ଫୁରସତ

ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…

କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ ଏଭଳି…

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ କରିଥାନ୍ତି ନୂଆବର୍ଷ

ଆଉ ଦିନକ ପରେ ପାଳନ ହେବ ଇଂରାଜୀ ନୂଆବର୍ଷ। ଏହି ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ବାଗତ କରିଥାନ୍ତି।…

କାନରୁ ଆସୁଥିଲା ଏମିତି ଶବ୍ଦ, ଟେଷ୍ଟ ପରେ ଜଣାପଡ଼ିଲା ବୁଢ଼ିଆଣୀ ବସେଇଥିଲା…

ପ୍ରାୟ ସମସ୍ତ ପ୍ରକାର କୀଟ ଆମ ଚାରିପାଖରେ ରହିଛନ୍ତି, ଯଦିଓ ସେମାନେ ଆମର କୌଣସି କ୍ଷତି କରନ୍ତି ନାହିଁ। ହେଲେ କେବେକେବେ ଏପରି ଘଟେ ସେମାନେ ଆମ ଅଜଣାତରେ ଅନେକ କ୍ଷତି କରି ବସନ୍ତି। ବ୍ରିଟେନର ଜଣେ ମହିଳାଙ୍କ ସହ ଠିକ୍‌…

ବିବାହରେ ଯୋଗଦେଲେ ୩୦୦ପାଉଣ୍ଡ, ରଶମ-ଖାଦ୍ୟ-ରହିବା ପାଇଁ ରହିଛି ଅଲଗା ଚାର୍ଜ, ନିମନ୍ତ୍ରଣ କାର୍ଡ ଦେଖି ଅତିଥି ହତବାକ୍‌

ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ…

ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…

ବେଙ୍ଗାଲୁରୁ,୩୦।୧୨: ରୁମମେଟ୍‌ କିମ୍ବା ଫ୍ଲାଟମେଟ୍‌ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍‌ ସହ ରୁମ୍‌ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ…

ବିନା ମାଲିକରେ ଶପିଙ୍ଗ କରି ଇଣ୍ଟରନେଟରେ ୟୁଜର୍ସଙ୍କ ହୃଦୟ ଜିତୁଛି କୁକୁର

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର। ଏମିତି ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ କୁକୁର ଏହାର ମାଲିକ ବିନା ସପିଂ କରୁଥିବା ଦେଖାଯାଉଛି। ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି…

ବ୍ୟାଣ୍ଡ-ବାଜା ନେଇ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ବିଗି, ଦେଲା ହଟ୍‌ ସରପ୍ରାଇଜ, ଭିଡିଓ ଭାଇରାଲ

ଫୁଡ ଡେଲିଭରି କମ୍ପାନୀ ଭାବେ ପରିଚିତ ସ୍ବିଗି ତାଙ୍କ ଗ୍ରାହକଙ୍କୁ ଠିକ୍‌ ସମୟରେ ଫୁଡ ଡେଲିଭରି କରି ଲୋକପ୍ରିୟ ହୋଇପାରିଛି। ବେଳେବେଳେ ସ୍ବିଗି ନିଜ ଗ୍ରାହକଙ୍କୁ ଫୁଡ ଡେଲିଭରି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ। ଯେପରି ଖାଦ୍ୟରେ ଡିସକାଉଣ୍ଟ ଦେବା…

ବେଲଣା କାଠି, ଚପଲ, ଝାଡୁରେ ଆଙ୍କିଲେ ଚିତ୍ର, ଭିଡିଓ ଦେଖିଲେ

ଜଣେ ଚିତ୍ରକର କିଛି ଏପରି ଅଦ୍ଭୁତପୂର୍ବ ଚିତ୍ର କରନ୍ତି ଯେ, ଜଣେ ସାଧାରଣ ମଣିଷ ତାକୁ କେବେ ବି କଳ୍ପନା ମଧ୍ୟ କରିପାରିବ ନାହିଁ। କଳ୍ପନା ସାଗରରେ ବୁଡି ଚିତ୍ରକର ଏମିତି କିଛି ଆଙ୍କି ଦିଅନ୍ତି ଯାହାକୁ ବୁଝିବା ଆମ ପକ୍ଷେ…

ଏମିତି ଗବେଷଣା କରାଯିବ, ମଣିଷ ଜୀବିତ ରହିବ ୧୫୦ ବର୍ଷ, ୨୦୨୪କୁ ନେଇ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ

୨୦୨୩ବର୍ଷ ଶେଷ ହେଉଛି ଏବଂ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ୨୦୨୪ବର୍ଷ ବିଶ୍ୱ ପାଇଁ କିପରି ହେବ ସେନେଇ ଫ୍ରାନ୍ସର ଜ୍ୟୋତିଷ ନୋଷ୍ଟ୍ରାଡାମସ ଅନେକ ଭବିଷ୍ୟବାଣୀ କରିଛନ୍ତି। ଷୋଡଶ ଶତାବ୍ଦୀର ନୋଷ୍ଟ୍ରାଡାମସ ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ୧୫୫୫ରେ ଭବିଷ୍ୟତ…

ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ…

ସାଇକେଲରେ ଏମିତି ଷ୍ଟଣ୍ଟ କଲେ ଯୁବତୀ…

ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏପରି ଅଦ୍ଭୁତ ଭିଡିଓ ଦେଖିଥାଉ ଯାହା ଆମକୁ ହସାଇଥାଏ। ବେଳେବେଳେ ଆମେ ମଧ୍ୟ କିଛି ସୂଚନାପୂର୍ଣ୍ଣ ଭିଡିଓ ପାଇଥାଉ ଯାହାକୁ ଦେଖିବା ଦ୍ୱାରା ଆମେ କିଛି ଶିଖିଥାଉ। ବେଳେବେଳେ ଏହା ଘଟେ ଯେ କିଛି ଭିଡିଓ…

ସ୍ବାମୀଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଓଢଣା ତଳେ ଗୁଟଖା ଖାଉଥିଲେ ବୋହୂ, ମାମଲା ପହଞ୍ଚିଲା…

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ସେମାନଙ୍କ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ ଘରର ବୋହୂ ଲୁଚାଇ ଲୁଚାଇ ଓଢଣା ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?