ନବବଧୂଙ୍କୁ ନେଇ ଘରକୁ ଫେରୁଥିଲେ ଆଦିତ୍ୟ ନାରାୟଣ: ରାସ୍ତାରେ ଅଟକାଇ ଦେଲେ ଏମାନେ

ପ୍ରସିଦ୍ଧ ଗାୟକ ତଥା ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୧ରେ ଆଦିତ୍ୟ ତାଙ୍କ ପ୍ରେମିକାଙ୍କୁ ମନ୍ଦିରରେ ବିବାହ କରିଥିଲେ। ଆଦିତ୍ୟ ଏବଂ ଶ୍ୱେତାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନ୍ୟ ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଏହି ଭିଡିଓରେ ଆଦିତ୍ୟଙ୍କ କାର କିନ୍ନରଙ୍କ ଦ୍ୱାରା ଘେରି ରହିଥିବା ଦେଖିବାକୁ ମିଳୁଛି। ସେମାନେ କିନ୍ନରମାନଙ୍କଠାରୁ ଆଶୀର୍ବାଦ ନେଉଥିବା ନଜର ଆସିଛନ୍ତି। ଆଦିତ୍ୟ ଏବଂ ଶ୍ୱେତା ଫୁଲରେ ସଜା ସୁନ୍ଦର କାରରେ ବସିଛନ୍ତି କିନ୍ନରମାନେ କାର ଚାରିପାଖରେ ଘେରିରହିଛନ୍ତି। ଆଦିତ୍ୟଙ୍କ କାର ଟ୍ରାଫିକରେ ଅଟକି ଥିଲାବେଳେ କିନ୍ନରମାନେ ତାଙ୍କୁ ଟଙ୍କା ମାଗିଥିଲେ। ପରେ ସେ ଟଙ୍କା ଦେଇଥିଲେ, କିନ୍ତୁ ସେ ଅଧିକ ଟଙ୍କା ମାଗୁଥିବା ପରି ମନେହୁଏ। ତେବେ ସେତେବେଳକୁ ଆଦିତ୍ୟଙ୍କ କାର ଚାଲିଯାଉଥିବା ଦେଖିବାକୁ ମିଳିଛି।

https://www.instagram.com/p/CIQQA2uHSX3/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ‘ବମ୍ବେ ବେଗମ’: ଷ୍ଟ୍ରିମିଂ ବନ୍ଦ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ପରେ ସରକାର ଓଟିଟି ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ, ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ତାଣ୍ଡବ ୱେବ ସିରିଜକୁ ବିବାଦ...

ପ୍ରେମ ପାଇଁ ସମୟ ପାଇନି

ଶିଶୁ କଳାକାର ଓ ପରେ ଚଳଚ୍ଚିତ୍ର ନାୟିକା ସାଜି ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ। ପିଲାଟି ଦିନରୁ ଓଡ଼ିଶୀ...

ନିର୍ଦ୍ଦେଶକଙ୍କୁ ଅଭିଶାପ ଦେଇଥିଲେ ଅନୁପମ

ବଲିଉଡ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୭, ୧୯୫୫ରେ ଜନ୍ମ ହୋଇଥିବା ଅନୁପମ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ...

ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା...

ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍‌ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍‌ ୧୯୮୪...

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ...

ଶ୍ରୀବଲୀ ଗୀତରେ ଏମିତି ନାଚିଲେ ଜେ ଡେଭିଡ୍‌ ୱାର୍ନର: ନିଜକୁ ସମ୍ଭାଳି ପାରିଲେନି ଅଲ୍ଲୁ

ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ ରହିଥା’ନ୍ତି। ଖାସ୍‌ କରି ସେ ତାଙ୍କର ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏମିତି...

ସୁଶାନ୍ତ ସିଂ ପ୍ରଶଂସକଙ୍କ ଟାର୍ଗେଟ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ କୌଣସି ନା କୌଣସି...

Advertisement
Archives

Model This Week