ପ୍ଲାଜମା ଦାନ କଲେ ଗୁରମିତ
ମୁମ୍ବାଇ: ଟେଲିଭିଜନ ଅଭିନେତା ଗୁରମିତ ଚୌଧୁରି ଏବେ ଅନ୍ୟପାଇଁ ସହାୟତାର ହାତ ବଢାଇଛନ୍ତି । କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିଲେ ଗୁରମିତ ଓ ତାଙ୍କ ପତ୍ନୀ ଦେବିନା ବାନାର୍ଜୀ । ସେପ୍ଟେମ୍ବରରେ ଏମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା…
ତମନ୍ନାଙ୍କ ଗ୍ଲାମରସ ଫଟୋଶୁଟ୍
ମୁମ୍ବାଇ: ଦକ୍ଷିଣ ଭାରତୀୟ ତଥା ବଲିଉଡ୍ ଫିଲ୍ମର ନାୟିକା ତମନ୍ନା ଭାଟିଆ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ତାଙ୍କ ମାତାପିତା ବି କରୋନାରେ ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଥିଲେ । ହେଲେ ଏବେ ସେ କରୋନା ମୁକ୍ତ…
ଆଜି ଦୀପାବଳି: ପ୍ରଶଂସକଙ୍କୁ ଏଭଳି କହି ଶୁଭେଚ୍ଛା ଜଣାଇଲେ ମଲାଇକା
ମୁମ୍ବାଇ,୧୪।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ…
ଡ୍ରଗ୍ସ ଲିଙ୍କ ମାମଲା: ଅର୍ଜୁନଙ୍କୁ ପଚରାଉଚରା କଲା ଏନ୍ସିବି
ମୁମ୍ବାଇ,୧୩।୧୧-ଡ୍ରଗ୍ସ ଲିଙ୍କ୍ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରାଯାଇଛି। ଶୁକ୍ରବାର ଦକ୍ଷିଣ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) କାର୍ଯ୍ୟାଳୟରେ ଅର୍ଜୁନ ପହଞ୍ଚିଥିଲେ। ପରେ ଏନ୍ସିବିର ଅଧିକାରୀମାନେ ତାଙ୍କୁ ଡ୍ରଗ୍ସର ବିଭିନ୍ନ ଆଙ୍ଗେଲକୁ ନେଇ ପ୍ରଶ୍ନ ପଚାରିଥିଲେ। କିଛିଦିନ…
ପ୍ରିୟଙ୍କା ଶେୟାର କଲେ ନୂଆ ଫିଲ୍ମର ଫାଷ୍ଟ ଲୁକ୍
ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ସୁପରହିରୋ ଡ୍ରାମା: ‘ଉଇ କ୍ୟାନ ବି ହିରୋଜ’ର ଫାଷ୍ଟ ଲୁକ୍ ଶେୟାର କରିଛନ୍ତି । ଜାନୁୟାରୀ ୧, ୨୦୨୧ରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇପାରେ ବୋଲି…
କିଛି ଟେନ୍ସନ୍ ଥିଲେ ଫ୍ଲାଇଟ୍ରେ ବୁଲନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନାଗିନ୍ ଫେମ୍ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ…
ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର
ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା ବେଳେ ବୋହୂ ମଦାଲସାଙ୍କ ପାଇଁ ଶ୍ୱଶୁର ମିଥୁନ ଏକ ସରପ୍ରାଇଜ୍ ପଠାଇଥିଲେ। ଯାହାକୁ ଦେଖିବା…
ଭାଇଙ୍କ ବିବାହରେ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ କଙ୍ଗନା, ତିଆରି ପାଇଁ ଲାଗିଥିଲା ୧୪ ମାସ
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭାଇଙ୍କ ବିବାହ ଉତ୍ସବରେ କଙ୍ଗନା ଖୁବ୍ ମଜାମସ୍ତି କରିଥିବା ଦେଖିବାକୁ ମିଳିଛି। ଯାହା ସେ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋ ଏବଂ ଭିଡିଓରୁ ଜଣାପଡୁଛି। ଏହି…
ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ରହିଗଲେ ଅବିବାହିତ
ମୁମ୍ବାଇ: ବଲିଉଡ୍ର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ଅଭିନୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜୁହିଙ୍କର ଆଜି ଜନ୍ମଦିନ। ସେ ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୭ ନଭେମ୍ବର ୧୩ରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି।…
ଭାଣିଜୀକୁ ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!
ବଲିଉଡ୍ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁ ଦେବା ରିଲେଶନ୍ସିପ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆଶିଛନ୍ତି। ପ୍ରଭୁ ପୁଣିଥରେ ପ୍ରେମରେ ପଡ଼ିଯାଇଛନ୍ତି। ଖୁବ୍ଶୀଘ୍ର ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଗ୍ରୁପ୍ ଡ୍ୟାନ୍ସରଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁଙ୍କ…
ପୁସ୍ତକ ଲେଖିଲେ ସୋନୁ ସୁଦ୍, ଜାଣନ୍ତୁ କ’ଣ ରହିଛି ଖାସ୍
ଅଭିନେତା ସୋନୁ ସୁଦ କରୋନା ସମୟରେ ସମସ୍ତଙ୍କୁ ବହୁତ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ପ୍ରବାସୀ ଶ୍ରମିକଙ୍କ ଘରକୁ ପଠାଇବାଠାରୁ ଆରମ୍ଭ କରି ବେରୋଜଗାରୀଙ୍କୁ ରୋଜଗାର ଯୋଗାଇବା ପର୍ଯ୍ୟନ୍ତ ସୋନୁ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି। ସେ ସମସ୍ତଙ୍କ ହୃଦୟରେ…
ମାଳଦ୍ୱୀପରେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଛୁଟି କାଟୁଛନ୍ତି ଟାଇଗର !
ମୁମ୍ବାଇ, ୧୩।୧୧-ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପାଟାନିଙ୍କୁ ବୁଧବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉଭୟେ ସୋସିଆଲ ମିଡିଆ ଜରିଆରେ ମାଳଦ୍ୱୀପରୁ ଫଟୋ ଶେୟାର କରିଛନ୍ତି। ଏହି ଫଟୋ…
Archives


