ଫୁରସତ

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା କରୁଛି।…

ବାଣଫୁଟାରେ ରେକର୍ଡ: ୧.୩ ଟନ୍‌ ବାରୁଦ ଦେଢ଼ କିମି ଉପର ଫୁଟିଲା

ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍‌ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା ୬୨…

ଇଂଲିଶ୍‌ର ସବୁଠାରୁ ଲମ୍ବା ଶବ୍ଦ: ଉଚ୍ଚାରଣ କରିବାକୁ ଲାଗେ ସାଢ଼େ ୩ ଘଣ୍ଟା

ନ୍ୟୁୟର୍କ,୧୦।୨: ସାଧାରଣତଃ କେତେକ ଇଂଲିଶ୍‌ ଶବ୍ଦକୁ ଉଚ୍ଚାରଣ କରିବାରେ ଅସୁବିଧା ହୋଇଥାଏ। ଚେକୋସ୍ଲୋଭାକିଆ ଭଳି ଶବ୍ଦ ଉଚ୍ଚାରଣକାରୀଙ୍କୁ ଅସୁବିଧାରେ ପକାଇଥାଏ। ତେବେ ଇଂଲିଶ୍‌ରେ ଏଭଳି ଏକ ଶବ୍ଦ ରହିଛି ଯାହାକୁ ଉଚ୍ଚାରଣ କରିବା ଲାଗି ସାଢ଼େ ୩ ଘଣ୍ଟା ଲାଗିଥାଏ। ଏହି…

ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!

ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି କୁହାଯାଉଛି। ଏବେ ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ବଡ ବଡ ଜାହାଜକୁ…

୨୧ ଲକ୍ଷ ଟଙ୍କାର କାର ଏବଂ ୧୧ ଲକ୍ଷ ଯୌତୁକ ନେଲେନି ବର: ଗ୍ରହଣ କଲେ ୧୦୧ ଟଙ୍କା

କୋଟା,୧୦।୨: ବାହାଘରରେ ଜଣେ ବର ତାଙ୍କୁ ଶ୍ୱଶୁର ଘର ପକ୍ଷରୁ ମିଳିଥିବା ୨୧ ଲକ୍ଷ ଟଙ୍କାର ବିଳାସ ପୂର୍ଣ୍ଣ କାର ଏବଂ ୧୧ ଲକ୍ଷ ଟଙ୍କାର ଯୌତୁକ ନେବାକୁ ମନା କରିଛନ୍ତି। କେବଳ ୧୦୧ ଟଙ୍କା ଗ୍ରହଣ କରି ସେ ବିବାହ…

ଏବେ ଏହି ଦେଶରେ ସନ୍ତାନ ଜନ୍ମ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କା ବୋନସ

ଏଥେନ୍ସ,୧୦।୨: ଗ୍ରୀସରେ ବେଳକୁ ବେଳ ଜନସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଏବେ ସନ୍ତାନ ଜନ୍ମକୁ ନେଇ ସରକାର ବୋନସ ଘୋଷଣା କରିଛନ୍ତି। ‘ବେବି ବୋନସ’ ଯୋଜନାରେ ଏବେ ସନ୍ତାନ ପ୍ରସବ ପରେ ଦମ୍ପତିଙ୍କୁ ବୋନସ ମିଳିବ ବୋଲି ସରକାର…

୧୩ ମିଲିମିଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କଲେ ୮ ବନ୍ଧୁ

ସୁରଟ,୧୦।୨: ସୁରଟରେ ୮ଜଣ ବନ୍ଧୁ ମିଳିତ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟ ଅଫ୍‌ ୟୁନିଟ୍‌ର ୧୩ ମିଲିମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିର୍ମାଣ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାର…

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ ଛାତ୍ରୀ ମୌଦାଇବାହୁନ ମୋଞ୍ଜାଙ୍କୁ ତାଙ୍କ ସହପାଠୀ ଧମକ ଚମକ ଦେବା ସହିତ ନାନା ପ୍ରକାର…

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। କରୋନା ଭାଇରସ୍‌ ଏତେ ମାରାତ୍ମକ ଯେ, ରୋଗୀଠାରୁ ୬ ଫୁଟ୍‌ ଦୂରରେ ଥିଲେ ମଧ୍ୟ…

ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଶ୍ରମିକ ଡିନ୍‌ ରିବ୍ସ୍‌ଙ୍କୁ ରଙ୍ଗ ଦେବାକାମରେ ବିଲ୍ଡିଂ ମାଲିକ ଟେରିି ନିୟୋଜିତ କରିଥିଲେ।…

ବିଲ୍‌ ଗେଟସ୍‌ କିଣିଲେ ସୁପର ୟାଚ୍‌: ଦାମ ୪୬୧୨ କୋଟି

ନ୍ୟୁୟର୍କ,୧୦।୨: ପୃଥିବୀର ଦ୍ୱିତୀୟ ଧନୀକ ବିଲ୍‌ ଗେଟସ୍‌ ଏକ ସୁପର ୟାଚ୍‌ କିଣିଛନ୍ତି। ଏହାର ଦାମ ୪୬୧୨କୋଟି ଟଙ୍କା ରହିଛି। ଏହା ତରଳ ହାଇଡ୍ରୋଜେନ୍‌ ଇନ୍ଧନରେ ଚାଲିବ। ଥରେ ଟାଙ୍କି ଫୁଲ୍‌ କଲେ ୟାଚ୍‌ ୬ ହଜାର ୫୦୦ କିମି ଯାତ୍ରା…

ସମୁଦ୍ରରେ ପଡ଼ିଗଲା ଆଇଫୋନ: ଫେରାଇଲା ତିମି

ସମୁଦ୍ରରେ ପଡିଯାଇଥିବା ଏକ ଆଇଫୋନକୁ ଫେରାଇଛି ତିମି ମାଛ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍‌ ଅଭିନେତ୍ରୀ ରିଚା ଚଢା ଏହାର ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ପ୍ରଥମେ ସାଇନ୍ସ ଗର୍ଲ ନାମକ ଜଣେ ୟୁଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?