ଫୁରସତ

୩୫ ବର୍ଷ ପରେ ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ମିଳିଲେ ମାଆ

ପଟିଆଲା,୨୮ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା…

ସାପ ବି କରିପାରେ ମରିବାର ଅଭିନୟ, ଭିଡିଓ ଦେଖିଲେ…

ଆଜି ପର୍ଯ୍ୟନ୍ତ ଆପଣ କେବଳ ମଣିଷର ଅଭିନୟ ଦେଖିଥିବେ। ଅନେକ ଫିଲ୍ମରେ କୁକୁର ଏବଂ ବିଲେଇମାନଙ୍କୁ ମଧ୍ୟ ତାଲିମ ଦେଇ ଅଭିନୟ ଶିଖାଯାଏ। କିନ୍ତୁ ଆପଣ କେବେ ସାପ ଅଭିନୟ କରୁଥିବା ଦେଖିଛନ୍ତି କି? ଏକ ସାପର ଭିଡିଓ ସୋସିଆଲ ମିଡିଆରେ…

ଡାକ୍ତରଖାନାରେ ପ୍ରେମୀଯୁଗଳଙ୍କ ବିବାହ

ତିବିଲିସି: ଗୁରୁତର ଭାବେ ରାସାୟନିକ ଜିନିଷରେ ପୋଡ଼ିଯାଇଥିବା ଜଣେ ଯୁବକ ନିକଟରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ରିପୋର୍ଟ ମୁତାବକ, ଜିଓରଜିଆ ବାସିନ୍ଦା ପ୍ରେଷ୍ଟୋନ କୋବ୍‌ ଗତ ସେପ୍ଟେମ୍ବରରେ ପ୍ରେମିକା ତନିଶାଙ୍କ ସହ ପ୍ରେମ ସମ୍ପର୍କକୁ ଆସିଥିଲେ। ବିବାହର ମାସେ ପୂର୍ବରୁ…

ଅଫିସରେ କାହିଁକି ସହକର୍ମୀଙ୍କ ପ୍ରେମରେ ପଡ଼ନ୍ତି ଲୋକେ, କାରଣ କହିଲେ ବିଶେଷଜ୍ଞ

ଅଫିସରେ ଏକାଠି କାମ କରୁଥିବା ଲୋକଙ୍କ ସହିତ ବନ୍ଧୁତା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ସହକର୍ମୀଙ୍କ ପ୍ରେମରେ ପଡ଼ିଯାନ୍ତି ଲୋକେ। ଏପରିକି ସେମାନଙ୍କ ସହିତ ଜୀବନ ବିତାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ବହୁତ…

ଚାକିରି ଛାଡ଼ିବା ପାଇଁ ଏମିତି ଚିଠି ଲେଖିଲେ କର୍ମଚାରୀ, ଦେଖିଲେ ହସିହସି ଗଡ଼ିବେ

ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ କଥା…

ଭଙ୍ଗା ଛାତରେ ସଡ଼କରେ ବସ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୭।୭ : ଚରମ ଅବହେଳାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଡ଼ିଓଟି ମହାରାଷ୍ଟ୍ରର ବୋଲି କୁହାଯାଉଛି। ଭିଡ଼ିଓରେ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ଛାତ ଭଙ୍ଗାଥିବା ଏକ ବସ ରାସ୍ତାରେ ଯାଉଥିବାର ଦେଖିବାକୁ…

ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ହାଇଦ୍ରାବାଦ୍‌,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା…

ଉଦ୍ଭିଦଭିତ୍ତିକ କ୍ଷୀରଠାରୁ ଗାଈ କ୍ଷୀରରେ ଅଧିକ ପ୍ରୋଟିନ୍‌

ନୂଆଦିଲ୍ଲୀ: ଅଧିକାଂଶ ଉଦ୍ଭିଦଭିତ୍ତିକ କ୍ଷୀରରେ ଗାଈ କ୍ଷୀର ଅପେକ୍ଷା କମ୍‌ ପରିମାଣର ପ୍ରୋଟିନ ଥାଏ। ଏଥିରେ ପ୍ରାୟ ଏକ ତୃତୀୟାଂଶ କ୍ୟାଲସିୟମ ଏବଂ ଭିଟାମିନ୍‌ ଡି’ର ଅଭାବ ରହିଥାଏ। ଉଦ୍ଭିଦଭିତ୍ତିକ କ୍ଷୀରରେ ମୁଖ୍ୟତଃ ୪ ମିନେରାଲ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌ ଏବଂ…

ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ

ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍‌ ଭୋପାଳ ଓ ବିଦିଶା ଟାଉନ୍‌ର ମଝାମଝି ଅଞ୍ଚଳରେ ଲଗାଯାଇଥିବା ଓସ୍ତ…

ଉଚ୍ଚତା ଥିଲା ସାଢ଼େ ୪ ଫୁଟ, କିଛିଦିନରେ ଗ୍ରେଟ୍‌ ଖଲିଙ୍କୁ ବି ଟପିଗଲେ ଏହି ବ୍ୟକ୍ତି

ଦୁନିଆରେ ଦୁଇ ପ୍ରକାରର ମଣିଷ ଅଛନ୍ତି। କିଛି ଲୋକ ବହୁତ ଲମ୍ବା ଆଉ କିଛି ଲୋକ ବହୁତ ଛୋଟ। ଯାହାଙ୍କ ଉଚ୍ଚତା ଏତେ ଅଧିକ ଥାଏ ଯେ, ଲୋକଙ୍କ ଆଖି ପାଏନି। ଦ୍ୱିତୀୟରେ ଯେଉଁମାନେ ଛୋଟ ସେମାନଙ୍କୁ ମୁଣ୍ଡ ନୁଆଁଇ ଚାହିଁବାକୁ…

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ ଧ୍ୟାନ…

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?