ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି ଏବଂ…
ଜାଣନ୍ତି ଗ୍ୟାରେଣ୍ଟି ଆଉ ଓ୍ବାରେଣ୍ଟି ଭିତରେ ଫରକ କ’ଣ, କିଛି ଲୋକ ସମାନ ଭାବନ୍ତି, ମାତ୍ର ସମ୍ପୂର୍ଣ୍ଣ ଅଲଗା…
ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରବଳ ଶପିଂ ନିଶା ଘାରିଛି। ଲୋକଙ୍କ ଆୟ ବଢୁଥିବାରୁ ଆବଶ୍ୟକତା ମଧ୍ୟ ବଢୁଛି। ଏହି କାରଣରୁ ଲୋକମାନେ ବହୁତ ଶପିଂ କରନ୍ତି। ଯଦି ଆପଣ ଶପିଂକୁ ଭଲ ପାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହି ଦୁଇଟି…
କୁଲରକୁ କରିଦେଲେ ତିନିଚକିଆ ଗାଡି, ଯୁବକଙ୍କ ଦେଶୀ ଯୋଗାଡ ଦେଖି ହେବେ ତାଜୁବ, ଭିଡିଓ ଭାଇରାଲ
ଦେଶରେ ଏବେ ବହୁତ ଦେଶୀ ଯୋଗାଡ କରୁଥିବା ଲୋକ ବାହାରିଲେଣି। ଏପରି ଯୋଗାଡ ଦେଖି ନ ହସି ରହିପାରିବେନି। ଆପଣ ଖରାଦିନେ କୁଲର ବ୍ୟବହାର କରୁଥିବେ ହେଲେ ଶୀତଦିନେ ଏସବୁ ବ୍ୟବହାର ହୋଇ ନ ଥାଏ। ହେଲେ ବ୍ୟବହାର ନ ହେଲେ…
ଜାଣନ୍ତି କି ଏତେ ଉଚ୍ଚ ଗଛରେ ଥାଇ ନଡ଼ିଆ ଭିତରେ କେମିତି ପଶେ ପାଣି,ଦେଖନ୍ତୁ ଚମତ୍କାର ଭିଡିଓ…
ପ୍ରକୃତି ଏପରି ଅନେକ ଜିନିଷ ସୃଷ୍ଟି କରିଛି, ଯାହା ଚମତ୍କାରଠାରୁ କମ୍ ନୁହେଁ। ଅନେକ ଲୋକ କୁହନ୍ତି, ଭଗବାନ କିପରି ଏହି ଜିନିଷଗୁଡ଼ିକ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅନେକ ଜିନିଷ ଏତେ ସ୍ବାଭାବିକ ମନେହୁଏ ଯେ, ବିଶ୍ୱାସ କରିବା କଷ୍ଟକର।…
ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ
ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ…
ହାତ ଛାଡି ଚଲାଇଲେ ୧୩୦ କି.ମି. ସାଇକେଲ
କାନାଡାର ସାଇକେଲ ଚାଳକ ରବର୍ଟ ମରେ ନିକଟରେ ନିଜ ସାଇକେଲ ଚାଳନାକୁ ନେଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ୧୩୦.୨୯ କି.ମି.ରାସ୍ତାକୁ ସେ ହାତ ଛାଡି ଅର୍ଥାତ୍ ହ୍ୟାଣ୍ଡଲ ନ ଧରି ସାଇକେଲ ଚଳାଇ ଉକ୍ତ ରେକର୍ଡ କରିଛନ୍ତି। ସେପୁଣି…
ନିଜ ଧର୍ମକୁ ନିଜେ ରକ୍ଷାକରରେ ଭାଇ
ଗଣେଶ ପୂଜାରେ ଗଣେଶଙ୍କ ମେଢ଼ ସାମ୍ନାରେ ଅନୁଷ୍ଠିତ ‘ଡାନ୍ସ ଆଣ୍ଡ ଡାନ୍ସ୍’ ପ୍ରତିଯୋଗିତାରେ ‘ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ’ ଗୀତରେ ନାଚି ପ୍ରଥମ ହୋଇ ଚାଖଣ୍ଡେ ଲମ୍ବର ଏକ ସିଲ୍ କପ୍ ଧରି ଘରକୁ ଫେରିଥିବା ନଅବର୍ଷ ପୁଅର ସଫଳତାକୁ…
