ମନୋରଞ୍ଜନ

କେମିତି ଅଛନ୍ତି ସୈଫ ଅଲ୍ଲୀ ଖାନ୍‌? ୬ ଥର ହୋଇଛି ଛୁରାମାଡ଼, ୨ କ୍ଷତ ଗଭୀର…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଗୁରୁବାର ସକାଳ ତିନିଟାରେ ତାଙ୍କ ଘରେ ଚୋର ପଶିଯାଇଥିବା ବେଳେ ଅଭିନେତାଙ୍କୁ ଛଅ ଥର ଆକ୍ରମଣ କରିଛି। ସେଥିରୁ ୨ ଆଘାତ ଗୁରୁତର ରହିଛି। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

ଯେତେବେଳେ Saif Ali Khan ଙ୍କୁ ହୋଇଥିଲା ଛୁରାମାଡ, ସ୍ତ୍ରୀ କରିନା କପୁର କରୁଥିଲେ ପାର୍ଟି, ଆସିଲା ସାଂଘାତିକ ଖବର

ମୁମ୍ବାଇ,୧୬।୧: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟାରେ ଅଭିନେତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି, ଯେଉଁଥିରୁ ଦୁଇଟି ଗଭୀର…

ଅନ୍ଧାରର ସୁଯୋଗ ନେଇ ଘରେ ପଶିଥିଲା ଚୋର, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ହେଲା ସୈଫଙ୍କ ଉପରେ ଆକ୍ରମଣ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ଏହା ପରେ ଅଭିନେତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ପଶି ତିନିଥର ଛୁରୀ ଭୁସିଲେ

ମୁମ୍ବାଇ,୧୬ା୧: ବଲିଉଡରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି। ଘରେ ପଶି ଜଣେ ଚୋର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିଲା। ଅଭିନେତା ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି…

ଫିଲ୍ମ ‘ଏମର୍ଜେନ୍ସି’ ରିଲିଜ୍‌ ଉପରେ କଟକଣା ଲଗାଇଲା ବାଂଲାଦେଶ

ଢାକା,୧୫ା୧: ଆସନ୍ତା ୧୭ରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ତେବେ ଫିଲ୍ମର ରିଲିଜ୍‌ ଉପରେ ବାଂଲାଦେଶ କଟକଣା ଲଗାଇଛି। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ବାଂଲାଦେଶର…

ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍‌ ଅଭିନେତ୍ରୀ

ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି ସତ ହେଲେ ତଥାପି ତାଙ୍କର ଲୋକପ୍ରିୟତା କୌଣସି ହିନ୍ଦୀ ସିନେମା ଷ୍ଟାରଙ୍କଠାରୁ କମ ନୁହେଁ।…

ଏକାଠି କ୍ରିତି, କବୀର

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନୋନ୍‌ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କୋଟିପତି ବ୍ୟବସାୟୀ କବୀର ବାହିଆଙ୍କୁ କ୍ରିତି ଡେଟ୍‌ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଲୋଚନା କରୁଛନ୍ତି। ଗତ କିଛି…

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ, ଛି ଛି ଛିରେ ନନୀ ଛି…

ଜିମ୍‌ରେ ରଶ୍ମିକା ଆହତ

ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ…

୪୫ ବର୍ଷ ବୟସରେ ଲୁଚାଛପାରେ ବିବାହ କଲେ ପ୍ରଭାସ !

ହାଇଦ୍ରାବାଦ: ଆଜିକାଲି ବେଶ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ। ସୋସିଆଲ ମିଡିଆରେ ଏବେ ପ୍ରଭାସ ଲୁଚାଛପାରେ ବିବାହ କରିଦେବା ଖବର ଭାଇରାଲ ହେଉଛି। ନିକଟରେ ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟାବଲାନ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍‌ ଶେୟାର କରିଥିଲେ। ଏହାପରଠାରୁ…

‘ଫତେହ’କୁ ପଛରେ ପକାଇଲା ‘ଗେମ୍‌ ଚେଞ୍ଜର’

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍‌ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍‌ ହୋଇଥିଲା। ତେବେ ରିଲିଜ୍‌ ହେବାର ପ୍ରଥମ ଦିନ ସୋନୁଙ୍କ ‘ଫତେହ’ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରି…

ହୃଦଘାତ ନୁହେଁ, ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌; ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆ ଅସୁସ୍ଥ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଶନିବାର ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?