ଏହା କୌଣସି ରନ୍ନ ନୁହେଁ ବରଂ ମକା
ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ମକା କିଆରିରେ ଫଳିଛି ରତ୍ନ ଭଳି ଚମକୁଥିବା ମକା। ଏହା ରତ୍ନର ଭ୍ରମ ସୃଷ୍ଟି…
ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!
ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍ ଜଣାଶୁଣା। ୧୯୬୬ରେ ବଲିଉଡ୍ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ ପଚାରନ୍ତି…
ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ
ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍ମେକର ଇନପ୍ଲାଣ୍ଟ ସର୍ଜରୀ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି ଏଭଳି ଅପରେଶନ ଦେଶର ପ୍ରଥମ। ଖୁସି…
ମହିଳାଙ୍କ ଆକାଉଣ୍ଟ୍ରେ ଥିଲା ମାତ୍ର ୬୦ ଟଙ୍କା, ଅଚାନକ ଆସିଗଲା ୩୦ କୋଟି
ବେଙ୍ଗାଲୁରୁ: କିଏ ବା ନ ଚାହେଁ ଧନୀ ହେବାକୁ। ଅନେକ ଲୋକେ ଭାବିଥାନ୍ତି ରାତାରାତି କେଉଁଠୁ ଟଙ୍କା ଆସିଯାନ୍ତା କି ସେ କୋଟିପତି ହୋଇଯାଆନ୍ତେ। ଅନେକଙ୍କ ଏହି ଅବାସ୍ତବ ସ୍ବପ୍ନ ସ୍ବପ୍ନରେ ରହିଯାଉଥିବା ବେଳେ ଆଉ କିଛି ଲୋକଙ୍କ କ୍ଷେତ୍ରରେ ସତରେ…
ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ
ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ ବାସକରୁଥିବା…
ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।…
୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ମିଳିଲା ସନ୍ଧାନ
ସାରାଜେବୋ,୯।୨: ଦକ୍ଷିଣ ପୂର୍ବ ୟୁରୋପର ବୋସନିଆ ଏବଂ ହେର୍ଜଗୋବିନାରେ ପ୍ରାଣୀ ବିଜ୍ଞାନୀ ୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ସନ୍ଧାନ ପାଇଛନ୍ତି। କ୍ରୋଏସିଆରେ ପାଣି ଭିତରେ ଥିବା ଗୁମ୍ଫାରୁ ଏହାର ସନ୍ଧାନ ମିଳିଛି। ଓଲମ୍ସ୍ ପ୍ରଜାତିର ଏହି ଉଭୟଚର ସୈଲାମେଣ୍ଡର ସାଢ଼େ…
ଘର ପାଇଁ ଅଶୁଭ
* ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ। ତେଣୁ କ୍ଷୀରକୁ ସବୁ ବେଳେ ଘୋଡେଇ ରଖନ୍ତୁ। * ଘରେ କଦାପି କ୍ୟାକ୍ଟସ୍ ବା କଣ୍ଟା…
ଜଙ୍ଗଲ ବବଲ୍
ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି ସମୟ ନିରୋଳାରେ କାଟିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ପର୍ଯ୍ୟଟକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ଉତ୍ତର ଥାଇଲାଣ୍ଡର ଚିୟାଙ୍ଗ ସାୟେନ୍ଠାରେ ଖୋଲିଛି ଏକ ନିଆରା ‘ପୋଡ୍’, ଯାହାର ନଁା ରହିଛି…
ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର
ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ ହାତୀ ମଣିଷର ଲଢେଇରେ ଅନେକ ଲୋକଙ୍କ ଜୀବନ ଯିବା ଖବର ମଧ୍ୟ ଆସିଛି। ହେଲେ…
ବାପା ଚଢେଇ
ଜୀବଜଗତରେ ଅନେକ ଅଜବ ପ୍ରାଣୀ ଅଛନ୍ତି। ସେମିତି ଏକ ପ୍ରାଣୀ ହେଉଛି ଆଫ୍ରିକୀୟ ଜାକାନା ଚଢେଇ। ଏହା ସାଧାରଣତଃ ଆର୍ଦ୍ର ଅଞ୍ଚଳରେ ରହେ। ପାଣି ଉପରେ ତଥା ପାଣିରେ ଭାସମାନ କଇଁ, ପଦ୍ମ ପତ୍ର ଉପରେ ଏହା ଚାଲିପାରେ। ଲମ୍ବା ଲମ୍ବା…
ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ଜାଣନ୍ତୁ
କପଲ୍ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍ ଦେଇ…

