ଫୁରସତ

ଦେଶର ଗରିବ ବିଧାୟକ: ଆକାଉଣ୍ଟରେ ରହିଛି ୧ ଟଙ୍କା…

କୋଲକାତା,୨୩।୭ : ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ନିକଟରେ ସମଗ୍ର ଭାରତରେ ରାଜ୍ୟର ବିଧାନସଭା ତଥା କେନ୍ଦ୍ର ଶାସିତ ଅଞ୍ଚଳର ସିଟିଂ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

ପାଟି ଜଳିଯିବ ଖାଇଲେ ଏଇ ଆଇସ୍‌କ୍ରିମ୍‌

ଥଣ୍ଡା ଥଣ୍ଡା, ମିଠା ମିଠା ଆଇସ୍‌କ୍ରିମ ଖାଇବାର ମଜା ଅଲଗା। ତେଣୁ ଛୋଟରୁ ବଡ଼ ପ୍ରାୟ ସମସ୍ତଙ୍କର ଏହା ପ୍ରିୟ। ଆଉ ଖରାଦିନେ ତ ଏହାର ଚାହିଦା କାହିଁରେ କେତେ ବଢିଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ…

କଳା ସେଓ

  ସେଓ ଶରୀର ପାଇଁ ବେଶ୍‌ ଉପକାରୀ। ଡାକ୍ତର ଏହାକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି। ତେଣୁ ବଜାରରେ ସେଓ ସବୁବେଳେ ମିଳିଥାଏ। ଲାଲ, ସବୁଜ ରଙ୍ଗର ସେଓ ତ ସମସ୍ତେ ଦେଖିଥିବେ। ହେଲେ କେବେ…

ପାଣି ପିଇବାକୁ ସାହାଯ୍ୟ ମାଗିଲା ସିମ୍ପାଜୀ, ଆଉ ତା’ପରେ ଯାହା ଘଟିଲା ସହଜେ ବିଶ୍ୱାସ କରିବା କଷ୍ଟକର

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନୋରଞ୍ଜନ କରେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି କେବେଳ ମନୋରଞ୍ଜନ କରିନାହିଁ ବରଂ ଏହା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଛି। ସାଧାରଣତଃ…

କୁକୁର ଚୋବାଇ ପାରିବେନି ଏହି ଚପଲକୁ

ସାଧାରଣତଃ କୁକୁରଙ୍କୁ ଚପଲ ଚୋବାଇବାକୁ ବହୁତ ଭଲ ଲାଗିଥାଏ। ଭୁଲରେ ଯଦି ଆମେ ଆମ ଚପଲ ଘରର ପୋଷା କୁକୁର ଆଖପାଖରେ ରଖି ଦେଇଥାଉ ତେବେ ଚପଲକୁ ଚୋବାଇ ସେମାନେ ତା’ର ଅବସ୍ଥା ଖରାପ କରିଦିଅନ୍ତି। ଯାହାକୁ ଦେଖି ଆମେ ସବୁବେଳେ…

ଅ ରୁ କ୍ଷ….

ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ ଛାତି କୁଣ୍ଢେ ମୋଟ l ଅସଲକଥା ହେଲା ତାଙ୍କର ଏକମାତ୍ର ଝିଅ ବିବାହଯୋଗ୍ୟା ହୋଇଯାଇଥିବାରୁ,…

ମାଛଙ୍କ ସାଥୀ

ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍‌ ନାମକ ବ୍ୟକ୍ତି ନଦୀର ହଜାର ହଜାର ସଂଖ୍ୟକ ମାଛଙ୍କ ସାଥୀ ପାଲଟିଛନ୍ତି। ଏମିତିକି ନଦୀ କୂଳରେ…

ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି

ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା ବି ଦେଖିଥିବେ। ହେଲେ କେବେ ଭାବିଛନ୍ତି ଗଛଗୁଡିକୁ ଏଭଳି ଦୁଇଟି ରଙ୍ଗରେ କାହିଁକି…

ଭୂତ କଣ୍ଢେଇ

ଛୋଟ ପିଲାଙ୍କୁ ବେଶ୍‌ ଭଲ ଲାଗେ କଣ୍ଢେଇ। ହେଲେ ଯଦି ଖେଳୁ ଖେଳୁ ସେଇ କଣ୍ଢେଇ ଆଖି ମିଟ୍‌ ମିଟ୍‌ କରେ, ଅଧା ରାତିରେ କାନ୍ଦେ ଓ ଘର ସାରା ଆପେ ଘୁରି ବୁଲେ ତେବେ…। ଅବାସ୍ତବ ଲାଗିଲେ ବି ଏମିତି…

ଏମିତି ସ୍କୁଲ, ଯେଉଁଠି ୯ମ ଶ୍ରେଣୀ ପିଲା ଜାଣିନାହାନ୍ତି ଜିଲାପାଳ ଆଉ ପ୍ରଧାନମନ୍ତ୍ରୀଙ୍କ ନାଁ

ଶିକ୍ଷା କ୍ଷେତ୍ରରେ ବିହାରରେ ସରକାର କେତେ ପରିଶ୍ରମ କରୁଛନ୍ତି ତାହା କୈମୁରରେ ଘଟିଥିବା ଏକ ଘଟଣାରୁ ସହଜରେ ଅନୁମେୟ। କୈମୁର କେଡୁଲିପୁର ପଞ୍ଚାୟତରେ ଅବସ୍ଥିତ ମିଡିଲ ସ୍କୁଲ ବହୁରା ଛାତ୍ରୀଛାତ୍ର ଦେଶର ନାମ ଜାଣି ନାହାନ୍ତି କି ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ…

ନିଆରା ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ ସୁରକ୍ଷା…

କଲାମଙ୍କ କର୍ମଭୂମି

ଭଦ୍ରକ ଜିଲା, ଚାନ୍ଦବାଲି ତହସିଲ ଅଧୀନରେ ରହିଛି ହ୍ବିଲର ଦ୍ୱୀପପୁଞ୍ଜ। ଯାହା ୫ଟି ଦ୍ୱୀପର ସମାହାର ା ଡିଆର୍‌ଡିଓର ତତ୍କାଳୀନ ନିର୍ଦ୍ଦେଶକ ଡ. ଏପିଜେ ଅବଦୁଲ କଲାମଙ୍କ ଉଦ୍ୟମରେ ପରେ ଏହା ବିଶ୍ୱର ଏକ କ୍ଷେପଣାସ୍ତ୍ର ଘାଟି ଭାବରେ ପରିଚିତ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?