Posted inଫୁରସତ

ମଣିଷଙ୍କୁ ନିମିଷକେ ମାରିପାରୁଥିବା ଏହି ଜୀବର ମୃତ୍ୟୁ ନାହିଁ…

ଓ୍ବାଶିଂଟନ: ଏଭଳି ଏକ ସାମୁଦ୍ରିକ ଜୀବ ରହିଛି ଯାହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ ନ ଥାଏ ବୋଲି ପ୍ରାଣୀ ବିଜ୍ଞାନୀ କହିଥାନ୍ତି। ଏହାକୁ ଦୁଇ ଭାଗ କରି କାଟିଦେଲେ ପ୍ରତି ଅଂଶ ସ୍ବତନ୍ତ୍ର ଭାବେ ବଞ୍ଚିରହିଥାଏ। ଡାଇନାସୋର ଥିବା ସମୟରେ ଏହି ଜୀବଟି ମଧ୍ୟ ପୃଥିବୀରେ ଥିଲା। ସମୁଦ୍ରର ସୂର୍ଯ୍ୟାଲୋକ ପଡୁ ନ ଥିବା ଅଞ୍ଚଳରେ ଏହି ଜୀବଟି ବାସ କରେ ଏହାର ସମଗ୍ର ଶରୀର ଜଳରେ ପୂର୍ଣ୍ଣ। ଏହାର ଶରୀରରେ ୯୫ ପ୍ରତିଶତ ଜଳ ଭରି ରହିଥାଏ। ଏହା ହେଉଛି ଜେଲିଫିଶ୍‌।  ପ୍ରାଣୀ ବିଜ୍ଞାନୀଙ୍କ ଅନୁସାରେ ଜେଲିଫିଶ୍‌ର ମସ୍ତିଷ୍କ ନ ଥାଏ। ଏହା ନିକଟରେ ଛୋଟ ଛୋଟ ମାଛ ଅଧିକ ସଂଖ୍ୟାରେ ଦେଖା ଯାଇଥାନ୍ତି। ଜେଲିଫିଶ୍‌ ସେମାନଙ୍କର କୌଣସି କ୍ଷତି କରି ନ ଥାଏ। ଜେଲିଫିଶ୍‌ର ଲମ୍ବ ସର୍ବାଧିକ ୬ ଫୁଟ ଏବଂ ଓଜନ ୨ ଶହ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ହୋଇଥାଏ। ସମୁଦ୍ରର ଗଭୀରତମ ଅଞ୍ଚଳରେ ବାସ କରୁଥିବାରୁ ମଣିଷ ଉପରେ ଏହାର ବିପଦ ପ୍ରାୟତଃ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପୂର୍ବରୁ ଅର୍ଡର କଲେ ମିଳିବ ସାଣ୍ଡଓ୍ବିଚ୍‌

ନୂଆଦିଲ୍ଲୀ: ଅନେକେ ସାଣ୍ଡଓ୍ବିଚ୍‌(ପାଉଁରୁଟି) ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ...

ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ

ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ...

ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ...

ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି

ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ...

କଖାରୁର ଓଜନ ଜାଣିଲେ ଉଡ଼ିଯିବ ହୋସ୍‌

ସୋସିଆଲ ମିଡିଆରେ ଏପରି ଅନେକ ଜିନିଷ ଭାଇରାଲ ହୋଇଥାଏ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ବେଳେବେଳେ ଅନେକ ଜିନିଷର ରଙ୍ଗ, ରୂପ ଏବଂ ଆକୃତିକୁ ନେଇ ଆଶ୍ଚର୍ଯ୍ୟ...

ବିଦ୍ୟୁତ ଖୁଣ୍ଟରେ ଚଢ଼ି ଭିଡିଓ କରୁଥିଲେ ଜଳିଗଲେ

ପ୍ରୟାଗରାଜ: ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ଏଥିଲାଗି ଅନେକ ସମୟରେ ସେମାନେ ଓଲଟାପାଲଟା କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହାଦ୍ୱାରା...

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ।...

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ...

Advertisement
Archives

Model This Week