୨ ବର୍ଷ ହେଲା ବୁଲୁଛନ୍ତି ବିଶ୍ୱ
ଲଣ୍ଡନ: ଅନେକ ବ୍ୟକ୍ତି ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିବାବେଳେ ତାଙ୍କ ପାଇଁ ଅର୍ଥ ସର୍ବଦା ବାଧକ ସାଜିଥାଏ। ହେଲେ ଏକ ଦମ୍ପତି ୨ ବର୍ଷ ହେଲା ବିଶ୍ୱ ବୁଲୁଛନ୍ତି। ବ୍ରିଟେନ୍ର ବାସିନ୍ଦା ୩୫ ବର୍ଷୀୟା ହନ୍ନା ବୁଲ ଏବଂ ତାଙ୍କ ସ୍ବାମୀ…
କେଏଫ୍ସି ଚିକେନ ଥିମ୍ରେ ବିବାହ
ବିବାହ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ତେଣୁ ଏହାକୁ ଅଭୁଲା କରିବା ଲାଗି ଅନେକେ ଅଜବ ପନ୍ଥା ଆପଣେଇବାକୁ ପଛାଇ ନ ଥାଆନ୍ତି। ଯାହାର ଅନେକ ନଜିର ଦେଖିବାକୁ ମିଳିଛି। ସେମିତି ଏକ ଅଜବ ବିବାହ ସିଙ୍ଗାପୁରରେ ହୋଇଥିଲା। ଏହି ବିବାହ…
ପ୍ରଥମ ଦରମାରେ ମନ୍ଦିରରେ ଭୋଗ କରିଥିଲି: ଡଃ କୁମୁଦିନୀ ରାଉତରାୟ
ସୁନ୍ଦରଗଡ ସହରରେ ମୁଁ ମୋର ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲି। ପରେ ୟୁନିଭର୍ସିଟିରେ ଭୁତତ୍ତ୍ୱ ବିଜ୍ଞାନ ବିଭାଗରେ ଏମଏସସି ପଢୁଥିବାବେଳେ ସୁନ୍ଦରଗଡ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ସୁପରଭାଇଜର ପଦବୀ ପାଇଁ ସାକ୍ଷାତକାର ଦେଇ ସେଥିରେ କୃତକାର୍ଯ୍ୟ ହେଲି।…
ଆଉ ଏବେ ନାହିଁ ଭୟ, କମି ଯିବ ବୟସ, ବୈଜ୍ଞାନିକ ବାହାର କଲେ ଉପାୟ…
ଓ୍ବାଶିଂଟନ,୩୦।୧୨ : ବଢ଼ନ୍ତା ବୟସକୁ ମନ୍ଥର କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । କେହି କେହି ଜିମ ଯାଇ ବ୍ୟାୟାମ କରନ୍ତି, ଆଉ କେତେକ ନେଚରପାଥିର ସାହାଯ୍ୟ ନେଇଥାନ୍ତି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଠାରୁ ଆରମ୍ଭ…
ବରଫ ନଦୀ ଉପରେ ଅବତରଣ କଲା ଯାତ୍ରୀବାହୀ ବିମାନ, ଭିଡିଓ ଭାଇରାଲ…
ମସ୍କୋ,୩୦।୧୨ :ରୁଷିଆର ଏକ ଯାତ୍ରୀବାହୀ ବିମାନ ଦେଶର ପୂର୍ବ ଅଞ୍ଚଳରେ ବିମାନବନ୍ଦର ନିକଟରେ ଥିବା ନଦୀ ଉପରେ ଅବତରଣ କରିଛି। ପ୍ରବଳ ଥଣ୍ଡାରେ ନଦୀ ଜଳ ବରଫ ପାଲଟି ଯାଇଥିଲା। ବିମାନ ଅବତରଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହା କିପରି…

