ଫୁରସତ

ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କୁ ସିନ୍ଦୁର ପିନ୍ଧାଇଲେ ଯୁବକ, ଆଉ ତା’ପରେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ଚଳନ୍ତା ଟ୍ରେନ୍‌ରେ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଏକ ଯୋଡି ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଏକ…

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ ବିଲେଇ ପାଳିଥିଲେ। ସେ ତାଙ୍କ ପିତାମାତାଙ୍କର ଗୋଟିଏ ବୋଲି ପୁଅ ଥିଲେ। ଗୋଟିଏ ବୋଲି…

୫ ବର୍ଷ ପୂର୍ବେ ହୋଇଯାଇଥିଲେ ଛାଡ଼ପତ୍ର: ହେଲେ ସ୍ବାମୀଙ୍କ ହୋଇଛି ହୃଦଘାତ, ତା’ପରେ…

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର ପରସ୍ପର ପାଇଁ ସାହାରା ପାଲଟନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିଆବାଦରେ।…

ବିଲେଇଙ୍କ ମଧ୍ୟରେ  ଫଶି ଯାଇଥିଲେ ପକ୍ଷୀ:  ଆଖି ପିଛୁଳାକେ ବଞ୍ଚାଇଲେ ଜୀବନ, ଭିଡିଓ ଦେଖିଲେ..

ପକ୍ଷୀମାନେ ବିପଦ ଆସିଲେ ସତର୍କ ହୋଇଯାନ୍ତି। ଏହାକୁ ଅଧିକ ସାହାସର ସହିତ ସାମ୍ନା କରନ୍ତି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ପକ୍ଷୀକୁ ୩ଟି ବିଲେଇ ମଧ୍ୟରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ବିଲେଇମାନେ ଚତୁର ହୋଇଥାନ୍ତି।…

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ ମାଛଙ୍କୁ ହସ୍ପିଟାଲ ନେଉଥିବା କହିଲେ କଣ ଆପଣ ବିଶ୍ୱାସ କରିବେ। ଏପରି…

୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି। ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ…

ରାସ୍ତା କଡରେ ବର୍ଷ ବର୍ଷ ଧରି ବନ୍ଦ ଥିବା ଘର ଖୋଲିବାରୁ ଶୁଭିଲା ଏମିତି ଶବ୍ଦ, ଲୋକେ ଆଶ୍ଚର୍ଯ୍ୟ

ଲଣ୍ଡନ: ଆଜିକାଲି, ଅନେକ ସହରୀ ଅନୁସନ୍ଧାନକାରୀ ସୋସିଆଲ ମିଡିଆରେ ସେମାନଙ୍କର କାହାଣୀ ଶେୟାର କରୁଛନ୍ତି। ଏହି ଲୋକମାନେ ଏପରି ସ୍ଥାନକୁ ଯାଆନ୍ତି ଯେଉଁଠାରେ ଅନେକ ବର୍ଷ ଧରି କେହି ଯାଇ ନାହାଁନ୍ତି। ସେହି ସ୍ଥାନଗୁଡିକୁ ଭିତରରୁ ଦେଖାଇ ଏବଂ ଲୋକଙ୍କ ସହିତ…

ବିବାହ ଦିନ ବରକୁ ହେଲା ଡେଙ୍ଗୁ, ବିନା ବ୍ୟାଣ୍ଡ ବାଜାରେ ହସ୍ପିଟାଲରେ ହେଲା ବିବାହ

ସମସ୍ତେ ବଡ ଆଡମ୍ବନା ସହିତ ବିବାହ କରିବାର ସ୍ବପ୍ନ ଦେଖନ୍ତି। କିନ୍ତୁ ବେଳେବେଳେ ଏଭଳି କିଛି ଘଟେ ଯେଉଁଥିପାଇଁ ସମସ୍ତ ଆଶା ମଧ୍ୟ ମରିଯାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ…

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ ଆଲୋଚନା କରୁଛନ୍ତି। ଏକଜିଟ ପୋଲ ଏଥର କେତେ ସଠିକ ପ୍ରମାଣିତ ହୋଇଛି ତାହା କେବଳ…

ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା କଲେ ଏମିତି କାରନାମା: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି। ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି କରନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ୟୁକ୍ରେନର ଜଣେ ଇନ୍‌ଫ୍ଲୁଏନ୍ସର ଏମିତି…

ଜଙ୍ଗଲରେ ଦୁଇ ଦନ୍ତାଙ୍କ ଜୋରଦାର ଲଢ଼େଇ; ଭିଡିଓ ଦେଖିଲେ ଟାଙ୍କୁରି ଉଠୁଛି ଲୋମ 

ସୋସିଆଲ ମିଡିଆରେ ଦୈନିକ ଶହ ଶହ ଜୀବଜନ୍ତୁଙ୍କ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ ଏବେ ଜଙ୍ଗଲର ଦୁଇ ବିଶାଳକାୟ ଦନ୍ତାହାତୀଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇର ଭିଡିଓ ଭାଇରାଲ ହେଉଛି।…

ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ,୩୦।୧୧: ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ ଜୀବନ୍ତ ବ୍ୟକ୍ତିଙ୍କ ଲମ୍ବା କେଶ ଥିବା ମହିଳା ଭାବେ ଗିନିଜ ୱାଲର୍‌ଡ ରେକର୍ଡ ଟାଇଟଲ ଜିତିଛନ୍ତି। ସେ୧୪ ବର୍ଷ ବୟସରୁ କେଶ ବଢାଉଛନ୍ତି ଏବଂ ସେବେଠାରୁ ଏହାର ଲମ୍ବ ୭ଫୁଟ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?