ଆମେରିକାରେ ଲେମ୍ବୁ ଚାଷ କରୁଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକାର କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲସରେ ପୁଣି ୩ ସପ୍ତାହ ଧରି ଲକ ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣି ଫେରିଛି ଲକଡାଉନ। ଏହି ସମୟରେ ସେଠାରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ ଲେମ୍ବୁ ଚାଷ ଆରମ୍ଭ କରିଛନ୍ତି। ଏ ନେଇ ପ୍ରୀତି ଏକ ଭିଡିଓ ଟୁଇଟ କରି ସୂଚନା ଦେଇଛନ୍ତି। ଭିଡିଓରେ, ପ୍ରୀତି ଲେମ୍ବୁ ଗଛ ନିକଟରେ ବସିଥିବା ନଜର ଆସିଛନ୍ତି।
ଏହାପୂର୍ବରୁ ବଗିଚାରେ କାମ କରୁଥିବାର ଅନେକ ଭିଡିଓ ପ୍ରୀତି ସୋସିଆଲ ମିଡିଆରେ ଶେୟାର କରି ସାରିଛନ୍ତି। ତାଙ୍କର ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ଡେ’ରେ ଛୁଟି କାଟିବାକୁ ବାହାରିଲେ ଦୀପବୀର

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍‌ ଓ୍ବିକ୍‌। ଏବେ ଏହାକୁ ନେଇ କିଏ କେତେ ପ୍ଲାନ କରି ସାରିଛନ୍ତି। ବିଶେଷ କରି ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ନେଇ...

ନାଁ ବଦଳାଇବେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍‌ନେମ ଯୋଡ଼ିବେ। ଆଲିଆ-ରଣବୀର...

ନୁସରତଙ୍କୁ ସାଙ୍ଗରେ ନ ନେଇ ଏକା ବୁଲିବାକୁ ଗଲେ ସ୍ବାମୀ, ଏମିତି ହେଉଛି ଚର୍ଚ୍ଚା

ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ହେଉଛି।...

ବିଗ୍‌ବସ୍‌ ୧୬ ବିଜେତା ଷ୍ଟାନ୍‌ଙ୍କର ମୋଟ ସମ୍ପତ୍ତି କେତେ ଜାଣନ୍ତି

ପ୍ରସିଦ୍ଧ ରାପର୍‌ ଏମସି ଷ୍ଟାନ ବିବାଦୀୟ ରିଆଲିଟି ଶୋ ‘ବିଗ ବସ ୧୬’ ର ଟ୍ରଫି ଜିତିଛନ୍ତି। ଏମସି ଷ୍ଟାନ ‘ବିଗ ବସ ୧୬’ ର...

ଭାଇଜାନଙ୍କୁ ନିଜଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ଦର୍ଶକ ବେଷ ପସନ୍ଦ କରନ୍ତି। ଏହି ତାଲିକାରେ ‘ମେନ ପ୍ୟାର କିୟା’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୯...

ଆସିନି ଭିସେରା ରିପୋର୍ଟ: ସୁଶାନ୍ତଙ୍କୁ ବିଷ ଦେବା ପରେ ପଙ୍ଖାରେ ଝୁଲାଇ ଦିଆଯାଇଛି କି?

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଭାଜପା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ...

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌...

ପୁଣି ବିବାଦରେ ପପୁ ପମ୍‌ପମ୍‌: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍‌ ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ...

Advertisement
Archives

Model This Week