୫୧ ଲକ୍ଷରେ ବିକ୍ରି ହେଲା ଅଧିକ କ୍ଷୀର ଦେଉଥିବା ମଇଁଷି ସରସ୍ବତୀ
ହିସାର,୨୭।୨: ଅଧିକ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିବା ମୁରାହ ପ୍ରଜାତିର ମଇଁଷି ସରସ୍ବତୀ ୫୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ହରିୟାଣାର ହିସାର ଜିଲାର ଲିତାନିରେ ବାସ କରୁଥିବା ସୁଖବୀର ସିଂ ଢ଼ାଣ୍ଡା ସରସ୍ବତୀକୁ ଲୁଧିୟାନାର ପବିତ୍ର ସିଂଙ୍କୁ ବିକ୍ରି…
ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…
କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର ପରସ୍ପରକୁ ଜୀବନ ସାଥିଭାବେ ଗ୍ରହଣ କରିଛନ୍ତି। ଏହା ସହିତ ସମ୍ବିଧାନ ପାଠ ମଧ୍ୟ କରାଯାଇଛି।…
ଏମିତି ଜୀବ, ଯିଏ ନିଃଶ୍ୱାସ ନ ନେଇ ବି ବଞ୍ଚିଥାଏ
ଜେଲିଫିଶ ଦେଖିବାକୁ ଯେମିତି ଠିକ୍ ସେହିପରି ବୈଜ୍ଞାନିକମାନେ ଏକ ନୂତନ ଜୀବର ସନ୍ଧାନ ପାଇଛନ୍ତି। ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରିବ। ଏପରିକି ଜିଇଁବା ପାଇଁ ଅମ୍ଳଜାନ ମଧ୍ୟ ଆବଶ୍ୟକ ପଡ଼ିବନି। ଏହା ଏମିତି ଏକ ବହୁକୋଷୀ ଜୀବ, ଯେଉଁଥିରେ ମାଇଟ୍ରୋକଣ୍ଟ୍ରିଏଲ୍…
ବିଶ୍ୱର ସବୁଠୁ ସୁରକ୍ଷିତ ବିମାନ, ଘଣ୍ଟା ପ୍ରତି ବେଗ…
ଓ୍ବାଶିଂଟନ୍: ଏମିତି ଏକ ବିମାନ ରହିଛି, ଯାହାକୁ ବିଶ୍ୱର ସବୁଠୁ ସୁରକ୍ଷିତ ବିମାନ କୁହାଯାଇଥାଏ। ଏହା ଆଉ କାହାର ନୁହେଁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ। ଏହି ବିମାନ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ ରହିଛି୍, ଯାହା ଜାଣିଲେ…
୩୮୦ ବର୍ଷ ଧରି ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼
ରିଓ ଡି ଜେନେରିଓ,୨୬।୨: ଭାରତରେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ। ତେବେ ବିଦେଶରେ ମଧ୍ୟ ଗଣପତିଙ୍କ ବହୁ ମନ୍ଦିର ରହିଛି। ବ୍ରାଜିଲ୍ର ରିଓ ଡି ଜେନେରିଓରେ ପ୍ରତିବର୍ଷ ପାଳିତ ହେଉଥିବା ରିଓ ଉତ୍ସବରେ ଗଣେଶଙ୍କ ମେଢ଼ ଦେଖିବାକୁ ମିଳିଛି। ଏହି ଉତ୍ସବ…
ସରୋଗେଟ୍ ମା’ଠାରୁ ଜନ୍ମ ନେଲେ ୨ ଚିତାବାଘ ଶାବକ
ପୋବେଲ,୨୬।୨: ଇନ୍ ଭିଟ୍ରୋ ପଦ୍ଧତିରେ ମଣିଷ କ୍ଷେତ୍ରରେ ସରୋଗେଟ୍ ମା’ଠାରୁ ସନ୍ତାନ ଜନ୍ମ ପ୍ରକିୟା ଜାରି ରହିଛି। ତେବେ ଗତ ୩୦ ବର୍ଷ ପରେ ଆମେରିକା ଓହିଓଠାରେ ଥିବା କଲମ୍ବସ ଚିଡ଼ିଆଖାନାରେ ସରୋଗେଟ୍ ମା’ଠାରୁ ପୁଣି ୨ ଚିତାବାଘ ଶାବକ ଜନ୍ମ…
