ଫୁରସତ

କେତେ ଝାଳ ବାହାରୁଛି ଜଣାଇଦେବ ସେନ୍‌ସର

ଆମେରିକାର ବୈଜ୍ଞାନିକମାନେ ଏକ ଛୋଟ ସେନ୍‌ସର ବିକାଶ କରିଛନ୍ତି ଯାହାକୁ ପିନ୍ଧିଲେ ବା ଲଗାଇଲେ ଶରୀରରୁ କେତେ ଝାଳ ବାହାରୁଛି ଜାଣିହେବ। ଏହାଦ୍ୱାରା ଡିହାଇଡ୍ରେଶନ ହେବ କି ନାହିଁ ତାହା ମଧ୍ୟ ଏଥିରୁ ଜାଣିହେବ । ଏହି ତଥ୍ୟ ସାଇନ୍ସ ଆଡ୍‌ଭାନ୍‌ସେସ୍‌ରେ…

ଭଲରେ ଶୁଅନ୍ତି ଭାରତୀୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ। ଏହା ପଛକୁ ସାଉଦି ଆରବ ଓ ତା’ ପଛକୁ ରହିଛି ଚାଇନା। ଫିଲିପ୍ସ ପକ୍ଷରୁ ଗ୍ଲୋବାଲ୍‌ ମାର୍କେଟ…

ଯେଉଁ ମନ୍ଦିରକୁ ନେତା ଓ ଅଫିସରଙ୍କୁ ପ୍ରବେଶ ମନା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମନ୍ଦିର ରହିଛି। ଏସବୁ ମନ୍ଦିରର ପରମ୍ପରାରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ। ତେବେ ଉତ୍ତରପ୍ରଦେଶ କାନପୁରଠାରେ ରହିଛି ଏକ ନିଆରା ମନ୍ଦିର। ଏଠାରେ ନେତା ଓ ଅଫିସରଙ୍କୁ ପ୍ରବେଶ ମନା କରାଯାଇଥାଏ। ଦେଶର ବଢୁଥିବା…

୩୦ବର୍ଷ ହେଲା ସାପ ବିଷକୁ ଇଞ୍ଜେକସନ୍‌ ମାଧ୍ୟମରେ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ,…

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି ଭାବେ ପାଳନ କରାଯାଇଥାଏ। କେହି ଏହାକୁ ପାଳନ ନ କଲେ ଏହାକୁ ଅବମାନନାର ଚରମ…

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ… ଆଜିକାଲି କେବଳ ଟଙ୍କା ପଇସା କାରବାର ନୁହେଁ। ସଞ୍ଚୟ କରିବାର…

ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍‌

ନୂଆଦିଲ୍ଲୀ,୨୦।୮: ଏପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍‌ ଓ ୟୁଏଫ୍‌ଓର ନାଁ ଶୁଣିଛନ୍ତି। ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ଆଉ କେବଳ ଚଳଚ୍ଚିତ୍ରରେ ଏଲିଏନ୍‌ ଓ (UFO-Unidentified flying object)କୁ ଆମେମାନେ ଦେଖି ସତକୁ…

ଏମିତି ଏକ ଆଇସ୍‌କ୍ରିମ୍‌, ଯାହା ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ

ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍‌କ୍ରିମ୍‌ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ। କିନ୍ତୁ ଚିନ୍ତା କେବଳ ଏତିକି ଥାଏ, ଆଇସ୍‌କ୍ରିମ୍‌ ଖୁବ୍‌ ଶୀଘ୍ର ତରଳିଯିବ। ବେଶୀ ସମୟ ଏହାର ମଜା ଉଠାଇବା ଅସମ୍ଭବ…

ଗୋଟିଏ ପଥର ବଦଳାଇଦେଲା ଜୀବନ

ଫିଲିପାଇନ୍ସର ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ରାତାରାତି ବଦଳିଯାଇଛି। ଗୋଟିଏ ଝଟ୍‌କାରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ କୋଟିପତି କରିବାରେ ତାଙ୍କୁ ଏକ ପଥର ସାହାଯ୍ୟ କରିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପ୍ରଥମେ ୩୪ କିଲୋର…

ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ

ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍‌ସିପ୍‌ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର। ଏହା ବିଶ୍ୱ ପ୍ରସିଦ୍ଧ ମନ୍ଦିର କହିଲେ କିଛି ଭୁଲ୍‌ ହେବ ନାହିଁ। ତେବେ ଏଠାରେ…

ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି

ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି। କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଇଂଲଣ୍ଡର ଟମ୍‌-ପ୍ରାଇନୋ-ବ୍ରୁନ୍‌ ପ୍ରତିଦିନ ଉଡ଼ି କରି ଅଫିସ ଯାଇଥାନ୍ତି। କାରଣ ଟମ୍‌ କେତେଥର ଟ୍ରାଫିକ୍‌ରେ ଫସିବା ପରେ ଏମିତି…

କଥା କହେ ଫଟୋ

ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?