ଫୁରସତ

ମୋ ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି: ଅଧ୍ୟାପିକା ସ୍ଥିରା ଦାସ

ପଢ଼ିବା ସମୟରେ ମୁଁ କେବେ ଚାକିରି କରିବା କଥା ଭାବି ନ ଥିଲି। ବାବା (ବାପା) ବି କେବେ ଚାକିରି କରିବା ବିଷୟରେ ମତେ ଜୋର୍‌ ଦେଇ କହି ନ ଥିଲେ। ମୁଁ କେବଳ ଭଲ ପଢ଼ୁଥିଲି ବୋଲି ବାବା ଖୁସି…

ମାତୃଭାଷାର ବିକଳ୍ପ ନାହିଁ: ପ୍ରଫେସର ବସନ୍ତ କୁମାର ପଣ୍ଡା

ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ପିଲାଟି ଦିନରୁ ସୃଷ୍ଟି ହୋଇଥିଲା ଅନୁରାଗ। ଛାତ୍ରାବସ୍ଥାରେ ବିଭିନ୍ନ ପୁସ୍ତକ ପଠନ ପାଲଟିଯାଇଥିଲା ଏକ ପ୍ରକାର ନିଶା। ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ଏବଂ ଅଧ୍ୟାପନାରେ ହୋଇଥିଲେ ନିମଗ୍ନ। ଏଥିସହ ଓଡ଼ିଆ…

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ କରିବା ସହ ଏଣ୍ଟରଟେନ୍‌ମେଣ୍ଟ ପାଇଁ ମ୍ୟୁଜିକ୍‌ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍‌ର…

ରାଷ୍ଟ୍ରପତି ଭବନ

ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍‌, ସେରେମୋନିଆଲ୍‌ ହଲ୍‌ ଏବଂ ବଡିଗାର୍ଡ ଓ ଷ୍ଟାଫ୍‌ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା ଏହା…

ଅତିଥି ଦେବୋ ଭବ

ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଈଶ୍ୱର ମଣି ତାଙ୍କୁ ଆଦର ସତ୍କାର ପୂର୍ବକ ଆତିଥ୍ୟ କରିବାର ପରମ୍ପରା ବହୁ ପୁରାତନ। ଯାହାର ଏକ ବଡ଼ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଧୁ ସୁଦାମାଙ୍କୁ କରିଥିବା ଅତିଥି ସତ୍କାର। ଏକଦା ବାଲ୍ୟବନ୍ଧୁ ତଥା ଦ୍ୱାରିକାଧିପତି…

ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ

ପୃଥିବୀରେ ଶାନ୍ତି ପାଇଁ ବନ୍ଧୁତା ହିଁ ଏକମାତ୍ର ବିକଳ୍ପ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ପ୍ରଥମେ ଗ୍ରିଟିଂସ୍‌ କାର୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରୋତ୍ସାହିତ ହୋଇଥିଲା।…

ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…

ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ କୃଷକଙ୍କର ଭାଗ୍ୟ ବଦଳି ଯାଇଛି। ସେ ମାତ୍ର ଦେଢ଼ ମାସ ମଧ୍ୟରେ ଟମାଟୋ ବିକି…

୧୧ ଅନ୍ଧ ପିଲାଙ୍କୁ ଜନ୍ମ ଦେଇଛନ୍ତି ଏହି ମହିଳା

ଜଣେ ମା’ ପାଇଁ ତା’ ପିଲାମାନେ ବୃଦ୍ଧାବସ୍ଥାରେ ସାହାରା ପାଲଟିଥାନ୍ତି। ସବୁ ମା’ ବହୁତ ଆଶା ରଖି ନିଜ ପିଲାକୁ ପୋଷଣ କରିଥାନ୍ତି। ଯେତେବେଳେ ବୃଦ୍ଧାବସ୍ଥାରେ କାମ କରିବାକୁ ବଳ ପାଇ ନ ଥାଏ ସେତେବେଳେ ପିଲାମାନେ ସାହାରା ହୋଇ ସବୁ…

କେବେ ଦେଖିଛନ୍ତି ବାଦଲ ଫଟା ବର୍ଷା, ଭିଡିଓ ଦେଖିଲେ ଭୟରେ ଥରି ଉଠିବେ

ବାଦଲ ଫାଟିବା ଅର୍ଥ ଏଇୟା ନୁହେଁ କି, ବାଦଲ ଖଣ୍ଡ ଖଣ୍ଡ ହୋଇଯିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଗୋଟିଏ ସ୍ଥାନରେ ଅଚାନକ ଏକାସାଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ ସେତେବେଳେ ଏହାକୁ ବାଦଲ ଫଟା ବର୍ଷା କୁହନ୍ତି। ଉଦାହରଣ…

୨ ଲକ୍ଷ ଚକୋଲେଟ ଚୋରି କରି ୧୮ ମାସ ଜେଲ

ଲଣ୍ଡନ: ଛୋଟ ପିଲା ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି। ଅନେକ ସମୟରେ ସେମାନେ ଚକୋଲେଟ ମଧ୍ୟ ଚୋରି କରିଥାନ୍ତି, ଏଥିପାଇଁ ତାଙ୍କୁ କିଛି ଛୋଟମୋଟ ଦଣ୍ଡ ମଧ୍ୟ ମିଳିଥାଏ। ହେଲେ ଯଦି କେହି ବଡ଼ ଲୋକ ଚକୋଲେଟ ଚୋରି କରିବେ,…

କ୍ୟାନ୍‌ସର ଚିହ୍ନଟ କରିବ କ୍ଷୁଦ୍ର ସର୍ଜିକାଲ ରୋବୋ

ଲଣ୍ଡନ: ବ୍ରିଟେନ୍‌ର ଲିଡ୍ସ ୟୁନିଭର୍ସିଟିର ଗବେଷକମାନେ ଏକ ଅତି କ୍ଷୁଦ୍ର ରୋବୋ ବିକଶିତ କରିଛନ୍ତି, ଯାହା ସାଧାରଣ ମାନର ଉପକରଣ ତୁଳନାରେ ଫୁସ୍‌ଫୁସ୍‌ର ୩୭ ପ୍ରତିଶତ ଭିତରକୁ ଯାଇପାରିବ ଓ କମ୍‌ କୋଷର କ୍ଷତି ଘଟାଇବ। ଏହି ରୋବୋ କ୍ୟାନ୍‌ସରର ପ୍ରଥମ…

ଏକେ-୪୭ ଅର୍ଡର କଲେ ୮ ବର୍ଷୀୟ ବାଳକ

ଆମଷ୍ଟରଡାମ୍‌: ଅନ୍‌ଲାଇନ ଆପ୍‌ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ କିମ୍ବା କିଛି ଜିନିଷ ଅର୍ଡର କରିଥାଉ। ହେଲେ ନିକଟରେ ଜଣେ ୮ ବର୍ଷର ପିଲା ଅନ୍‌ଲାଇନ୍‌ ମାଧ୍ୟମରେ ଏକେ- ୪୭ ବନ୍ଧୁକ ଅର୍ଡର କରିଛି ଏବଂ ତା’ର ଡେଲିଭରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?