ନିଜ କାମ ନିଜେ କରିବ ରୋବୋ
ନିକଟରେ ଜାପାନର ବୈଜ୍ଞାନକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯିଏ ନିଜ କାମ ନିଜେ କରିପାରିବ। ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ରୋବୋ ସହ ଏକ ପ୍ରୋଗ୍ରାମିଂକୁ ସଂଯୋଗ କରାଯାଇଛି। ଏହାଦ୍ୱାରା ରୋବାକୁ ନିଜ କାମ ସମ୍ପର୍କରେ...
ବିପଦ ସଙ୍କୁଳ ସାମୁଦ୍ରିକ ଜୀବ
ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ...
କାର୍ଯ୍ୟକ୍ଷମ ହେଲା ୩୦ଟି ଫୁଟବଲ ପଡ଼ିଆ ସହ ସମାନ ବୃହତମ ରେଡ଼ିଓ ଟେଲିସ୍କୋପ୍
ବେଜିଂ, ୧୩।୧: ଚାଇନାରେ ବୃହତମ ରେଡ଼ିଓ ଟେଲିସ୍କୋପ୍ କାର୍ଯ୍ୟକ୍ଷମ ହୋଇଛି। ୩ ବର୍ଷ ଧରି ଟ୍ରାଏଲ୍ ହେବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି। ଏହାର ନିର୍ମାଣ ପାଇଁ ୨୦ ବର୍ଷ ଲାଗିଥିବା କୁହାଯାଉଛି। ଆମେରିକା, ବ୍ରିଟେନ୍, ପାକିସ୍ତାନ ସମେତ...
୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍ ୮ ଲକ୍ଷ
ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍ରେ ପହଞ୍ଚିଥିଲେ। ୨୦୧୨ରେ ଜନ୍ମ ନେଇଥିବା ମିଖାଇଲ୍ ଅକର ୪ ବର୍ଷ ବୟସରୁ ପେଣ୍ଟିଂ...
କଣ୍ଟାର ଶେଯରେ ୯ ଭୀଷ୍ମ
ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା। ଏ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ତେବେ ଏଇ ଯୁଗରେ ବି ସେମିତି...
ବଡ଼ ହୁଲା ହୁପ୍ ବୁଲାଇ ରେକର୍ଡ
ଅଣ୍ଟା ଚାରିପଟେ ହୁଲା ହୁପ୍ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ ମହିଳା ଏମିତି ଏକ ହୁଲା ହୁପ୍ ବୁଲାଉଛନ୍ତି, ଯାହା ସମସ୍ତଙ୍କୁ ଚକିତ କରୁଛି।...
ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ
ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ ପ୍ରେମ ପରିପ୍ରକାଶ ପାଇଁ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ...
କାର୍ ଥିମ୍ ହୋଟେଲ: ଭି ୮
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍ରେ ହୋଟେଲ୍ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ ହୋଟେଲଟି ବିଭିନ୍ନ ଲକ୍ଜ୍ୟୁରିୟସ ଓ କ୍ଲାସିକ୍ କାର୍ ଥିମ୍ରେ ତିଆରି କରାଯାଇଛି। ହୋଟେଲର...
ଚଢ଼େଇବସାରୁ ତିଆରି ହୁଏ ସୁପ୍
ଏମିତି ଏକ ଚଢ଼େଇ ଅଛି ଯାହାର ବସାକୁ ଆଣି ସୁପ୍ ତିଆରି କରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ମାଲେସିଆରେ ଦେଖାଯାଉଥିବା ଏଭଳି ଚଢ଼େଇର ନାମ ସ୍ବିଫ୍ଟଲେଟ୍ ବାର୍ଡ। ସ୍ବିଫ୍ଟଲେଟ୍ ଯେଉଁ ବସା ତିଆରିକରେ ତାହାର ମୂଲ୍ୟ ସେଠାରେ...
ସବୁଠୁ ଲମ୍ବା ହ୍ୟାଟ
ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍ କଥା କହୁଛୁ ତାକୁ ଯେକେହି ଥରେ ପିନ୍ଧିବାକୁ ଚାହିଁବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ...
ପେପର ଫ୍ୟାଶନ ଶୋ’
ପ୍ରତିଦିନ ଫ୍ୟାଶନ ଜଗତରେ ନୂଆ ନୂଆ ତଥା ଭିନ୍ନ ଧରଣର ଡିଜାଇନ୍ମାନ ଦେଖିବାକୁ ମିଳୁଛି। ଏହାକୁ ପ୍ରଦର୍ଶନ କରିବା ଲାଗି ବିଭିନ୍ନ ପ୍ରକାର ଫ୍ୟାଶନ ଶୋ’ର ମଧ୍ୟ ଆୟୋଜନ କରାଯାଇଥାଏ। ସେହିପରି ପ୍ରତିବର୍ଷ ଏକ ନିଆରା ଫ୍ୟାଶନ ଶୋ’ର ଆୟୋଜନ...
ସେଲିବ୍ରିଟି ପେଟ୍
ବଲିଉଡ୍ର ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପୋଷା ଜୀବକୁ ନେଇ ବେଶ୍ ଚର୍ଚ୍ଚାରେ ଥା’ନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ ଫଲୋୟର୍ସ ମଧ୍ୟ ଖୁବ୍ ଅଧିକ। ଆସନ୍ତୁ ଜାଣିବା ସେମିତି କିଛି ଲୋକପ୍ରିୟ ସେଲିବ୍ରିଟି ପେଟ୍ଙ୍କ ସମ୍ପର୍କରେ…...
Archives


