ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ଆସିଲା ମଦ ଗନ୍ଧ, କନ୍ୟା କଲେ ଏମିତି, ଭିଡିଓ ଦେଖିଲେ…
ଯେକୌଣସି ଝିଅ ହୁଅନ୍ତୁ କି ପୁଅ, ବିବାହ ଦିନଟି ହେଉଛି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ଦିନ। ଏହି କାରଣରୁ ଉକ୍ତ ଦିନକୁ ସ୍ମରଣୀୟ କରିବାକୁ କିଏ କେତେ ପ୍ରକାର ବ୍ୟବସ୍ଥା କରିଥାନ୍ତି। କିଛି ଭଲ କଥା ସ୍ମରଣୀୟ ହୋଇ ରହି…
ଏହି ଦେଶରେ ଜେଲରେ ପହରା ଦିଅନ୍ତି ବତକ
ଦେଶରେ ଜେଲରେ ସୁରକ୍ଷା ପ୍ରଦାନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଥାଏ। ଦୁର୍ଦ୍ଦାନ୍ତ ଅପରାଧୀ ଯେପିରି ଜେଲର ସୁରକ୍ଷା କବଚ ଭାଙ୍ଗି ବାହାରକୁ ନ ଯାଇ ପାରନ୍ତି ଏଥିପାଇଁ ସେମାନଙ୍କୁ ନଜର ରଖିବା ପାଇଁ ସିକ୍ୟୁରିଟି କ୍ୟାମେରା, ଗାର୍ଡ ସହ ଟ୍ରେନି କୁକୁର…
Video: ଗ୍ରୋସରୀ ଦୋକାନରୁ ଚୋରି କରି ଧରାପଡ଼ିଲେ ମହିଳା, ଏଭଳି ସ୍ଥାନରେ ଲୁଚାଇଥିଲେ ସାମଗ୍ରୀ ଯେ ଦେଖି ଉଡିଲା ହୋସ୍
ଚୋରି କରିବା ଲାଗି ଚୋରମାନେ ଭଳିକି ଭଳି ଉପାୟ ଅବଲମ୍ବନ କରିଥାନ୍ତି। ଏହା ଏକ ମାନସିକତା ମଧ୍ୟ। ତେବେ ଅନେକ ସମୟରେ ଚୋରୀ ସମୟର ଘଟଣାବଳୀର ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଠିକ୍ ସେଭଳି ଏକ ଭିଡିଓ…
ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ସରକାରଙ୍କ ବିରୋଧରେ ମାମଲା ଦାୟର କଲେ ଛାତ୍ର, କ୍ଷତିପୂରଣ ଦାବି
ସିଓଲ,୨୪।୧୨: ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ର ବର୍ଷକର ସିଲାବସକୁ କିପରି ଅଧ୍ୟୟନ କରିବାକୁ ସକ୍ଷମ ହୋଇଛନ୍ତି, ତାହା ଜାଣିବାରେ ଧାରଣା ଦେଇଥାଏ। ପରୀକ୍ଷା କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ।…
ହାପି ନ୍ୟୁ ଇଅର ଟୁ ୟୁ
ନୂଆବର୍ଷ ଆସିଲେ ଯୋଜନାପ୍ରିୟ ମଣିଷ ଅନେକଗୁଡିଏ ଯୋଜନାର ସ୍ବପ୍ନ ଦେଖିବା ଆରମ୍ଭ କରିଦିଏ। ଏହା ଭିତରେ ଏକ ପ୍ରମୁଖ କାମ ହେଲା ନୂଆବର୍ଷର ରିଜୋଲ୍ୟୁଶନ ବା ସଂକଳ୍ପ । ପ୍ରତିବର୍ଷ ନୂଆବର୍ଷ ଆସିଲେ କିଏ ଗୁଟ୍ଖା ତ କିଏ ମଦ ଛାଡ଼ିବା…
କାହିଁକି ସଜାଯାଏ କ୍ରିସ୍ମସ୍ ଟ୍ରି? ଜାଣନ୍ତୁ…
ଖ୍ରୀଷ୍ଟଧର୍ମରେ କ୍ରିସ୍ମସ୍କୁ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ। ଏହିଦିନକୁ ପ୍ରଭୁ ଯୀଶୁଙ୍କ ଜନ୍ମଦିବସଭାବେ ପାଳନ କରାଯାଏ। ତେଣୁ ଏହିଦିନକୁ ଖ୍ରୀଷ୍ଟଧର୍ମର ଲୋକେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଏହିଦିନ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ କେକ୍ କାଟନ୍ତି, ଉପହାର ପ୍ରଦାନ…
