ଫୁରସତ

ସଚିନଙ୍କ ନାମରେ ରେଲଓ୍ବେ ଷ୍ଟେଶନ, ଫଟୋ ଉଠାଇଲେ ଗାଭାସ୍କର

ଗାନ୍ଧିନଗର,୩୦।୧୧: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନଭେମ୍ବର ୨୮, ମଙ୍ଗଳବାର ଗୁଜରାଟର ସୁରଟରେ ଥିବା ସଚିନ ରେଳଓ୍ବେ ଷ୍ଟେଶନ ଯାଇ କରି ଖୁସି ବ୍ୟକ୍ତ କରିଛନ୍ତି। ୭୪ ବର୍ଷୀୟ ଭେଟେରାନ ଗାଭାସ୍କର ସଚିନ ତେନ୍ଦୁଲକରଙ୍କୁ ତାଙ୍କର ପ୍ରିୟ ବ୍ୟକ୍ତି ଭାବରେ…

ହାର୍ଦ୍ଦିକଙ୍କୁ ବିବାହ କରିବାକୁ ନେଦରଲ୍ୟାଣ୍ଡରୁ ଭାରତ ଚାଲି ଆସିଲେ ଗବରିଲା

ବହୁଆ(ଫତେହପୁର),୩୦।୧୧: ଉତ୍ତର ପ୍ରଦେଶ ବିକାଶ ଖଣ୍ଡ ଅଞ୍ଚଳର ଦତୌଲି ଗାଁରେ ସାତ ସମୁଦ୍ର ପାରି ହୋଇ ଆସିଥିବା ପ୍ରେମକୁ ତା’ର ଠିକଣା ମିଳିଯାଇଛି। ନେଦରଲ୍ୟାଣ୍ଡର ଝିଅ ଗବରିଲା ଡୁଡା ଏବଂ ସେହି ଗାଁର ହାର୍ଦ୍ଦିକ ବର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।…

ଖାଇବାକୁ ମନ ହେଲା, ଏକାଥରକେ ୩୨ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ମହିଳା

ବେଜିଂ,୩୦।୧୧: କିଛି ଲୋକ ଖାଇବାର ବହୁତ ଶୌକିନ ହୋଇଥାନ୍ତି। ସେମାନଙ୍କୁ ଆମେ ଫୁଡି ବୋଲି କହିଥାଉ। ବେଳେବେଳେ କିଛିଙ୍କୁ ଗୋଟିଏ ଆଇଟମର ଏପରି ଦିଓ୍ବାନା ହୋଇଯାଆନ୍ତି ଯେ ସେମାନେ ତାକୁ ବାରମ୍ବାର ଖାଇବାକୁ ପ୍ରିଫର କରିଥାଉ। ଚାଇନାର ଜଣେ ମହିଳାଙ୍କୁ ଗୋଟିଏ…

କାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

ଗୁଜରାଟ,୩୦।୧୧: ବହୁ ମହଲା ବିଶିଷ୍ଟ ବିଲ୍ଡିକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ। ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ ସୋସିଆଲ…

ଦିଲ୍ଲୀରେ ପ୍ଲାଟଫର୍ମ ଓ ମେଟ୍ରୋ ଭିତରେ ଚାପି ହୋଇଗଲେ ଯୁବକ, ଭିଡିଓ ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୩୦।୧୧: ମେଟ୍ରୋ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ଯାଇଛନ୍ତି ଯୁବକ। ଯେତେ ଚିତ୍କାର କଲେ ବି ବାହାରକୁ ଆସିପାରୁ ନାହାନ୍ତି। ଏପରି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣଙ୍କ ଲୋମକୁପ…

ଅନ୍ୟ ଝିଅଙ୍କୁ ଚାହିଁବାରୁ ପ୍ରେମିକଙ୍କୁ ଆଖି ଫୁଟାଇ ଦେଲେ ପ୍ରେମିକା

ଫ୍ଲୋରିଡା,୩୦।୧୧: ପ୍ରେମିକା ସାମ୍ନାରେ ଅନ୍ୟ ସ୍ତ୍ରୀକୁ ଦେଖିବାରୁ ଭୟଙ୍କର ପଦକ୍ଷେପ ନେଇଛନ୍ତି ପ୍ରେମିକା ଜଣକ। ପ୍ରେମିକଠାରୁ ପ୍ରତିଶୋଧ ନେବାକୁ ଯାଇ ମହିଳା ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ତାଙ୍କ ପ୍ରେମିକ ଆଖିରେ ରାବିସ…

ହାତରେ କ୍ଷୀର ବୋତଲ ଧରି ଶୋଇଛି କୁନି ହାତୀ: ଫଟୋ ଦେଖି ଲୋକଙ୍କ ମନେପଡିଗଲା ପିଲାଦିନ

ସୋସିଆଲ ମିଡିଆରେ ପଶୁମାନଙ୍କର ସମସ୍ତ ପ୍ରକାରର ମଜାଳିଆ ଏବଂ ବିପଦପୂର୍ଣ୍ଣ ଭିଡିଓରେ ଭାଇରାଲ ହୋଇଥାଏ। ହାତୀ, ମାଙ୍କଡ଼, କୁକୁର, ବିଲେଇ, କୁମ୍ଭୀର, ସିଂହ, ଚିତାବାଘ ଏବଂ ବାଘ ଭଳି ପଶୁମାନଙ୍କର ଭିଡିଓ ପ୍ରତିଦିନ ଦେଖାଯାଏ। ଏହି ଭିଡିଓଗୁଡିକରେ ପଶୁମାନଙ୍କର ସମସ୍ତ ପ୍ରକାର…

ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…

ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ ଦିଲ୍ଲୀ-ମୁମ୍ବାଇ…

୫ ମାସ ହେବ ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା,ଡାକ୍ତରଙ୍କ ପାଖକୁ ଯିବାରୁ ମୁଣ୍ଡ ଭିତରୁ ବାହାରିଲା…

ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରାୟ ପାଞ୍ଚ ମାସ ଧରି ପ୍ରବଳ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ। ସେ ଗତ ନଭେମ୍ବର ୨୫ରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ପହଞ୍ଚିଥିଲେ।…

ଏଠାରେ ହିଁ ଶେଷ ହୋଇଛି ଦୁନିଆ! ଆଉ ଆଗକୁ ରାସ୍ତା ନାହିଁ…

ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜ୍ଞାନ ନ ଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ। ଇ-୬୯ ରାଜପଥ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହା ୟୁରୋପୀୟ…

ପ୍ରବଳ କାନ୍ଦୁଥିଲା ନବଜାତକ, ମା’ଙ୍କ ଚୁମ୍ବନ ପାଇବା ପରେ…ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ

ମା’ ହେଉଛି ସନ୍ତାନର ଅତି ନିକଟତର। ମା’ ପିଲାଟିର ପ୍ରତ୍ୟେକ ଭାବନାକୁ ବୁଝିପାରେ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ ତାଙ୍କ ନବଜାତ ଶିଶୁକୁ ଚୁମ୍ବନ ଦିଅନ୍ତି ଏବଂ ପିଲାଟି କାନ୍ଦିବା ବନ୍ଦ…

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?