ଫୁରସତ

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି କ୍ରାଏଫିଶ୍‌। ଏହାକୁ ପ୍ରକୃତିର ଏକ ବିସ୍ମୟ ବା ଓ୍ବଣ୍ଡର ବୋଲି…

ସ୍ବପ୍ନରୁ ମିଳିଲା ରୋମାଣ୍ଟିକ୍‌ ପ୍ଲଟ୍‌

ଲେଖକ ଏ. ମିଗୁଏଲ୍‌ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍‌ ପ୍ଲଟ୍‌ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ ଲେଖିବେ। ମାତ୍ର କୌଣସି ପ୍ରକାର ଆଇଡିଆ ତାଙ୍କ ମୁଣ୍ଡକୁ ପଶୁ ନ ଥିଲା। ସେ…

ଏଇ ତ ପ୍ରେମ

ସତରେ ପ୍ରେମ ଶାଶ୍ୱତ। କେତେବେଳେ କିଏ ମନରେ ଘର କରିଯାଏ ତାହା କହି ହୁଏନା। ଏଥିରେ ଜାତି, ରଙ୍ଗ, ରୂପ ବି ଦେଖାଯାଏନା। ଠିକ୍‌ ଯେମିତି ଆରିଜୋନାର ସୁନ୍ଦରୀ ମିଣ୍ଡି ନିସ୍‌ ପ୍ରେମ କରି ବିବାହ କରିଛନ୍ତି ୨ ଫୁଟ ୮…

ବଡ଼ ଟେଡି ବିୟର

ଟେଡି ବିୟର ସମସ୍ତଙ୍କର ପସନ୍ଦ। ଛୋଟ ପିଲା ତ ଏହାକୁ ଦଣ୍ଡେ ଛାଡି ରହି ପାରନ୍ତି ନାହିଁ। ଏମିତିକି ଧରିକି ବି ଶୋଇଥାଆନ୍ତି। ହେଲେ ମେକ୍ସିକୋରେ ଏମିତି ଏକ ଟେଡି ବିୟର୍‌ ତିଆରି କରାଯାଇଥିଲା ଯାହାକୁ ଧରି ଖେଳିବା ଅସମ୍ଭବ। କାରଣ…

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ ୬ ଜଣ ବ୍ୟକ୍ତି । ତେଣୁ ଆରାମରେ ଶୋଇ ହାତରେ ବହି ଧରି ପଢ଼ିବା…

ଦର୍ଶନୀୟସ୍ଥଳୀ: ପବିତ୍ର ତୀର୍ଥଭୂମି ପର୍‌ଭଣୀ

ମହାରାଷ୍ଟ୍ରସ୍ଥିତ ପର୍‌ଭଣୀ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ… ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର…

ରେଡିଓ ମେଳା

ବିଭିନ୍ନ ପ୍ରକାର ନୂଆ ଓ ପୁରୁଣା ରେଡିଓକୁ ଗୋଟିଏ ମଞ୍ଚରେ ଦେଖିଲେ ଦର୍ଶକଙ୍କ ମନରେ ଅତୀତର ସ୍ମୃତି ମନେପଡ଼ିଯାଏ। ତେବେ ପୁରୁଣାଦିନର ରେଡିଓ ହଜିବାକୁ ବସିଥିବାବେଳେ ଓଡ଼ିଶାରେ ନିଆରାଭାବେ ଆୟୋଜିତ ହୋଇଥାଏ ଅନ୍ତର୍ଜାତୀୟ ରେଡିଓ ମେଳା… ରେଡିଓ ମେଳାର ଆୟୋଜକ- ଭୁବନେଶ୍ୱର…

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: ଶିକ୍ଷାବିତ୍‌ ଡ.ଅଭିମନ୍ୟୁ ଜେନା

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ଗାଁରେ ମୋର ଜନ୍ମ। ନାରାୟଣ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏ. ଓ ଓଡ଼ିଆ ଅନର୍ସ ରଖି ବି.ଏ. ପଢିଥିଲି। ତା’ପରେ ବ୍ରହ୍ମପୁର ୟୁନିଭର୍ସିଟିରେ ପି.ଜି. କଲି। ପି.ଜି.ରେ…

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର। ବିଶେଷକରି, ରାଜନୀତି ତଥା ଅର୍ଥନୀତିର ସମୀକ୍ଷା କରିବାରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର…

କାଦୁଅ ଖାଲରେ ପଡ଼ିଥିବା ବ୍ୟକ୍ତିଙ୍କ ସହାୟତା ପାଇଁ ଓରାଙ୍ଗଉଣ୍ଟାନ୍‌ ବଢ଼ାଇଲା ହାତ

ବୋର୍ଣ୍ଣିଓ,୯।୨: ଅସୁବିଧା ପଡ଼ିଥିବାବେଳେ ସହାୟତା କରିବା ଗୁଣ ମଣିଷଙ୍କଠାରେ ଦେଖାଯାଇଥାଏ। ତେବେ ପ୍ରାଣୀଙ୍କ ମଧ୍ୟରେ ବି ଏଭଳି ଗୁଣ ଦୃଷ୍ଟି ଗୋଚର ହୋଇଥାଏ। ତେବେ ଜଣେ ମଣିଷ ଅସୁବିଧାରେ ପଡ଼ିଥିବାବେଳେ ଜଙ୍ଗଲୀ ପ୍ରାଣୀ ସହାୟତାର ହାତ ବଢ଼ାଇବା ଶୁଣିଲେ ଆଶ୍ଚର୍ଯ୍ୟ ହେବା…

୯୨ ବର୍ଷ ବୟସ୍କ ବୃଦ୍ଧ ୧୫ ବର୍ଷ ଧରି ହଜାରେ ଗରିବଙ୍କୁ ପ୍ରତିଦିନ ରାନ୍ଧି ଖୁଆଉଛନ୍ତି

ରୋମ୍‌,୯।୨: ଇଟାଲୀର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି। ତାଙ୍କୁ ଏଥିରେ ସହାୟତା କରିବା ପାଇଁ ୩୦୦ ଜଣିଆ ଏକ ଟିମ୍‌ ରହିଛି। ରାଜଧାନୀ…

୨ବର୍ଷରେ ନିମକାଠରେ ନିର୍ମାଣ କଲେ ତିରୁପତି ବାଲାଜୀଙ୍କ ୩ ମୂର୍ତ୍ତି: ଦାମ ୩ଲକ୍ଷ ୫୦ ହଜାର

ଫରିଦାବାଦ୍‌,୯।୨: ସୁରଜକୁଣ୍ଡ ମେଳାରେ ନିମକାଠରେ ନିର୍ମିତ ହୋଇଥିବା ୭ ଫୁଟ ଉଚ୍ଚର ତିରୁପତି ବାଲାଜୀଙ୍କ ମୂର୍ତ୍ତି ଦର୍ଶକଙ୍କ ଆକର୍ଷିତ କରୁଛି। ଏହାକୁ ଆନ୍ଧ୍ରପ୍ରଦେଶର ଚିତୌଡ଼ ଜିଲାର ମାଧବମ୍‌ମାଲା ଗାଁର ହସ୍ତଶିଳ୍ପୀ ପି. ସାମବିୟାହ ନିର୍ମାଣ କରିଛନ୍ତି। ୨ ବର୍ଷ ପରିଶ୍ରମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?