ଫୁରସତ

ଯେଉଁଠାରେ ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ। କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି ଆପଣ ଜିନିଷ କିଣିପାରିବେ। ଆସାମର ମୋରିଗାଓଁ ଜିଲାରେ ପ୍ରତିବର୍ଷ ‘ଜୋନବିଲ’ ନାମକ ଏକ ମେଳା…

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ ନୀଳ ରଙ୍ଗରେ ରଙ୍ଗାଯାଉଛି। ଆଉ ଏହା ପଛର କାରଣ ହେଉଛି ତାପମାତ୍ରା ନିୟନ୍ତ୍ରଣ କରିବା।…

କୃଷକଙ୍କ ପୁଅ ତିଆରି କଲେ ହେଲିକପ୍ଟର

ରାଜସ୍ଥାନ, ଦୌସାର ବାନ୍ଦିକୁଇ କ୍ଷେତ୍ରସ୍ଥ ଆଭାନେରୀ ଗ୍ରାମପଞ୍ଚାୟତର ଦୁଇହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଚେତରାମ ଗୁଜ୍ଜର। ଅଭାବ ଅନଟନ ଓ ବିଭିନ୍ନ ବିଷମ ପରିସ୍ଥିତିରେ ଥାଇ ବି ସେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।…

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ ରକ୍ଷା କରି ଚାଲି କରିଛନ୍ତି ରେକର୍ଡ। ଲୁହାର ରୋପ ଓ୍ବେରେ ଚାଲି ସର୍ବୋଚ୍ଚ ଶିଖରରେ…

କଲରିଂ ବୁକ୍‌ କାଫେ

ଟୋକିଓ, ଶିନ୍‌ ଓବୁକୋର ‘୨ଡି କାଫେ’ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଖାସ୍‌କରି ପିଲାମାନଙ୍କୁ ଏହା ବେଶ୍‌ ଭଲ ଲାଗୁଛି। କାରଣ ଏହା ସେମାନଙ୍କୁ କୌଣସି ରେଖାଚିତ୍ରର ଦୁନିଆରେ ଥିବା ପରି ଅନୁଭୂତି ପ୍ରଦାନ କରିଥାଏ। କାଫେ ମଧ୍ୟକୁ ପ୍ରବେଶ…

ଚିନ୍ମୟ ଚିନ୍ତନ: ଟୁଉକୁ ମୂଷିଲୋ ଟୁଉକୁ ମୂଷି..

‘ଟୁଉକୁ ମୂଷିଲୋ ଟୁଉକୁ ମୂଷି ଧାନ ଭରଣକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି’ ଦୁଇ ତିନି ବର୍ଷ ବୟସର ଶିଶୁ। ଲମ୍ବା ହୋଇଥିବା ମା’ର ଦୁଇ ଗୋଡ଼ ମଝିରେ ଶୋଇଥିବ। ଖାଇବାକୁ ଅଝଟ ହେଉଥିବ। ଠିକ୍‌ ସେତିକିବେଳେ…

ଏଥର ପର୍ଯ୍ୟଟନରେ ‘ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’

ଉତ୍ତରପ୍ରଦେଶର ଲକ୍ଷିମପୁର ଖେରୀ ଜିଲା ଅନ୍ତର୍ଗତ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନର ବେଶ୍‌ ନାଁ ରହିଛି। ଏହି ଉଦ୍ୟାନଟି ଭାରତ ଓ ନେପାଳ ସୀମାକୁ ଲାଗି ପ୍ରାୟ ୪୯୦.୩ ବର୍ଗ କି.ମି.ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଉପରେ…

ଫୁକା ଗାଁର କୃଷିଯନ୍ତ୍ର କାରିଗର

ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜଣେ ଯୁବକ। ଇଞ୍ଜିନିୟରିଂ ପାଠ ପଢ଼ିନାହାନ୍ତି, ମାତ୍ର ନିଆରା କୃଷିଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରକୁ ଚାଷକାମରେ ଲଗାଇ ସଫଳ ହୋଇପାରିଥିବାରୁ ଅନ୍ୟଚାଷୀମାନେ ତାଙ୍କଠାରୁ ସେହି ଯନ୍ତ୍ରକୁ କିଣି ବେଶ୍‌ ଉପକୃତ ହୋଇପାରୁଛନ୍ତି।…

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ ଅଧ୍ୟୟନ କଲି। ପଶୁ ଡାକ୍ତରୀ ପଢ଼ିବାର ସୁଯୋଗ ମିଳିଥିଲେ ବି ଆର୍ଥିକ ଅନଟନ ଯୋଗୁ…

ବ୍ୟକ୍ତିତ୍ୱ: ଆମେରିକୀୟ ଲେଖିକା ଜୋୟେସ କାରୋଲ୍‌

ପୂରାନାମ ଜୋୟେସ୍‌ କାରୋଲ୍‌ ଓଏଟସ୍‌। ତେବେ ସେ ଜୋୟେସ୍‌ କାରୋଲ୍‌ ଭାବରେ ହିଁ ବେଶି ପରିଚିତ। ମୂଳତଃ ଜଣେ ଆମେରିକୀୟ ଲେଖିକା ହୋଇଥିଲେ ମଧ୍ୟ ସାମ୍ପ୍ରତିକ ବିଶ୍ୱ ସାହିତ୍ୟରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରିହୁଏନାହିଁ। କାରୋଲ୍‌ଙ୍କ ପ୍ରଥମ ଉପନ୍ୟାସ ପ୍ରକାଶ ପାଏ…

ଇଡ୍‌ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି

ଆଜିର ଏହି ଦରଦାମ୍‌ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ ପଇସା ଲାଭ ପାଇବାକୁ କାହାର ବା ଇଚ୍ଛା ନୁହେଁ। ହେଲେ କିଛି ଲୋକ ଅଛନ୍ତି,…

ଏହା ଭାରତର ୪ ଦୂରସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌, ଯେଉଁଥିରେ ବସି ଦେଖିପାରିବେ ପୂରା ଭାରତର ଦୃଶ୍ୟ

ବିଭିନ୍ନତା ମଧ୍ୟରେ ଏକତା ପରିଲକ୍ଷିତ ହେଉଥିବା ଆମ ଭାରତ ଏକ ବିରାଟ ଦେଶ। ଏହାର ସଭ୍ୟତା ଓ ସଂସ୍କୃତି ମଧ୍ୟ ଅଲଗା। ତେବେ ଯଦି ଆପଣଙ୍କୁ ଭାରତର ଏହି ଭିନ୍ନଭିନ୍ନ ସଭ୍ୟତା ଓ ସଂସ୍କୃତିକୁ ଦେଖିବା ଲାଗି ଇଚ୍ଛା ହେଉଛି, ଏଥିଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?