ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍ ବିମାନ…
କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ ରୋବୋଟିକ୍ ବିମାନ ନିର୍ମାଣ କରିଛନ୍ତି। ବିମାନର ଡେଣା ସମ୍ପୂର୍ଣ୍ଣ ଭାବେ ପରରେ ନିର୍ମିତ। ଏହାକୁ…
ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…
ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ ସେ ନେଇ ନାସା ପକ୍ଷରୁ ନାନା ଗବେଷଣା ଜାରି ରହିଛି। ତେବେ କବକରେ ମଙ୍ଗଳ…
ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର ଏକ…
ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା
ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ ସେତେବେଳେ ଏକ ଶକ୍ତ ଧକ୍କା ଲାଗିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଗାଣ୍ଡାର…
ଏଠାରେ ଦ୍ୱିତୀୟ, ତୃତୀୟ ବିବାହ କଲେ ମିଳୁଛି ଅଫର୍
ଇସଲାମାବାଦ,୧୭।୧: ବିବାହ ସିଜିନ୍କୁ ଲକ୍ଷ୍ୟ କରି ପାକିସ୍ତାନରେ ଏକ ମଣ୍ଡପ ମାଲିକ ଗ୍ରାହକଙ୍କୁ ଜବରଦସ୍ତ ଅଫର୍ ଘୋଷଣା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି ଅଫର୍ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ କରୁଥିବା ଗ୍ରାହକଙ୍କଠାରେ ଉପଲବ୍ଧ ହେବ। ପାକିସ୍ତାନର…
ଖୋଲାରେ ପରିସ୍ରା ନ କରିବା ପାଇଁ ନିଆରା ପଦକ୍ଷେପ
ବେଙ୍ଗାଲୁରୁ: କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜରିଆରେ ସାରା ଦେଶକୁ ସଫାସୁତରା ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ସତ୍ତ୍ୱେ ଲୋକେ ସଚେତନ ନ ହୋଇ ଖୋଲାରେ ପରିସ୍ରା କରୁଛନ୍ତି। ଏପରି ସମସ୍ୟା…
ଅନ୍ତରୀକ୍ଷରୁ ଆସିଥାଏ ସୁନା
ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା କେଉଁଠୁ ଏବଂ କେମିତି ଆସୁଛି ସେନେଇ ବୈଜ୍ଞାନିକଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ। ମାତ୍ର…
ଏହି ବ୍ୟକ୍ତିଙ୍କ ସହ ଚନ୍ଦ୍ରକୁ ଯିବା ପାଇଁ ଚାହୁଁଛନ୍ତି ୨୦ ହଜାର ଯୁବତୀ
ଜାପାନର କୋଟିପତି ବ୍ୟବସାୟୀ ୟୁସାକୁ ମାଏଜାବାଙ୍କ ସହ ଚନ୍ଦ୍ର ପାଖକୁ ଯିବା ପାଇଁ ୨୦ ହଜାରରୁ ଅଧିକ ଯୁବତୀ ଆବେଦନ କରିଛନ୍ତି। ୪୪ ବର୍ଷୀୟ ୟୁସାକୁ ଚନ୍ଦ୍ର ପାଖକୁ ଯିବା ପାଇଁ ଗର୍ଲଫ୍ରେଣ୍ଡ ଖୋଜୁଥିଲେ। ଏଥିପାଇଁ ସେ ଜାନୁୟାରୀ ୧୨ରେ ଏକ…
ବିବାହ କରିବେ ଓଡ଼ିଶାର ‘ଛପାକ୍’ ପ୍ରମୋଦିନୀ
କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍’ ତଥା ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ କୁମାର…
ହାତରେ ତଲଓ୍ବାର ଧରି କଲେ ରିପୋର୍ଟିଂ: ଭିଡିଓ ଭାଇରାଲ
ବଲିଉଡ୍ ମୁଭି ବଜରଙ୍ଗି ଭାଇଜାନର ଖବର ଦାତା ଚାନ୍ଦ ନଓ୍ବାବଙ୍କ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଏବେ ପାକିସ୍ତାନର ଏମିତି ଜଣେ ଖବରଦାତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏ ହାତରେ ତଲଓ୍ବାର ଧରି ଖବର ସଂଗ୍ରହ କରୁଥିବା…
୧୭ ବର୍ଷରେ ୧୯୦ ସେମି କେଶ…
ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍ ରହୁଥିବା ନୀଲାଶିଂ ପଟେଲଙ୍କର କେଶର ଲମ୍ବ ୧୯୦ ସେମି। ପୃଥିବୀର ଲମ୍ବା କେଶ ରଖିଥିବା…
ନରରାକ୍ଷସ: ଶ୍ମଶାନରୁ ୧୫୦ ମୃତଦେହ କାଢ଼ି ଖାଇସାରିଲେଣି
କାହାଣୀରେ ଶୁଣିଥିବେ ନରରାକ୍ଷସ କଥା। ଯେ କି ଜିଅନ୍ତା ମଣିଷ ମାରି ଖାଇଥାନ୍ତି। ମାତ୍ର ଆଜି ମଧ୍ୟ ଦୁନିଆରେ ନରରାକ୍ଷସ ଅଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତଥାପି ସତ। ଏପରି ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଦୁଇଭାଇ ଶ୍ମଶାନରୁ ମୃତଦେହ କାଢ଼ି…

