ଦହି ସହ ଚିନି ଖାଆନ୍ତି କାହିଁକି…
ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ। ଯାହାଦ୍ୱାରା ଆମେମାନେ ସେହି ରୀତିନୀତିକୁ ପାଳନ କରିଥାଉ। ଏପରି ଏକ ପରମ୍ପରା ରହିଛି ଯେ କୌଣସି ଏକ ଶୁଭକାମରେ…
ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ
ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ ବଢ଼ିଯାଇଛି ଯେ, ଅଧିକାଂଶ କମ୍ପାନୀ ୨୪ଘଣ୍ଟା ପାଇଁ କାମ କରୁଛି। ଏତେ କାର୍ଯ୍ୟବ୍ୟସ୍ତତା ଭିତରେ…
ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି
ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଆସନ୍ତୁ ଜାଣିବା ଦୁନିଆର ଏପରି ପାଞ୍ଚଟି ସ୍ଥାନ ବିଷୟରେ ଯେଉଁଠାରେ ଆପଣ ରାତି ହେବା…
ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏହି ସ୍କୁଲରେ ନିଆଯାଉଛି ଅଜବ ଟେଷ୍ଟ
ଚେନ୍ନାଇ,୫।୧୧:ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠବିଷୟରେ ଶିକ୍ଷା ପ୍ରଦାନ କରାଯାଏ। କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଅଜବ ଟେଷ୍ଟ ନିଆଯାଉଛି। ରାଜ୍ୟର ପୁଡୁକୋଟଇ ଜିଲାର ଏକ…
ଜଳପରି ହେବା ପାଇଁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା
ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଏମାନେ ଜଳପରି ଭାବେ ନିଜକୁ ସଜାଇବା ପାଇଁ ଏମିତି କରିଥିବା କହିଛନ୍ତି। ସବୁବେଳେ ଡିଜନି ଚ୍ୟାନେଲ ଦେଖି ଏମାନେ ଜଳପରି…
ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା
ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ…
ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…
କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍ଟେକ୍ ଗାଁ। ଏଠାରେ ଜୋପ୍ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍ ଇଣ୍ଡିଆନ ସମ୍ପ୍ରଦାୟର। ଗାଁର ପଶୁପକ୍ଷୀଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ଦୃଷ୍ଟିହୀନ। ସେମାନେ ଜନ୍ମରୁ ଦୃଷ୍ଟିହୀନ ନ…
ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି
ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍ଫିଲ୍ଡ଼ ବୁଲେଟ ଅଛି।…
ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ
ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର ୩…
ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର
ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବେ ସୁନା,ରୁପା ଅଳଙ୍କାର ମିଳିଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଭିନ୍ନ…
କଣ୍ଟେନରରେ ତିଆରି ହୋଇଛି ଘର, ରହିଛି ସମସ୍ତ ପ୍ରକାର ସୁବିଧା
ସାଧାରଣତଃ ଇଟା, ଗୋଡ଼ି, ବାଲି, ସିମେଣ୍ଟରେ ଘର ତିଆରି ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଲୁହା କଣ୍ଟେନରରେ ଘର ନିର୍ମାଣ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏମିତି ଘର ତିଆରି କରିବାରେ ସଫଳ ହୋଇଛନ୍ତି ଟେକ୍ସାସ୍ ନିକଟସ୍ଥ ହ୍ୟୁସଟନ୍ ସହରରେ…
ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ
ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ କରିଥିଲେ। ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ସେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ…

