ଫୁରସତ

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ ବିବେକାନନ୍ଦ ମେମୋରିଆଲ୍‌ କଲେଜରେ ଆଇ.ଏସ୍‌ସି ଓ ପରେ ଇକୋନୋମିକ୍ସ ଅନର୍ସ ରଖି ଗ୍ରାଜୁଏଶନ୍‌ ସମାପ୍ତ…

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ କରିବା ପାଇଁ, ଆଉ ପୁରୁଷପ୍ରଧାନ ଏହି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିବା ପାଇଁ।…

ଇଂଲିଶ ନାଁ ଓଡ଼ିଆ ଗାଁ: ସେମିତି କିଛି ଗାଁ ଓ ଗଳି କଥା; ନାମକରଣ ପଛର କାହାଣୀ

ଗ୍ରାମ୍ୟ ସଂସ୍କୃତିକୁ ନେଇ ସମୃଦ୍ଧ ଓଡ଼ିଶାର ସଂସ୍କୃତି । ଆଉ ପ୍ରତ୍ୟେକ ଗାଁର ପରମ୍ପରା ଓ ସଂସ୍କୃତିରେ ରହିଛି ସ୍ବତନ୍ତ୍ରତା। ତେବେ ସବୁଠୁ ଆଶ୍ଚର୍ଯ୍ୟ କରେ ଗାଁର ନାମକରଣ। କାରଣ ପ୍ରତ୍ୟେକ ଗାଁର ନାଁ ପଛରେ ରହିଛି କିଛି କଥା ଓ…

ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ…

ତ୍ୱଚାରେ ରହିଛି ପେନ୍‌ ରାଡାର୍‌

ସ୍ବିଡେନର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍‌ ରାଡାର । ନେଟ୍‌(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍‌…

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା ଆଷ୍ଟ୍ରୋ ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜିରେ ନିର୍ମିତ ଏହି…

ଯେଉଁଠି ଫୁଲ ତୋଡା ଧରିଲେ ଖୁବ୍‌ଶୀଘ୍ର ହୁଏ ବିବାହ

ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ ନେବାକୁ ବେଶ୍‌ ପସନ୍ଦ କରନ୍ତି। ବିଶେଷ କରି ଅବିବାହିତ ଝିଅ ପୁଅମାନେ ଏଥିରେ ଅଧିକ…

ମା’ ମୋବାଇଲ ଛଡ଼ାଇ ନେବାରୁ ଝିଅ ସ୍ମାର୍ଟ ଫ୍ରିଜ୍‌ରୁ ପଠାଇଲେ ମେସେଜ୍‌, ମୁଁ ତୁମ ସମସ୍ତଙ୍କୁ ଛାଡ଼ି ଚାଲିଯାଉଛି

ଆଜିର ଟେକ୍ନୋଲୋଜି ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ବିନା ସ୍ମାର୍ଟଫୋନ୍‌ରେ ସମସ୍ତ କାମ ଯେପରି ଅଧୁରା। ଲୋକଙ୍କ ଧ୍ୟାନ ସବୁବେଳେ ଫୋନ୍‌ ଉପରେ ରହୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନ୍ୟୁୟର୍କରେ। ଏଠାକାର ୧୫ ବର୍ଷର ଜଣେ ଯୁବତୀ…

ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍‌ ହେବା ଲକ୍ଷ୍ୟ, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ସରୀସୃପ ପାଲଟିବେ ଏହି ବ୍ୟକ୍ତି

ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି। ଖାସ୍‌କରି କିଛି ଲୋକ ବିୟୁଟିସିଆନ୍‌ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ହେଲେ ଆଜିର ସମୟରେ କେହି ଜୀବଜନ୍ତୁଙ୍କ ପରି ଦେଖାଯିବାକୁ ଇଚ୍ଛା କରିବେ? ହୁଏତ ନା। କିନ୍ତୁ…

ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ ଟ୍ରାକ୍‌। ଏଠାରେ ପ୍ରଭୁ ହନୁମାନଙ୍କୁ ସମ୍ମାନ ଜଣାଇ ଟ୍ରେନ୍‌ ଆପଣାଛାଏଁ ଅଟକିଯାଇଥାଏ ବୋଲି ଲୋକେ…

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ ସେ କ୍ଷମା କରିଦିଅନ୍ତୁ। କାରଣ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସାତ ଜନ୍ମର। ସ୍ବାମୀ ଜଣଙ୍କ କାହିଁକି,…

ଯେଉଁ ଜୀବ ଶୁଅନ୍ତି ୨୪ ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ। ବିଜ୍ଞାନ ଅନୁଯାୟୀ ଜଣେ ମଣିଷ ୮ ଘଣ୍ଟା ଶୋଇବା ନିହାତି ଜରୁରୀ। ଏଥିରୁ କମ୍‌ ସମୟ ଶୋଇବା ଦ୍ୱାରା ସ୍ବାସ୍ଥ୍ୟଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?