କିଛି ଟେନ୍‌ସନ୍‌ ଥିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ କାଟିବାକୁ ପସନ୍ଦ କରନ୍ତି। ଏମିତି ଲୋକଙ୍କ ସହ ସମୟ କାଟିବାକୁ ଚାହାନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହନ୍ତି। ସେ କୁହନ୍ତି, ମୁଁ ମୋ ନିଜ ସହ ସମୟ କାଟିବାକୁ ବେଶୀ ପସନ୍ଦ କରେ। କେବେ କେବେ ବହି ପଢ଼ିବାକୁ ଖୁବ୍‌ ଭଲପାଏ। ଏକା ଏକା ବୁଲିବାକୁ ବି ପସନ୍ଦ କରିଥାନ୍ତି। ଯେତେବେଳେ ଅଧିକ ଟେନ୍‌ସନ୍‌ ଲାଗେ ସେ ଫ୍ଲାଇଟ୍‌ ବୁକ୍‌ କରି କୁଆଡ଼େ ନା କୁଆଡ଼େ ବୁଲିବାକୁ ଚାଲିଯା’ନ୍ତି। ନିଜ ଘର ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତି। ଯେମିତି ଗୋଟିଏ ଝିଅ ଘର ପାଇଁ ସବୁ କରିଥାଏ। ତାଙ୍କର ମାଆ ନାହାନ୍ତି କିନ୍ତୁ ମାଆଙ୍କ ଆଶୀର୍ବାଦ ସବୁବେଳେ କାମନା କରି ସେ ଆଗକୁ ବଢ଼ି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ...

ଆୟୁଷ୍ମାନ୍‌ଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିବାରେ ଲାଗିଛନ୍ତି। କିଛିଦିନ ତଳେ ଛୋଟପରଦାରୁ ଆସି ବଡ଼ପରଦାରେ ସାଇନ୍‌ କରିଛନ୍ତି ଅଭିନେତା ଲକ୍ଷ୍ୟ।...

ମା’ ହେଲେ ଝିଲିକ୍‌

ଭୁବନେଶ୍ୱର: ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ଝିଲିକ ଦୁଇ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ସବୁଠୁ ଖୁସିର କଥା ଝିଲିକ୍‌ଙ୍କ...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ

ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍‌। ଏବେ ଉଭୟ ନିଜ...

ରାଜାମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ସହିତ ଗୋଟିଏ ପରେ ଗୋଟିଏ ନୂଆ ସଫଳତା ହାସଲ କରୁଛନ୍ତି। ନିକଟରେ...

କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ...

ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ...

Advertisement
Archives

Model This Week