ମନୋରଞ୍ଜନ

ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଚେନ୍ନାଇସ୍ଥିତ ନିବାସରେ ମୀରାଙ୍କୁ...

ଗ୍ଲୋବାଲ୍‌ ଷ୍ଟେଜ୍‌ରେ ଗୀତା ପଢିଲେ ଆୟୁଷ୍ମାନ

ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡ୍ରିମ ଗାର୍ଲ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ନିକଟରେ ଫିଲ୍ମ ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିବା ପରେ ସେ ପ୍ରଶଂସକଙ୍କ ସହ ପାର୍ଟି କରୁଥିବା ମଧ୍ୟ...

ସଲମାନ୍‌ଙ୍କ ସହ ନଜର ଆସିବେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ସେ ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟ୍‌ରେ ରୁହନ୍ତି। ଫିଲ୍ମ ‘ପୁଷ୍ପା-୨’ରେ ତାଙ୍କର ଆଇଟମ୍‌ ଗୀତ...

ମିକା-ଆକାଂକ୍ଷାଙ୍କ ବ୍ରେକ୍‌ଅପ୍‌, ଗାୟକ କହିଲେ ବିବାହ ନ କରିବାର କାରଣ

ବମ୍ବେ: ନିଜର ଲଭ୍‌ଲାଇଫ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆକାଂକ୍ଷା ପୁରୀ। କିଛି ମାସ ତଳେ ସେ ‘ସ୍ବୟମ୍ବର:ମିକା ଦି ବୋଟି’ ଶୋ’ ଜିତି ସମସ୍ତଙ୍କୁ ଚକିତ କରିଥିଲେ। ଶୋ’ ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ। ପରେ ଦୁହେଁ...

କରିନାଙ୍କ ସହ ରୋମାଣ୍ଟିକ ସିନ୍‌ କରିବା ସହଜ ନ ଥିଲା: ବିଜୟ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ତାଙ୍କ ଅପକମିଂ ମୁଭି ‘ଜାନେ ଜାନ’କୁ ନେଇ ଏବେ ବିଜି ଅଛନ୍ତି। ଏହା ଖୁବଶୀଘ୍ର ଓଟିଟିରେ ରିଲଜ ହେବାକୁ ଯାଉଛି। ଏହି ଫିଲ୍ମ ସହ କରିନା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ...

ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ...

ଏହି ଫିଲ୍ମରେ କାମ କରିବାକୁ ଡରୁଥିଲେ ଜୁହି, ପରେ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ତାଙ୍କ ପିକ୍‌ କ୍ୟାରିୟରରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୯୦ ଦଶକର ଏକ ବ୍ଲକବଷ୍ଟର ଫିଲ୍ମରେ ‘ରାଧା’ ଭୂମିକାରେ...

ପ୍ରଭାସଙ୍କ ସାଲାର…

ମୁମ୍ବାଇ :  ପ୍ରଭାସଙ୍କ ଆକ୍ସନ ଫିଲ୍ମ ସାଲାର ଶୁଭମୁକ୍ତି ହେବାକୁ ଯାଉଛି। ଫିଲ୍ମର ଷ୍ଟାର କାଷ୍ଟରେ ପ୍ରଭାସ, ଶ୍ରୁତି ହାସନ ଅଛନ୍ତି। ଏହାର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ ଦେଇଛନ୍ତି। ଏହାର ସ୍କ୍ରିପ୍ଟ ପ୍ରଶାନ୍ତ ନୀଲ ଲେଖିଛନ୍ତି। ପ୍ରଭାସ ଏକ ଗ୍ୟାଙ୍ଗ...

୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…

ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ। ଫିଲ୍ମରେ ଟାଇଗର...

ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ...

ଶବାନା ଆଜମୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତ୍ରୀ ଶବାନା ଆଜମୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୮୦ ଏବଂ ୯୦ ଦଶକରେ ନିଜର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ ଶବାନା। ପ୍ରସିଦ୍ଧ କବି କୈଫି ଆଜମିଙ୍କ ପରିବାରରେ ଜନ୍ମ...

ଏହି ଦିନ ରିଲିଜ୍‌ ହେବ ରଣବୀରଙ୍କ ଫିଲ୍ମ ‘ଆନିମଲ’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍‌କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି। ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍‌ ତାରିଖ ଆଗକୁ ବଢାଇଉନ୍ତି। ‘ଆନିମଲ’ ଅପେକ୍ଷା କରୁଥିବା ଦର୍ଶକଙ୍କ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri