ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ କନ୍ୟା-ବରଙ୍କ ବୟସ ପ୍ରମାଣ !
ରାଞ୍ଚି,୨୫।୨: ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଇଲ୍ଡ ଲାଇନ୍ ପକ୍ଷରୁ ଏଭଳି ବିବାହ ରୋକିବା ଲାଗି ରାଞ୍ଚିରେ ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି। ଯୋଜନା ଅନୁସାରେ ନିମନ୍ତ୍ରଣ କାର୍ଡ ଛାପୁଥିବା…
ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା
ଜାପାନର ଟେକ୍ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ ଚଲାଇବା ସମୟରେ ଫୋନ୍ରେ କଥା ହେବା ଏବଂ ଛତା ଧରିବା ମନା। ଖାଲି ଏତିକି…
ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି
ଓ୍ବାଶିଂଟନ୍: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍ ସମୟରେ ବିବାହକୁ ଖାସ୍ କରିବା ନେଇ ଶପଥ କରିଥିଲେ। ଯେଉଁଥିପାଇଁ ବିବାହ ପୋଷାକରେ ୨୩ ଦେଶ ବୁଲି ଆସିଛନ୍ତି। ୨୦୧୬ରେ ଏହି ଯୋଡ଼ିଙ୍କର…
ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର
ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ ୫୦୦ରୁ…
ବନ୍ଦ ବୋତଲରୁ ମିଳିଲା ୮୨ ବର୍ଷ ତଳର ଚିଠି
ପ୍ୟାରିସ୍, ୨୪।୨: ଫ୍ରାନ୍ସ୍ର ଜର୍ସି ନିକଟରେ ଥିବା ଇଂଲିଶ୍ ଚ୍ୟାନେଲର ସମୁଦ୍ର କୂଳରୁ ୮୨ ବର୍ଷ ତଳେ ଲେଖାଯାଇଥିବା ଏକ ଚିଠି ବନ୍ଦ ବୋତଲରୁ ମିଳିଛି। ଏହା ସ୍ଥାନୀୟ ଚ୍ୟାନେଲ ଦ୍ୱୀପ ଉପକୂଳର ବେଲ୍ ରୟାଲରେ ପଡ଼ିଥିଲା। ବୋତଲଟି ବାଲିରେ ପୋତି…
ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍, ଟ୍ରେନ୍ ଯାତ୍ରା ମାଗଣା
ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍ ଏବଂ ବସ୍ରେ ସମସ୍ତେ ମାଗଣାରେ ଯିବାଆସିବା କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ଦେଶ…
ସୁପର ର଼୍ୟାଟ୍
ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ପଡୁଛି। ଏହି ସମୟରେ ଏକ ରୋଚକ କଥା ଆଲୋଚନାର ଶିରୋନାମା ପାଲଟିଛି। ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ଦ୍ୱାରା ମୂଷାର…
ଆର୍ଥିକ ବିକାଶରେ ଉତ୍ପାଦ ଶୁଳ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭାରତରେ ପ୍ରତିବର୍ଷ ୨୪ ଫେବୃୟାରୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଦିବସ ପାଳନ କରାଯାଉଛି। ଏହିି ଦିନରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତଥା ଲବଣ ଆଇନ, ୧୯୪୪କୁ ମଧ୍ୟ ସ୍ମରଣ କରାଯାଏ। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବିଭାଗ ଦ୍ୱାରା ଏହି…
୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ
ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨ ବର୍ଷ ଧରି କନ୍ୟାଘରଙ୍କଠାରୁ କୌଣସି ଯୌତୁକ ଅବା ଅନ୍ୟ ଉପହାର ଗ୍ରହଣ କରି ନାହାଁନ୍ତି।…
୨୦୨୦ କିଗ୍ରାର କେକ୍ ପ୍ରସ୍ତୁତ କରି କାଲାମ୍ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ କଟ୍ଟୁପକ୍କମଠାରେ ୩୦ ଜଣ ବେକେରି ବିଶେଷଜ୍ଞ ମିଳିତ ଭାବେ ୨୫ ଫୁଟ ଲମ୍ବ ଏବଂ…
ଅଜବ ସଉକ: ବିମାନରେ ଏକାକୀ ୧୯୯ ସିଟ୍ ବୁକ୍ କରି ଉଡ଼ାଣର ମଜାନେଲେ ମହିଳା
ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ସଉକ ଭିନ୍ନ ଭିନ୍ନ ଥାଏ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଠିକ୍ ସେମିତି ଫିଲିପାଇନ୍ସର ଜଣେ ମହିଳା ନିଜର ଇଚ୍ଛାକୁ ପୂରଣ କରିବା ପାଇଁ…
ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍
ଷ୍ଟକ୍ହୋମ୍,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। ତେବେ ଗ୍ରେଟାଙ୍କୁ ୧୧ ବର୍ଷ ହୋଇଥିବାବେଳେ ସେ…

