ଫୁରସତ

ସାର୍କ ମୁହଁରୁ ବ୍ୟକ୍ତିଙ୍କୁ ବଞ୍ଚାଇଲା ଡ୍ରୋନ୍‌, ଦେଖନ୍ତୁ ଛାତିଥରା ଦୃଶ୍ୟ

ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସମୁଦ୍ରରେ ମନ ଆନନ୍ଦରେ ବୋଟିଂ କରୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛେ ପଛେ ଘୂରି ବୁଲୁଛି। ସୌଭାଗ୍ୟ ବଶତଃ ସେ ଏଥିରୁ ବଞ୍ଚି ଯାଇଛନ୍ତି। ଗୋଟିଏ ଡ୍ରୋନ୍‌ କ୍ୟାମେରା ହିଁ ଏହି…

ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା

ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଥିବା ଝାଙ୍ଗ ନାମକ ଜଣେ ବ୍ୟକ୍ତି ନୁଡଲ୍ସ ସାହାଯ୍ୟରେ ନିଜର ଆଗାମୀ…

ଟ୍ରେନ୍‌ରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ ଏହା କ’ଣ ସୂଚାଇଥାଏ

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ନ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍‌ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍‌ରେ ୧୧ ପ୍ରକାର ହର୍ନ ବାଜିଥାଏ।…

ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।…

ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌, ଡିଓ ତଥା ଅନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି…

ବିରଳ ମାଛ: ଡାଇନୋସର୍‌ ସହ ରହିଛି ସାମଞ୍ଜସ୍ୟ, ଫଟୋ ଭାଇରାଲ

ନର୍‌ଓ୍ବେର ଅକ୍ସର ନାମକ ଜଣେ ୧୯ ବର୍ଷୀୟ ନୌଯବାନ ଏକ ବିରଳ ମାଛ ଧରିଛନ୍ତି। ଏବେ ଏହି ମାଛର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମାଛଟିକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଅକ୍ସର ମାଛ ଧରିବାକୁ…

ଝିଅ ବାହାଘର ହେଉଛି ୫୧ ଟଙ୍କାରେ

ରାଞ୍ଚି: ହଜାର କି ଶହେ ନୁହେଁ ୫୧ ଟଙ୍କାରେ ଝିଅ ବାହାଘର ହେଉଛି ରାଞ୍ଚିର ପାହାଡି ମନ୍ଦିରରେ। ଏହି ମନ୍ଦିରରେ ପୂଜା କରିବା ବ୍ୟୟବହୁଳ ହୋଇଥିତ୍ବାବେଳେ ବାହାଘର ପୂରା କମ୍‌ ଖର୍ଚ୍ଚରେ କରାଯାଉଛି। ଅନ୍ତ୍ୟୋଦୟ ଓ ଲଲକାର୍ଡଧାରୀମାନଙ୍କୁ ଯେମିତି ସରକାରୀ ଯୋଜନାରୁ…

୨୦ ବର୍ଷ ପରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ

ଅହମ୍ମଦାବାଦ: ଦୁର୍ଘଟଣାରେ ଜଣେ ପଙ୍ଗୁ ହୋଇଯିବା ପରେ ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷତିପୂରଣ ପାଇବା ଘଟଣା ଏବେ ସାମନାକୁ ଆସିଛି। ଗୁଜରାଟର ଅହମ୍ମଦାବାଦରେ ରହୁଥିବା ମନୀଷ ଖ୍ରୀଷ୍ଟି ଏକ ଦୁର୍ଘଟଣାରେ ପଙ୍ଗୁ ହୋଇଯିବା ପରେ କ୍ଷତିପୂରଣ ପାଇବାକୁ ମିର୍ଜାପୁର ଗ୍ରାମୀଣ…

ଏହି ଭାରତୀୟ ଗାଁରେ ସମସ୍ତେ କଥା ହୁଅନ୍ତି ପର୍ତ୍ତୁଗିଜ୍‌ ଭାଷାରେ

ଭାରତ ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। କିନ୍ତୁ ମହାରାଷ୍ଟ୍ର ରାଇଗଡର କୋରଲାଇ ଗାଁ ସବୁଠାରୁ ନିଆରା। କାରଣ ଏଠାରେ ଥିବା ଭାରତୀୟମାନେ ପର୍ତ୍ତୁଗିଜ୍‌ ଭାଷାରେ କଥା ହୁଅନ୍ତି। କଥାଟା ଅଡୁଆ ଲାଗୁଥିଲେ…

ତାରରେ ଝୁଲି ବିବାହ କଲେ ଏହି ଯୋଡ଼ି, ଫଟୋ ଭାଇରାଲ

ଅନେକ ଲୋକଙ୍କୁ କିଛି ଭିନ୍ନ କରି ଦେଖାଇବାର ନିଶା ଘାରିଥାଏ। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏଇ ଯେମିତି ଜର୍ମାନୀର ଏକ ଯୋଡ଼ି। ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ ତାର ସାହାଯ୍ୟରେ ଆକାଶରେ ଝୁଲି…

କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର ଭାଷା କହିବାକୁ ଲାଗିଲେ। ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ରିପୋର୍ଟରୁ ପ୍ରକାଶ,…

‘୫ମାସ କୋମାକୁ ଚାଲିିଯାଇଥିଲି’

ରତ୍ନାକର ରାଉତ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୋଇତା ଗ୍ରାମରେ ୧୯୬୧ମସିହା ଅଗଷ୍ଟ ୨୮ରେ ତାଙ୍କର ଜନ୍ମ। ଫକୀର ମୋହନ କଲେଜରୁ ସ୍ନାତକ ଓ ରେଭେନ୍ସାରେ ସ୍ନାତ୍ତକୋତର ପରେ ଏମ୍‌ଫିଲ୍‌ କରିବା ସମୟରେ ସେ ୧୯୮୫ ଜୁନ୍‌ରେ ପାଇଥିଲେ ଓଏଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?