ୍ତୁ ଆଜିକାଲି ଏକ ଘୋଡ଼ାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଘୋଡ଼ାଟି…

ସମସ୍ତଙ୍କୁ କିଛି କିଛି ଦେଇଥିଲି

ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ। ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ବାଣୀବିହାରରେ ପିଜି କରୁଥିବା ସମୟରେ ପାଠପଢ଼ା…

ଶ୍ରୀଫଳ

ଶ୍ରୀ ଅର୍ଥାତ୍‌ ଶ୍ରେଷ୍ଠ, ଶ୍ରୀ ଅର୍ଥାତ୍‌ ସୁନ୍ଦର, ଶ୍ରୀ ଅର୍ଥାତ୍‌ ସମୃଦ୍ଧି ଆଉ ଏଇଥିପାଇଁ ନଡ଼ିଆ ହେଉଛି ଶ୍ରୀଫଳ। ଏତେସବୁ ବିଶେଷତ୍ୱ ପାଇଥିବା ଯୋଗୁ ବୋଧେ ଯେକୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଖୋଜାପଡେ ନଡ଼ିଆକୁ। ଶୁଭ ଆଉ ସମୃଦ୍ଧିର ପ୍ରତୀକ ବୋଲି…

ବୁଲା କୁକୁରଙ୍କ ପାଇଁ ଆଧାର କାର୍ଡ…

ମୁମ୍ବାଇ,୧୬।୭ : ମୁମ୍ବାଇର ବିମାନବନ୍ଦର ବାହାରେ ରହୁଥିବା ୨୦ ବୁଲା କୁକୁରଙ୍କୁ ପରିଚୟ ପ୍ରଦାନ କରାଯାଇଛି। ସେମାନଙ୍କୁ ’ଆଧାର’ କାର୍ଡ ଦିଆଯାଇଛି। ଯେଉଁଥିରେ କ୍ୟୁାର କୋଡ ରହିଛି। ଏହାକୁ ସ୍କାନ କଲେ କୁକୁରମାନଙ୍କ ବିଷୟରେ ତଥ୍ୟ ଯେଭଳିକି ସେମାନଙ୍କ ନାମ, ସେମାନଙ୍କ…

ନାସା ରୋଭରକୁ ମଙ୍ଗଳରେ ମିଳିଲା ଜୀବନ ସଙ୍କେତ…

ଓ୍ବାଶିଂଟନ,୧୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାର ରୋଭର ମଙ୍ଗଳ ଗ୍ରହର ମାର୍ଟିଆନ କ୍ରାଟରରେ କାର୍ବନିକ ଯୌଗିକର ପ୍ରମାଣ ଥିବା ଆବିଷ୍କାର କରିଛି। ଏହା ସୂଚିତ କରୁଛି ଏକଦା ମଙ୍ଗଳ ଗ୍ରହରେ ଜୀବନ ବିଦ୍ୟମାନ ଥିଲା। କାର୍ବନିକ ଯୌଗିକଗୁଡ଼ିକ ହେଉଛି ଅଙ୍ଗାରକାମ୍ଳ…

ଜ୍ୱାଳାମୁଖୀରେ ପିଜ୍ଜା ତିଆରି

ଗୁଆଟେମାଲା ସିଟି ବହୁତ ଲୋକଙ୍କ ଦେଶ ଓ ଦୁନିଆ ବୁଲିବାର ସଉକ ରହିଥାଏ। ଏହା ତାଙ୍କୁ ଭିନ୍ନ ଜୀବନଶୈଳୀ ଏବଂ ଅନେକ କିଛି ଶିଖିବାରେ ସାହାଯ୍ୟ କରେ। ଏଥିସହ ସେମାନେ ଭିନ୍ନ ଅନୁଭୂତି ମଧ୍ୟ ନେଇଥାନ୍ତି। ନିକଟରେ ଜଣେ ମହିଳା ତାଙ୍କର…

୧୭୪ ବର୍ଷର ଜଳବାୟୁ ଇତିହାସରେ ଭାରତରେ ଜୁନ୍‌ରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୧୬।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଅନ୍ୟ ଏକ ଉଦାହରଣ ଜୁନ ୨୦୨୩ରେ ରେକର୍ଡ କରାଯାଇଥିଲା। ଜଳବାୟୁ ଇତିହାସର ୧୭୪ ବର୍ଷ ମଧ୍ୟରେ ଜୁନ ମାସରେ ତାପମାତ୍ରା ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?