ପ୍ରତିରୋପଣ ହେଲା ଶୁଆ ଡେଣାର ପର
ବ୍ରିସ୍ବେନ,୨୬।୨: ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟତାରେ ମଣିଷର ଅଙ୍ଗ ପ୍ରତିରୋପଣ ହୋଇପାରୁଛି। ତେବେ ଅଷ୍ଟ୍ରେଲିଆରେ ଏକ ଶୁଆ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ୧୨ ସପ୍ତାହର ଛୋଟ ଶୁଆ ବେଇ-ବେଇ କାଳେ ଉଡ଼ିଯିବ ସେଥିପାଇଁ ତା ମାଲିକ ଡେଣାର ପର କାଟି…
ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର
ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ ଆଗ୍ରାରେ ଥିବା ତାଜମହଲକୁ ପରିଦର୍ଶନ କରିଥିଲେ। ସେହି ସମୟରେ ଟ୍ରମ୍ପ ଜଣେ ଭାରତୀୟ ଯୁବକଙ୍କୁ…
ଶିଶୁଙ୍କ ଭଳି ମୁହଁ ଥିବା ରୋବୋ: ସ୍ପର୍ଶ, ଯନ୍ତ୍ରଣା କରିପାରିବ ଅନୁଭବ
ଟୋକିଓ,୨୫।୨: ଜାପାନରେ ବୈଜ୍ଞାନିକ ଛୋଟ ଶିଶୁଙ୍କ ମୁହଁ ଥିବା ରୋବୋ ତିଆରି କରିଛନ୍ତି। ଏହି ରୋବୋ ସ୍ପର୍ଶ ଏବଂ ଯନ୍ତ୍ରଣା ଅନୁଭବ କରିପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହାକୁ ଏଫେଟ୍ଟୋ ଭାବେ ନାମିତ କରାଯାଇଛି। ଏହି ରୋବୋକୁ ପ୍ରଥମେ ୨୦୧୧ରେ…
ମେଲାନିଆଙ୍କ ପସନ୍ଦର ଖାଦ୍ୟ
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆମେରିକାର ଫାଷ୍ଟ ଫ୍ୟାମିଲିଙ୍କ ଖାଦ୍ୟ ରୁଚି କଥା କହିଲେ ଟ୍ରମ୍ପଙ୍କୁ ନନ୍…
କେବେ ଟ୍ରେନ୍ରେ ବସି ନ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମ ଥର ବିମାନରେ ଯାତ୍ରା କରାଇଲେ ଶିକ୍ଷକ
ଛୋଟବେଳେ ଆକାଶରେ ବିମାନ ଯାଉଥିବା ଦେଖି ସବୁ ପିଲା ଖୁସି ହୋଇଯାଇଥାନ୍ତି। କେବେବେଳେ କାଗଜରେ ବିମାନ କରି ଉଡାଇଥାନ୍ତି ତ କେତେବେଳେ ସତସତିକା ବିମାନ ପଛରେ ଧାଉଁଥିବା ନଜିର ରହିଛି। କିଛି ପିଲା ସେଥିରେ ବସିବା ପାଇଁ ମଧ୍ୟ ଇଛା ପ୍ରକାଶ…
ଗାଡ଼ି ଷ୍ଟାର୍ଟ କରିବ ଆପ୍
ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍ ତିଆରି କରିଛନ୍ତି। ଏହି ଆପ୍ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ। ଶ୍ରୀଗଙ୍ଗାନଗର ଜିଲାର ସୁରତଗଢ଼ ଅଞ୍ଚଳର ଲାଲଗଢ଼ିଆ ଗାଁରେ ବାସ କରୁଥିବା ଯୁବକ ବିକାଶ ଗୋଦାରା…

