ଫଟୋ ସତ ଲାଗେ ମିଛ
ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ, ଯାହା ବାସ୍ତବ ହେଲେ ବି ଅବାସ୍ତବ ଲାଗେ। ଜାଣନ୍ତୁ ସେ ସମ୍ପର୍କରେ… ମୁଣ୍ଡ ନ…
ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର
ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ଏହାକୁ ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର ବୋଲି ବି…
ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋରୁ ଚରାଇବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗୋପାଷ୍ଟମୀରେ ଗୋରୁଙ୍କୁ ପୂଜା…
ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ
ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି ଲାଗୁଥିଲେ ବି ସତ। ହେଲେ ସେ ଯାହା କୁହନ୍ତି ତାହା ଅନ୍ଧବିଶ୍ୱାସ ଭଳି ଲାଗୁଥିଲେ…
ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ
ସୁନ୍ଦରଗଡ଼ର ଦଲ୍ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍.ଏ ଓ ଏମ୍.ଫିଲ୍ ପାସ୍ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଇଥିଲି। ୫୨୫ ଟଙ୍କା ଥିଲା ମୋର ପ୍ରଥମ ଦରମା। ଦରମାଟିକୁ ଆଣି ମୋ ଆଦରର…
କଣ୍ଠେ ତୁଳସୀ ମୁଖେ ରାମ
ଲୋକକଳାର ଆରମ୍ଭ କାହିଁ କେଉଁ କାଳରୁ । ବିଶେଷକରି ସାଧାରଣ ନିରକ୍ଷରଙ୍କଠାରୁ ଆରମ୍ଭ କରି ଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯେତେବେଳେ ଟିକେ ଅବସର ମିଳେ ସେତେବେଳେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଚିତ୍ତ ବିନୋଦନ କରିଥାନ୍ତି। ଏହା ସାମାଜିକ ଜୀବନରେ…
କ୍ଷଣକରେ ପ୍ରାଣୀଙ୍କର ଜୀବନ ନେଇପାରେ ଏହି ଗଛ
ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହୋଗବିଜ’ ବା କିଲର ଟ୍ରି ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍ ମେଟାଗୋଜିଏନମ୍’)। ଗାଜର ଘାସ ପ୍ରଜାତିର ଏହି…
ଏପରି ପଥର ଯାହା କ୍ଷୀରକୁ କରେ ଦହି…
ରାଜସ୍ଥାନ ଜୈସଲମେର ଠାରୁ ୫୦ କିଲୋମିଟର ଦୂର ହାବୁର ଗାଁରେ ଏକ ପ୍ରକାର ପଥର ମିଳିଥାଏ। ପଥରକୁ କ୍ଷୀରରେ ପକାଇଲେ କିଛି ସମୟ ମଧ୍ୟରେ ଏହା ଦହିରେ ପରିଣତ ହୋଇଯାଏ। ଗାଁ ଲୋକେ ଦହି ପ୍ରସ୍ତୁତି ପାଇଁ ଏହି ପଥରର ବ୍ୟବହାର…
ଅଜବ ମହୋତ୍ସବ : ଯାହା କେବେ ଦେଖି ନ ଥିବେ
ବିଶ୍ୱରେ ଅନେକ ଉତ୍ସବ ବା ମହୋତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ଧର୍ମରେ ଉତ୍ସବ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ସାଧାରଣତଃ ଉତ୍ସବରେ ଲୋକେ ନୂଆ ବସ୍ତ୍ର, ଅଳଙ୍କାର ପିନ୍ଧି ସୁସ୍ବାଦୁ ବ୍ୟଞ୍ଜନର ଆୟୋଜନ କରିଥାନ୍ତି। ଅଧିକାଂଶ ସ୍ଥାନର ନାଚଗୀତର ଆସର…
ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍ ଲାଇଭ
ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ।…
୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ
ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ କଥାଟି ଅଜବ ଲାଗିପାରେ। ହେଲେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଠି ଜଣେ…
ମହିଳା ପାଳିଥିଲେ ୧୪୦ ସାପ : ମୃତ୍ୟୁ ସମୟରେ ବେକରେ ଗୁଡ଼େଇ ହୋଇଥିଲା ଅଜଗର
ସାପକୁ ବିଷଧର ଜନ୍ତୁ କୁହାଯାଇଥାଏ। ଯାହାକୁ ଦେଖି ଡର ଲାଗେ। ତାକୁ ଘରେ ପାଳି ପୋଷି ରଖିବା ଅସାଧାରଣ କଥା। ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ଅସାଧାରଣ କଥାକୁ ସାଧାରଣ ଭାବେ ଗ୍ରହଣ କରିଥାନ୍ତି। ସାପ…

