Posted inଫୁରସତ

ଜାତୀୟ ନିଶ ଦାଢି ଚାମ୍ପିୟନଶିପ

ପୃଥିବୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପ୍ରତିଯୋଗୀଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ବେଳେ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ପୃଥିବୀରେ ଏଭଳି ବି କିଛି ପ୍ରତିଯୋଗିତା ହୁଏ ଯାହା ଦେଖିବାକୁ ଯେତିକି ନିଆରା ସେତିକି କୌତୁହଳପ୍ରଦ ମଧ୍ୟ। ସେହିଭଳି ଏକ ମଜାଦାର ପ୍ରତିଯୋଗିତା ଅନୁଷ୍ଠିତ ହୁଏ ଯୁକ୍ତରାଷ୍ଟ୍ର ଆମେରିକାରେ। ପ୍ରତିବର୍ଷ ବିଅର୍ଡ ଟିମ୍‌ ୟୁଏସ୍‌ଏ ତରଫରୁ ଅନୁଷ୍ଠିତ ହୋଇଥାଏ ଦାଢି ଏବଂ ନିଶ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜ ନିଶ ଏବଂ ଦାଢିକୁ ବିଭିନ୍ନ ଡିଜାଇନରେ ସଜାଡି ପ୍ରଦର୍ଶିତ କରିଥାନ୍ତି। ମୋଟ ୫୦ଟି କ୍ୟାଟେଗୋରୀରେ ପ୍ରତିଯୋଗୀମାନେ ନିଜ ନାଁ କୁ ପଞ୍ଜୀକୃତ କରିଥାନ୍ତି। ଯେକୌଣସି ବୟସର ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ରହିଛି। ଏଥିରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ନିଜ ନିଶ ଏବଂ ଦାଢିକୁ ବିଭିନ୍ନ ସୃଜନାତ୍ମକ ଢଙ୍ଗରେ କାଟିବା ସହ ବିଭିନ୍ନ ଷ୍ଟାଇଲରେ ସଜାଇଥାନ୍ତି। ତେବେ ଏହି ପ୍ରତିଯୋଗିତାର ଏକ ସ୍ବତନ୍ତ୍ରତା ହେଲା ଏଥିରେ ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି। ଏମାନେ ଆର୍ଟିଫିସିଆଲ ନିଶ ଦାଢିକୁ ନିଜ ମୁହଁରେ ବିଭିନ୍ନ ଆକାରରେ ସଜାଇ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଆକର୍ଷକ ତଥା ସୃଜନାତ୍ମକ ନିଶ ଦାଢି ଥିବା ବ୍ୟକ୍ତିଙ୍କୁ ପ୍ରତିଯୋଗିତା ଶେଷରେ ପୁରସ୍କୃତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

୨୦୨୬ରେ ହେବ ପ୍ରଚଣ୍ଡ ଗରମ, ପଡିବ ମରୁଡି! ଚମକାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୪: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ତାଙ୍କର ଅନେକ ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ପୁଣିଥରେ, ତାଙ୍କର ଭବିଷ୍ୟବାଣୀ ଶିରୋନାମା ପାଲଟିଛି, କିନ୍ତୁ ଏହା ଭୟଙ୍କର ।…

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri