ଫୁରସତ

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ

ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍‌ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌’ ବା ଗୋଟିଏ ଫଟୋଚିତ୍ର ହଜାରେ ଶବ୍ଦ କହିପାରେ।…

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା…

ଏମିତି ମନ୍ଦିର ଯେଉଁଠି ରୋବଟ୍‌ ପୂଜାରୀ

ସାଧାରଣତଃ ମନ୍ଦିରରେ ପୂଜାରୀମାନେ ପୂଜା କରିଥାନ୍ତି। ମାତ୍ର ଏମିତି ଏକ ମନ୍ଦିର ରହିଛି ଯେଉଁଠି ପୂଜାରୀ ନୁହନ୍ତି, ରୋବଟ୍‌ କରିଥାନ୍ତି ପୂଜା। ଏପରି ମନ୍ଦିର ରହିଛି ଜାପାନରେ। ଏଠାକାର ୪୦୦ ବର୍ଷ ପୁରୁଣା ବୁଦ୍ଧ ମନ୍ଦିରରେ ରୋବଟ୍‌କୁ ପୂଜାରୀ ଭାବେ ନିଯୁକ୍ତି…

ଟୋକିଓର ଭାମ୍ପାୟର୍ସ କାଫେ

ଖାଦ୍ୟ ସହ ଯଦି ଆଡ୍‌ଭେଞ୍ଚରର ମଜା ନେବାକୁ ଚାହାନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ନିହାତି ଭାବେ ଏକ ଉପଯୁକ୍ତ ସ୍ଥାନ, ଯାହାର ନାଁ ହେଉଛି ‘ଭାମ୍ପାୟର୍ସ କାଫେ’। ଟୋକିଓର ଗିଞ୍ଜାଠାରେ ଥିବା ଏହି ଭାମ୍ପାୟର ଥିମ୍‌ କାଫେ ଅନେକ…

୮୪ ସେକେଣ୍ଡରେ ଚେନ୍ନାଇର ଭେୟାଶିନୀଙ୍କ କାରନାମା: ଚିହ୍ନିଲେ ୪୯ ଦେଶର ଜାତୀୟ ପତାକା

ପୃଥିବୀର ଅନେକ ଲୋକ ଅନେକ ପ୍ରକାର ରେକର୍ଡ କରୁଛନ୍ତି। ହେଲେ କିଛି ରେକର୍ଡ ସମ୍ପର୍କରେ ବହୁତ କମ୍‌ ଲୋକ ଜାଣନ୍ତି। ସେମିତି ଏକ ରେକର୍ଡ ହେଉଛି ୪ ବର୍ଷର କୁନି ଝିଅ ପି.ଭେୟାଶିନୀଙ୍କର। ଚେନ୍ନାଇରେ ରହୁଥିବା ଭେୟାଶିନୀ ଏସିଆର ସମସ୍ତ ୪୯…

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍‌କୁ ପାର ହେବା ବହୁତ କଷ୍ଟକର। ଯଦିଓ ଅନେକ ଲୋକ ପହଁରିକି ବି ଇଂଲିଶ ଚ୍ୟାନେଲ ପାର ହୋଇଛନ୍ତି।…

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ ହୋଇ କେମିତି ଏପରି ଏକ କାମ କରିପାରିବ? ମାତ୍ର କଥାଟି ଶହେରୁ ଶହେ ପ୍ରତିଶତ…

୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ। ଏହାକୁ ଠିକ୍‌ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ। ଏକଥାର ମର୍ମ ଭଲଭାବେ ବୁଝିପାରିଛନ୍ତି ଇଥିଓପିଆର ସରକାର ଓ ଜନତା। କାରଣ ଏଠାକାର ଜଙ୍ଗଲ ଅବକ୍ଷୟ ଘଟି ମାତ୍ର୪%…

ଚାଇନାର ହାଇଟେକ୍‌ ଭିକାରି, କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମାଗୁଛନ୍ତି ଭିକ

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍‌, ଏଠାକାର ଭିକାରି ବି ସେମିତି ହାଇଟେକ୍‌। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ ଭିକ ମାଗୁଛନ୍ତି କ୍ୟୁଆର୍‌ କୋଡ୍‌ ମାଧ୍ୟମରେ। କଥାଟି ଅଜବ ଲାଗୁଥିବ। ହେଲେ ଏହା ସତ।…

ବ୍ରିଟେନ୍‌ରେ ମହିଳାଙ୍କ ହର୍ସ ରେସ୍‌: ବଢିବାକୁ ଲାଗିଛି ଲୋକପ୍ରିୟତା

ହର୍ସ ରେସ୍‌ ବା ଘୋଡା ଦୌଡ ସର୍ବଦା ଏକ ପୁରୁଷ ପ୍ରଧାନ ଖେଳ ଭାବେ ପରିଚିତ ହୋଇଆସିଛି। ହେଲେ ୨୦୧୨ ବ୍ରିଟେନ୍‌ରେ ଆରମ୍ଭ ହୋଇଥିଲା ମହିଳାଙ୍କ ଘୋଡାଦୌଡ ପ୍ରତିଯୋଗିତା, ମଙ୍ଗୋଲିଆ କପ୍‌। ସେତେବେଳେ ଏହାକୁ ଦେଖିବାପାଇଁ ବହୁ କଷ୍ଟରେ ୧୦ ହଜାର…

ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା

ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍‌.ଏଚ୍‌. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ ଫ୍ରାନ୍ସରେ ଦୀର୍ଘଦିନ ରହି ଚିତ୍ର କରୁଥିଲେ। ଫ୍ରାନ୍ସରେ ରହିଥିଲେ ମଧ୍ୟ ତାଙ୍କର ଆତ୍ମା ରହିଥିଲା…

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି ମଠର ପରିସର ଦେଖିବା ପାଇଁ ଏକ ଆଶ୍ରମ ସଦୃଶ। ଫଳରେ ଏଭଳି ଏକ ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?