ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ
ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ ଏମିତି ଭାବେ ସେମାନଙ୍କ ଗର୍ଭଶୟକୁ ବାହାର କରି ଦେଉଛନ୍ତି ଯେମିତି ପୋଷାକ ବଦଳାଇବା ପରି।…
ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…
ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ ଲୋକ ଚିନ୍ତାଗ୍ରସ୍ତ ରୁହନ୍ତି । ଅପରପକ୍ଷରେ ଏଠାରେ ଅଧିକ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି…
ଅଜବ ମ୍ୟୁଜିୟମ୍ : ସଂରକ୍ଷିତ ରହିଛି ୪ ହଜାର ବାସନ
ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ। ମାତ୍ର ଭାରତରେ ଏମିତି ମ୍ୟୁଜିୟମ ଅଛି, ଯେଉଁଠି ଅଜବ ସାମଗ୍ରୀ ରଖାଯାଇଛି; ଯାହା ଦେଖିଲେ…
ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା
ଚାଇନାର ଝୋଜିୟାଙ୍ଗ୍ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ ବୋଲି…
ଇଣ୍ଡୋନେସିଆର ତାଳଗଛ ଚଢା ପ୍ରତିଯୋଗିତା
ଅଗଷ୍ଟ ୧୭ ତାରିଖ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ଦିବସ। ଏହିଦିନକୁ ଇଣ୍ଡୋନେସିଆ ବାସୀ ବେଶ୍ ଧୁମ୍ଧାମ୍ରେ ପାଳନ କରନ୍ତି। ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ହୁଏ। ବିଭିନ୍ନପ୍ରକାର ପ୍ରତିଯୋଗିତା ବି ଆୟୋଜନ କରାଯାଏ। ସେହି ପ୍ରତିଯୋଗିତା ମଧ୍ୟରେ ତାଳଗଛ ଚଢିବା…
ଚୁମ୍ବନରୁ ଚୟନ ହୁଏ ପ୍ରେମୀ
ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍ ନୁହେଁ। ହ୍ବାଇଟ୍ ଫ୍ରଣ୍ଟେଡ୍ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ ମିଳନ୍ତି, ଯେଉଁମାନେ ଚୁମ୍ବନ ଦେବାରେ ମାହିର। ଏହି ଶୁଆଗୁଡ଼ିକ ଖୁବ୍ ଆକର୍ଷଣୀୟ ଲାଗନ୍ତି। ଏମାନଙ୍କ…
ବହୁମୂଲ୍ୟ କଙ୍କଡା ରକ୍ତ: ଏକ ଲିଟର ମୂଲ୍ୟ ୧୦ ଲକ୍ଷ ଟଙ୍କା
ହର୍ଷସୁ’ କଙ୍କଡା ଦେଖିବାକୁ ଘୋଡାର ନାଲ ଭଳି। ହେଲେ ଏହାର ସାଙ୍କୁଚ ପରି ଲାଞ୍ଜ ଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଲିମୁଲସ୍ ପଲିଫେମସ୍। ଆଉ ଏହି କଙ୍କଡାର ରକ୍ତ ନୀଳ ରଙ୍ଗର ହୋଇଥାଏ। ଉକ୍ତ କଙ୍କଡାର ରକ୍ତ ମେଡିକାଲ ସାଇନ୍ସ…
ଆଳୁ ଆକୃତି ହୋଟେଲ
ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି ଉପରେ ଏକ ବଡ ଆଳୁ ରଖାଯାଇଛି । ୬ ଟନ୍ ଓଜନ ବିଶିଷ୍ଟ ଏହି…
କେଶହୀନ କନିଆ
ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ ବିନ୍ୟାସ ସେତେ ଆକର୍ଷକ ହୁଏ। ହେଲେ ନିକଟରେ ଜଣେ କେଶ ନ ଥିବା କନିଆଙ୍କ…
ବ୍ୟକ୍ତିତ୍ୱ: ସ୍ବଦେଶ ଦୀପକ
ଭାରତୀୟ ନାଟ୍ୟ ସାହିତ୍ୟରେ ସ୍ବଦେଶ ଦୀପକ ନାମଟି ଏକ ଅତି ପରିଚିତ ନାମ। ବିଶେଷକରି ନାଟକ କଥା ଉଠିଲେ ତାଙ୍କ ରଚିତ ନାଟକ ‘କୋର୍ଟ ମାର୍ସଲ’ଟି ଆଖି ଆଗକୁ ଚାଲିଆସେ। ଏହାକୁ ଆଧୁନିକ ଭାରତର ନାଟ୍ୟସାହିତ୍ୟରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇଥାଏ।…
କୁକୁର ପାଲଟିଛି କିଙ୍ଗ ଅଫ ବାଲାନ୍ସ
ହାର୍ଲସୋ ହେଉଛି ଏକ ୫ ବର୍ଷୀୟ ଦାଚ୍ସହୁଣ୍ଡ ପ୍ରଜାତିର କୁକୁର। ତା’ର ଘର ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରେ। ହେଲେ ଏବେ ସେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚିତ। କାରଣ ହାର୍ଲସୋ ନିଜ ମୁଣ୍ଡରେ ବିଭିନ୍ନ ଜିନିଷକୁ ସନ୍ତୁଳନ ରକ୍ଷାକରି ରଖିପାରୁଛି। ତାହା…
ସେଲିବ୍ରିଟିଙ୍କ ଡର
ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ଲାଗି ଡର ନିଶ୍ଚିତ ଭାବେ ରହିଥାଏ। ତେବେ ବଲିଉଡର କିଛି ସେଲିବ୍ରିଟିଙ୍କ କ’ଣ ସବୁ ଡର ରହିଛି ଆସନ୍ତୁ ଜାଣିବା… * ଶ୍ରଦ୍ଧା କପୁରଙ୍କୁ ବିଜୁଳି ଏବଂ ଘଡଘଡିକୁ ବହୁତ ଡରଲାଗେ। ଏହାବ୍ୟତୀତ…

