ଫୁରସତ

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ ଜଗତ ଓ ପ୍ରଶଂସକଙ୍କର ଶୁଭେଚ୍ଛାର ସୂଅ ଛୁଟିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ନରେନ୍ଦ୍ର…

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ ସାମିଲ୍‌ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ସ୍ଥାନୀୟ ଜନଜାତି…

ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ। ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଲିଶନ ଓ୍ବିଲ୍‌ସନ…

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର ଶିକାର ହୁଅନ୍ତି ଜଟିଳ ‘ଆଣ୍ଟ୍ରୋଗ୍ରେଡ୍‌ ଆମ୍ନେସିଆ’ରେ। ନାୟକଙ୍କ ନିକଟରେ ଦେଖିବାକୁ ମିଳେ ଏକ ଅଜବ…

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି ଏହି ଆପ୍‌ ତିଆରି ହୋଇଥିବା କୁହାଯାଉଛି। ଏହା ଦ୍ୱାରା ସ୍ବାମୀମାନେ ବେଶ୍‌ ଉପକୃତ ହୋଇପାରିବେ…

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତୁହାକୁ ତୁହା ବର୍ଷୁଛନ୍ତି ଓ ପରମାଣୁ ଯୁଦ୍ଧର ଧମକ ବି ଦେଉଛନ୍ତି। ସେ…

ଘର ଭଡ଼ା ନେଉଥିଲେ…

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାର ଭଡ଼ାଘର ନେଇ ରହିଥାନ୍ତି। ସେଠାରେ ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ମଧ୍ୟ ରଖିଥାନ୍ତି। ହେଲେ ବେଳେବେଳେ ବିଭିନ୍ନ କାରଣରୁ ଘର ପରିବର୍ତ୍ତନ କରିବାକୁ ପଡୁଥିବାରୁ କେତେକ ସାମଗ୍ରୀ ଭାଙ୍ଗିଯିବା କିମ୍ବା…

ଯେଉଁଠି ପିଲାମାନେ ଦେଶ ସୀମା ପାର ହୋଇ ଯାଆନ୍ତି ସ୍କୁଲ

ଏମିତି ଏକ ଦେଶ ରହିଛି, ଯେଉଁଠାରେ ପ୍ରତିଦିନ ପିଲାଙ୍କୁ ପଢ଼ିବାକୁ ଯିବାକୁ ଏବଂ ସେଠାରୁ ଫେରିବାକୁ ଇଣ୍ଟରନ୍ୟାସନାଲ୍‌ ବର୍ଡର୍‌ କ୍ରସ୍‌ କରିବାକୁ ପଡ଼େ। ଏହି ସ୍କୁଲ୍‌ ଆମେରିକାରେ ରହିଛି। ପ୍ରକୃତରେ ଆମେରିକାର କଲମ୍ବସ୍‌ ଏଲିମେଣ୍ଟ୍ରି ସ୍କୁଲ୍‌ରେ ଅନେକ ପିଲା ବିଦେଶରୁ ପଢ଼ିବାକୁ…

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ…

ଏଠି ସମସ୍ତଙ୍କର ଗୋଟିଏ କିଡ୍‌ନୀ

ଗୋଟିଏ କିଡ୍‌ନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି। ଗାଁର ନାଁ ହୋକ୍‌ସେ। ଏଠି ଅଧିକାଂଶ ଲୋକେ ଗୋଟିଏ କିଡ୍‌ନୀରେ ଜୀବନ ବିତାଉଛନ୍ତି। କୌଣସି ରୋଗ ପାଇଁ ନୁହେଁ ବରଂ ଅଭାବରୁ ଏମାନେ କିଡ୍‌ନୀ…

ବିବାହକୁ ନିମନ୍ତ୍ରଣ କରି ସାଙ୍ଗରେ ଚେୟାର, ସାଣ୍ଡଓ୍ବିଚ୍‌ ଆଣିବାକୁ କହିଲେ ଦମ୍ପତି

ସୋସିଆଲ ମିଡିଆରେ ଏକ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହେବାରେ ଲାଗିଛି। ଅତିଥିମାନେ ବିବାହରେ ଯୋଗଦେବେ କି ନାହିଁ ସେନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଣାଇବା ପାଇଁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି। ଆଉ ଯଦି ନ ଜଣାନ୍ତି ତେବେ ସାଙ୍ଗରେ…

ଓଜୋନ ରଖିଛି ଜୀବନ

ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ”ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନ ସ୍ତର ଭୂପୃଷ୍ଠକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?