Posted inଫୁରସତ

ଚାବିରେ କଳାକୃତି

କଳାକାରଙ୍କ ହାତର ସ୍ପର୍ଶରେ ସବୁକିଛି ସୁନ୍ଦର ଓ ଆକର୍ଷକ ପାଲଟିଯାଏ। ଏମିତି କି ଅତି ଅଦରକାରୀ ଜିନିଷ ବି ପାଏ ନୂଆ ଜୀବନ। ଠିକ୍‌ ଯେମିତି ଅଷ୍ଟ୍ରେଲିଆର କଳାକାର ମାଇକେଲ ଅଦରକାରୀ ଚାବିକୁ ଦେଇଛନ୍ତି ନୂଆ ରୂପ। ସେ ପୁରୁଣା ଅଦରକାରୀ ଚାବି ସଂଗ୍ରହ କରି ସେଥିରେ ବଟଲ୍‌, ଲ୍ୟାମ୍ପଶେଡ୍‌, ଡେକୋରେଟିଭ୍‌ ପଟ୍‌ ଆଦି ତିଆରି କରିଛନ୍ତି। ଆଉ ସେଗୁଡିକ ହୋଇଛି ବହୁତ ଆକର୍ଷକ। ତାଙ୍କର ଏହି କଳାକୃତି ସୋସିଆଲ ମିଡିଆରେ ବି ବେଶ୍‌ ପ୍ରଶଂସିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri