ଟଏଲେଟ୍ ପେପର୍ ଓ୍ବେଡିଂ ଗାଉନ୍
ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଟଏଲେଟ୍ ପେପର୍ରେ ଓ୍ବେଡିଂ ଗାଉନ୍ କରିବା ଚ୍ୟାଲେଞ୍ଜ ରହିଥିଲା। ଏଥିରେ...
କ୍ରିସ୍ମାସ୍ ରୋଜଗାର
ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି ବାଣ୍ଟିବା ଆଦିର ଅବସର ମଣିଷକୁ ଏହି ପର୍ବପର୍ବାଣି ତଥା ସାମାଜିକ ପରମ୍ପରା ସବୁ...
୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା
ତାମିଲନାଡୁ, ରାମେଶ୍ୱରମ୍ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ ସେ ପ୍ରତିଦିନ ଲୋକଙ୍କୁ ମାଗଣାରେ ଖାଦ୍ୟ ଖୁଆଇ ଆସୁଛନ୍ତି। ସେ ପୁଣି ଭୋର୍...
ସବୁଠୁ ବଡ଼ ମାନବ କ୍ରିସ୍ମାସ୍ ଟ୍ରି
ପାଖେଇ ଆସିଲାଣି କ୍ରିସ୍ମାସ୍। ପ୍ରଭୁ ଯିଶୁଙ୍କ ଜନ୍ମଦିବସକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଏବେ ବେଶ୍ ତତ୍ପର। କିଏ ଘର ସଜାଉଛନ୍ତି ତ କିଏ ଦିନଟିକୁ ଆନନ୍ଦରେ କଟାଇବା ପାଇଁ କରୁଛନ୍ତି ନାନାଦି ଯୋଜନା। ହେଲେ...
ଜଣଙ୍କର ଆଖି ନାହିଁ ତ ଆଉ ଜଣଙ୍କର ଗୋଡ, ତଥାପି ଲଙ୍ଘୁଛନ୍ତି ଗିରି
କୁହାଯାଏ ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ସେଇକଥାକୁ ପ୍ରମାଣିତ କରିଦେଖେଇଛନ୍ତି ଦୁଇଜଣ ବନ୍ଧୁ। ସେ ହେଉଛନ୍ତି ମେଲାନୀ ନେକ୍ଟ ଓ ଟ୍ରେଭର୍ ହନ। ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ। ମେଲାନୀ ଚାଲିପାରୁ ନ ଥିବାବେଳେ ଟ୍ରେଭର୍ଙ୍କୁ...
କ୍ରିସ୍ମାସ୍ ଡେଷ୍ଟିନେଶନ
କ୍ରିସ୍ମାସ୍କୁ ପ୍ରାୟ ସବୁ ସ୍ଥାନରେ ବେଶ୍ ଧୂମ୍ଧାମ୍ରେ ପାଳନ କରାଯାଇଥାଏ। ଏପରିକି ଭାରତର ଅନେକ ସ୍ଥାନରେ ବି ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ତତ୍ପରତା ଦେଖାଇଥାନ୍ତି। ତେଣୁ ଏଥରର କ୍ରିସ୍ମାସ୍ ଛୁଟିରେ ଯଦି ଆପଣମାନେ କୁଆଡ଼େ...
ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ କର୍ନେଲ ଶିବରାମ ଶତପଥୀ
ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର ଉଚ୍ଚ ବିଦ୍ୟାଳୟରୁ ୧୯୬୧ ମସିହାରେ ଏକାଦଶ ଶ୍ରେଣୀ ପାସ୍ କରି ପାରଳାଖେମୁଣ୍ଡିସ୍ଥିତ ଏସ୍କେସିଜି...
ବ୍ୟକ୍ତିତ୍ୱ: ସୁରିଲା ସିଙ୍ଗର ଅଲ୍କା ୟାଗ୍ନିକ୍
ହିନ୍ଦୀ ଚିତ୍ର ଦୁନିଆର ଏକ ଅତି ପରିଚିତ ନାମ ହେଉଛି ଅଲ୍କା ୟାଗ୍ନିକ୍। ଲତା ମଙ୍ଗେସ୍କରଙ୍କ ପରେ ତାଙ୍କୁ ଅନ୍ୟତମ ସୁରିଲା ସିଙ୍ଗର ଭାବେ ବିବେଚନା କରାଯାଇଥାଏ। ହିନ୍ଦୀ ସିନେମାରେ ସେ ତିନି ଦଶନ୍ଧିରୁ ଅଧିକ ସମୟ ପାଇଁ କାମ...
ଖୁସି ଦେଇ ଖୁସି ପାଉ
ସେମାନଙ୍କ ଅପେକ୍ଷା ଥାଏ ବଡ଼ଦିନକୁ। ସେଥିପାଇଁ ଥାଏ କେତେ ପ୍ରସ୍ତୁତି। ଖୁସି ମନାନ୍ତି, ଖୁସି ବାଣ୍ଟନ୍ତି। ତେବେ ଏ ଖୁସି ତାଙ୍କର ଅନ୍ୟକୁ ଖୁସି ଦେବାରେ। ସେଥିରେ ହିଁ ତାଙ୍କର ଆନନ୍ଦ। ସେଥିରେ ହିଁ ତାଙ୍କର ଆତ୍ମତୃପ୍ତି। ଆମେ ଏମିତି...
ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍ କଲେ ମହିଳା
ଓ୍ବାଶିଂଟନ୍: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ...
ଏମିତି ଏକ ଦ୍ୱୀପ, ଯେଉଁଠି ମହିଳାଙ୍କୁ ଯିବା ମନା
ଜାପାନ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା କିଛି ନା କିଛି କାରଣ ପାଇଁ ବେଶ୍ ପ୍ରସିଦ୍ଧ। ସେହିପରି ଏକ ସ୍ଥାନ ରହିଛି ଜାପାନରେ। ଏହା ଓକିନୋସିମା ଆଇଲ୍ୟାଣ୍ଡ ବା ଦ୍ୱୀପ ନାମରେ ଜଣାଶୁଣା। ବିଶେଷକରି ଏଠାକୁ ଯିବା...
କ୍ରିସ୍ମାସ ପାଇଁ ଶୁଭରଙ୍ଗ
ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ...
Archives