ଚରଣଙ୍କୁ ପରିଚୟ ଦେଇଛି କାଗଜ ମୁଖା
ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ ଗାଡ଼ିଆ ଗାଁ। ଏହି ଗାଁ କାଗଜମୁଖା ହସ୍ତଶିଳ୍ପ ପାଇଁ ବେଶ୍ ପ୍ରସିଦ୍ଧି ରହିଛି। ଏହି ଗାଁରେ ଥିବା କେତୋଟି ମୁଖା ତିଆରି ପରିବାର ମଧ୍ୟରେ ଶିଳ୍ପୀ ଚରଣ ମହାପାତ୍ରଙ୍କ ପରିବାର ଅନ୍ୟତମ। ଚରଣ…
ଦୁର୍ଜନଙ୍କ ପାଇଁ ସମାଜ ନଷ୍ଟ ହୁଏ: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା
ପିଲାଟି ଦିନରୁ ପୂଜାର୍ଚ୍ଚନା ଓ ବେଦପାଠ ତାଙ୍କୁ ଖୁବ୍ ଭଲ ଲାଗୁଥିଲା। ସ୍କୁଲ ବୟସରେ ସଂସ୍କୃତ ପଢିବା ସହ ବେଦ, ଉପନିଷଦ ଆଦି ଏକାଧିକ ପୁରାତନଶାସ୍ତ୍ର ପାଠକରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାରେ ବି ଥିଲା ଆଗ୍ରହ। ପରବର୍ତ୍ତୀ ସମୟରେ…
ଆଜି ଜାତୀୟ ଗ୍ରାହକ ଦିବସ
ସାମ୍ପ୍ରତିକ ସମୟରେ ଗ୍ରାହକଙ୍କୁ ସୁରକ୍ଷା ଆଇନ ବିଭିନ୍ନ ପ୍ରକାରର ଶୋଷଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସହିତ ଗୁଣବତ୍ତାଯୁକ୍ତ ସାମଗ୍ରୀ, ତ୍ରୁଟି ବିହୀନ ସେବା ଏବଂ ବାଣିଜି୍ୟକ କ୍ଷେତ୍ରରେ ପ୍ରଣୀତ ଆଇନର ଅବମାନନା ନେଇ ଗ୍ରାହକଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇଦେବା ଅପରିହାର୍ଯ୍ୟ…
ଶୀତରେ ପାଣି କମ୍ ପିଉଥିଲେ
ଶୀତଦିନେ ଥଣ୍ଡା ପାଗରେ ଆବଶ୍ୟକ ମାତ୍ରାରେ ପାଣି ପିଇବାରେ ଅନେକେ ଅବହେଳା କରିଥା’ନ୍ତି। ହେଲେ ଏହା ଦ୍ୱାରା ଡିହାଇଡ୍ରେଶନ୍ ହେବା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ… ପରିବେଶ ଥଣ୍ଡା ଥିବାରୁ ଦେହରୁ ଝାଳ ବାହାରି ନ ଥାଏ ଏବଂ ଶୋଷ…
ବିଶ୍ୱର ଏକକ ବୃହତ୍ତମ ପବନ ଫାର୍ମ
ଲଣ୍ଡନ: ପୃଥିବୀର ବୃହତ୍ତମ ଅଫ୍ଶୋର ପବନ ଫାର୍ମ ହର୍ନସି ପାଇଁ ଡେନ୍ମାର୍କର ଶକ୍ତି ନେତା ଅଷ୍ଟ୍ରେଡ୍ ଆନୁଷ୍ଠାନିକ ଭାବରେ ଏହାର ଶେଷ ବିନିଯୋଗ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହା ହର୍ନସି ଜୋନ୍ରେ ଅଷ୍ଟ୍ରେଡ୍ର ତୃତୀୟ ଗିଗାୱାଟ୍- ସ୍କେଲ୍ ପ୍ରୋଜେକ୍ଟକୁ ଚିହ୍ନିତ କରିଛି,…
‘ଦେବା’ରେ ଶାହିଦଙ୍କ ସହ ପୂଜା
ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍ଡେ ‘ରାଧେ ଶ୍ୟାମ’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍’ ଭଳି ହିନ୍ଦୀ ଫିଲ୍ମରେ ନଜରକୁ ଆସିଥିବାବେଳେ ଆଗକୁ ରୋମାଣ୍ଟିକ୍ ଥ୍ରିଲର ‘ଦେବା’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ସେ ଅଭିନେତା ଶାହିଦ କପୁରଙ୍କ…
Archives


