ଫୁରସତ

ଗବେଷଣାକୁ ପ୍ରୋତ୍ସାହନରେ ଦକ୍ଷତାର ବିକାଶ

ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଜନ୍ମଦିନକୁ ଏଭଳି ଦିନ ଭାବରେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି- ‘ଗବେଷଣାକୁ ପ୍ରୋତ୍ସାହନ ଦେଇ…

ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।…

୧୦୦ ଟଙ୍କିଆ ନୋଟ୍‌ରେ କାଫେର ବିଜ୍ଞାପନ

ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି…

ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି…

ଚାଓମିନ୍‌ ଖାଇବାକୁ ପସନ୍ଦ କି? ଖାଇବା ପୂର୍ବରୁ ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଯୁବପିଢି ଚାଇନିଜ୍‌ ଖାଦ୍ୟ ଖାଇବାକୁ ମନ ବଳାଉଛନ୍ତି। ଚାଇନିଜ୍‌ ଖାଦ୍ୟ ମଧ୍ୟରେ ଚାଓମିନ୍‌ ସର୍ବପ୍ରଥମେ ଆସେ। ଏହାକୁ ଖାଇବାକୁ ପିଲା ଠାରୁ ଯୁବ ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି। ନିକଟରେ ଏକ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି।…

ହରିରାଜପୁର ଦୋଳ ମେଳଣ

ଓଡ଼ିଶା ଦୋଳମେଳଣ ଇତିହାସରେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅଧୀନ ହରିରାଜପୁର ପଞ୍ଚଦୋଳ ମେଳଣର ଆକର୍ଷଣୀୟ ଆତସବାଜି ପାଇଁ ସ୍ବତନ୍ତ୍ର ପରିଚୟ ରହିଛି। ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ନିମନ୍ତେ ବାଣ…

ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍‌ ଗୋପୀନାଥ ଦାଶ

ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ଗାଁରେ ମୋ ଜନ୍ମ। ଘରର ବଡ଼ ପୁଅ ହୋଇଥିବାରୁ ବହୁତ ଗେହ୍ଲାରେ ବଢୁଥିଲି। ହେଲେ ୧୯୮୫ ମସିହାରେ ହଠାତ୍‌ ସବୁକିଛି ବଦଳିଗଲା। ମୋ ନାବାଳକ ମଥାରେ ସମଗ୍ର ସଂସାରର ବୋଝ ଲଦି…

ଦ୍ୱିତୀୟ ଈଶ୍ୱର

ମଣିଷ ମୃତ୍ୟୁ ସହ ଯୁଝୁଥିବା ସମୟରେ ଯିଏ ତାଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିବାରେ ସକ୍ଷମ ହୋଇଥାନ୍ତି ସେ ହେଉଛନ୍ତି ଡାକ୍ତର। ସେଥିପାଇଁ ତ କଥାରେ କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ରୋଗୀ ସେବା ହେଉଛି ଯାହାଙ୍କର ପରମ ଧର୍ମ।…

ପୃଥିବୀ ପୃଷ୍ଠକୁ କେଉଁଠୁ ଆସିଲା ଜଳ, ବୈଜ୍ଞାନିକ ପାଇଲେ ବଡ଼ ସନ୍ଧାନ…

ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନରେ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଏକ ଗଭୀର ଜଳଭଣ୍ଡାରର ସନ୍ଧାନ ପାଇଛନ୍ତି। ଯାହା ପୃଥିବୀର ସମସ୍ତ ମହାସାଗରର ତିନିଗୁଣ ଅଟେ। ଏହି ଭୂତଳ ଜଳଭଣ୍ଡାର ଆମ ପୃଥିବୀ ପୃଷ୍ଠରୁ ପ୍ରାୟ ୭୦୦ କିଲୋମିଟର ତଳେ ରହିଛି। ଯାହା କେହି…

କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୭।୪ (ବନ୍ଦନା ସେଠୀ)ଆସନ୍ତା ୮ ତାରିଖ ସୋମବାର ଏକ ବିରଳ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଏବଂ ପାଖ ଅଞ୍ଚଳରେ ଆଂଶିକ…

ନୀରୋଗ ସ୍ବାସ୍ଥ୍ୟ ଓ ଜୀବନଧାରା

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ନୀରୋଗ ରଖିବା ଲାଗି ଏକ ସନ୍ତୁଳିତ ଜୀବନଶୈଳୀର ଆବଶ୍ୟକତା ରହିଛି। ତା’ସହ ଖାଦ୍ୟପେୟ, ବ୍ୟାୟାମ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ…

ମୋ ସ୍ବାସ୍ଥ୍ୟ, ମୋର ଅଧିକାର

ସମଗ୍ର ବିଶ୍ୱବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ତଥା ସେମାନଙ୍କର ସ୍ବାସ୍ଥ୍ୟ ସଂକ୍ରାନ୍ତ ସମସ୍ୟାର ସମାଧାନ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଉନ୍ନତି ଉଦ୍ଦେଶ୍ୟରେ ୧୯୪୮ ଏପ୍ରିଲ ୭ରେ ସ୍ଥାପିତ ହୋଇଥିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ସଂସ୍ଥା ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?