ଫୁରସତ

ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ ମିଡିଆ ଦ ସନରେ ଏହି ଖବର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଏଠାରେ…

ଜାତୀୟ ନିଶ ଦାଢି ଚାମ୍ପିୟନଶିପ

ପୃଥିବୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପ୍ରତିଯୋଗୀଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ବେଳେ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ପୃଥିବୀରେ ଏଭଳି ବି କିଛି ପ୍ରତିଯୋଗିତା ହୁଏ…

ସେଲିବ୍ରିଟିଙ୍କ ଅନ୍ଧବିଶ୍ୱାସ

ଗ୍ଲାମର ଜଗତର ସେଲିବ୍ରିଟିମାନେ ବି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇଥାନ୍ତି। ବିଶ୍ୱାସ ହେଉନଥିଲେ ବି ଏହା ସତ। ତେବେ ବି-ଟାଉନର କିଛି ସେଲିବ୍ରିଟିଙ୍କର କ’ଣ ସବୁ ଅନ୍ଧବିଶ୍ୱାସ ରହିଛି ସେ ସମ୍ପର୍କରେ ଜାଣିବା… * ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଇଂଲିଶ ଅକ୍ଷର…

ଟେଣ୍ଟ ସିଟି

ଆମେରିକା, ନ୍ୟୁଜର୍ସିର ଲେକ ଉଡ୍‌ ନିକଟରେ ଅଛି ଏକ ଛୋଟିଆ ସହର। ଏହି ସହର ସାଧାରଣ ସହରଠୁ ଭିନ୍ନ। କାରଣ ଏଠାରେ ନାହିଁ ଇଟା ସିମେଣ୍ଟର ଘର। କି ବଡ଼ ବଡ଼ ସୁଉଚ୍ଚ ଅଟ୍ଟାଳିକା। ଖାଲି ଦେଖିବାକୁ ମିଳେ ଧାଡି ଧାଡି…

ପେପର୍‌ ଓ୍ବିଗ୍‌

ଆସିୟା ଓ ଡିମିଟ୍ରି କୋଜିନ୍‌ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍‌ ତିଆରି କରି ସୋସିଆଲ ମିଡିଆରେ ବହୁ ପ୍ରଶଂସିତ ହୋଇଛନ୍ତି। କାରଣ ସେଗୁଡିକ ଓ୍ବିଗ୍‌ ନୁହେଁ ଗୋଟେ ଗୋଟେ…

ଫ୍ରି ଅନ୍‌ ଟ୍ରି

ହାଡ଼ଭଙ୍ଗା ଶୀତରାତିରେ ଆମେ ମୋଟା ଚାଦର ତଳେ ଉଷୁମ ଟାଣି ଶୋଇଥାଉ। ହେଲେ ଥରେ ଭାବିଲେ ବାସହୀନ ଲୋକ, ଯେଉଁମାନେ କି ଫୁଟ୍‌ପାଥ୍‌ରେ ଶୋଇବାକୁ ବାଧ୍ୟ ସେମାନଙ୍କ ରାତି କେମିତି କଟୁଥିବ। ଏହି ଚିନ୍ତା ବେଙ୍ଗାଲୁରୁର କିଛି ଯୁବତୀଯୁବକଙ୍କୁ ଘାରିଥିଲା। ତେଣୁ…

ପିନ୍ଧି ହେଉଥିବା ବଗିଚା

ଫ୍ୟାଶନେବଲ୍‌ ଲାଗିବା ପାଇଁ ଅନେକେ ବିଭିନ୍ନ ଅଜବ ପୋଷାକ ପିନ୍ଧି ଥାଆନ୍ତି। ଫ୍ୟାଶନ ଶୋ’ରେ ବି ମଡେଲଙ୍କୁ କପଡା ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷରେ ତିଆରି ଅଜବ ପୋଷାକ ପିନ୍ଧି ର଼୍ୟାମ୍ପରେ ଚାଲିବା ଦେଖିଥିବେ। ତେବେ ନିକଟରେ ଏମିତି ଏକ ପୋଷାକ…

ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ

ପଶ୍ଚିମବଙ୍ଗର ଉତ୍ତର ଦୀନଜାପୁର ଜିଲା ଅନ୍ତର୍ଗତ ରାୟଗଞ୍ଜ ନାମକ ଏକ ସ୍ଥାନ ନିକଟରେ ରହିଛି ଲୋକପ୍ରିୟ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା କୁଲିକ୍‌ ପକ୍ଷୀ ଅଭୟାରଣ୍ୟ ଭାବେ ବି ଜଣାଶୁଣା। କାରଣ କୁଲିକ୍‌ ନାମକ ଏକ ନଦୀ ଉକ୍ତ ଅଭୟାରଣ୍ୟ ମଧ୍ୟଦେଇ…

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ: ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌ କରିଥାଏ। ମାତ୍ର ଏହାର ରହସ୍ୟ ଖୋଜିବାକୁ ବିଜ୍ଞାନ ସକ୍ଷମ ହୋଇପାରେନା। ଏଭଳି ଏକ ଅଜବ…

ବ୍ୟକ୍ତିତ୍ୱ: ବି.ସରୋଜା ଦେବୀ

ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ସଫଳ ଅଭିନେତ୍ରୀ ହେଉଛନ୍ତି ବି.ସରୋଜା ଦେବୀ। ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ ସେ ଦୁଇଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏକାଦିକ୍ରମେ ଛ’ ଦଶନ୍ଧି ସେ ଅଭିନୟ କରି ନିଜ ଅଭିନୟ…

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଆଇ.ଏସ୍‌ସି ଆଉ ତା’ପରେ ଓୟୁଏଟି, ଭୁବନେଶ୍ୱରରେ ବି.ଏସ୍‌ସି (ଏଜି) ପଢ଼ିଥିଲି। ଏହାପରେ ମୋର କୃଷି…

ବୃକ୍ଷ ପ୍ରେମରେ ବନ୍ଧା ମଣିଷ

ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା କରିବା ଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି ା ତା’ସହିତ ପରିବେଶ ସନ୍ତୁଳନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?